ଯୌତୁକ ପାଇଁ ତଣ୍ଟି କାଟି ଦେଲେ

ଯାଜପୁର( ଗୁଲାମ ଗସ୍‌): ଯୌତୁକ ପାଇଁ ଜଣେ ମହିଳାଙ୍କୁ ତାଙ୍କ ଶାଶୂଘର ଲୋକେ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଗୁଣ୍ଡୁରିପଡ଼ା ଗାଁରୁ। ମୃତ ମହିଳା ହେଲେ ରୀତା ଦଳେଇ। ରୀତାଙ୍କୁ ତାଙ୍କ ଯାଆ, ନଣନ୍ଦ ଓ ଶାଶୂ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ମୃତ ମହିଳାଙ୍କ ଭାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ଏହି […]

dead,,,

dead,,,

Tapaswini Nayak
  • Published: Monday, 22 July 2019
  • Updated: 22 July 2019, 02:48 PM IST

Sports

Latest News

ଯାଜପୁର( ଗୁଲାମ ଗସ୍‌): ଯୌତୁକ ପାଇଁ ଜଣେ ମହିଳାଙ୍କୁ ତାଙ୍କ ଶାଶୂଘର ଲୋକେ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଗୁଣ୍ଡୁରିପଡ଼ା ଗାଁରୁ।

ମୃତ ମହିଳା ହେଲେ ରୀତା ଦଳେଇ। ରୀତାଙ୍କୁ ତାଙ୍କ ଯାଆ, ନଣନ୍ଦ ଓ ଶାଶୂ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ମୃତ ମହିଳାଙ୍କ ଭାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ଏହି ହତ୍ୟାକାଣ୍ଡ ବେଳେ ଘରେ ରୀତାଙ୍କ ଶ୍ୱଶୁର ନଥିବା ସୂଚନା ମିଳିଛି।

ତିନିବର୍ଷ ତଳେ ରୀତା ବାହା ହୋଇଥିଲେ। ତାଙ୍କ ନାଁ ଦିଗମ୍ବର ଦଳେଇ। ତାଙ୍କ ସ୍ୱାମୀ ବାହାରେ ରହନ୍ତି ବୋଲି ଜଣାପଡ଼ିଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos