ଠିକ୍‌ ସମୟରେ ପହଞ୍ଚିଲାନି ଆମ୍ୱୁଲାନ୍ସ: ରାସ୍ତା କଡ଼ରେ ପ୍ରସବ କଲେ ମହିଳା

ପାରଳାଖେମୁଣ୍ଡି: ପୁଣି ଫେଲ୍‌ ମାରିଲା ଜନନୀ ସୁରକ୍ଷା ଯୋଜନା। ଆମ୍ୱୁଲାନ୍ସ  ଆସିବାରେ ଡେରି ହେବାରୁ ଅଟୋରେ ଡାକ୍ତରଖାନା ଯିବା ବେଳେ ରାସ୍ତା କଡ଼ରେ ପ୍ରସବ କଲେ ମହିଳା। ଏହି ଅଭିଯୋଗ ଆସିଛି ପାରଳାଖେମୁଣ୍ଡିର ସାଉଁଟିଆ ସାହିରୁ। ଅଭିଯୋଗ ଅନୁସାରେ ସାଉଁଟିଆ ସାହିର ରଘୁନାଥ ଆପଟଙ୍କ ଝିଅ ରାଜେଶ୍ୱରୀ ପ୍ରଧାନଙ୍କ ପ୍ରସବ ବେଦନା ହେବାରୁ ପରିବାର ଲୋକେ ୧୦୮ ଓ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ଆମ୍ବୁଲାନ୍ସ ଆସିବାରେ ବହୁତ ଡେରି ହୋଇଥିଲା। ଏହାସହି ଆଶା କର୍ମୀ ମଧ୍ୟ […]

Rakesh Mallick
  • Published: Tuesday, 26 September 2017
  • Updated: 26 September 2017, 09:23 AM IST

Sports

Latest News

ପାରଳାଖେମୁଣ୍ଡି: ପୁଣି ଫେଲ୍‌ ମାରିଲା ଜନନୀ ସୁରକ୍ଷା ଯୋଜନା। ଆମ୍ୱୁଲାନ୍ସ  ଆସିବାରେ ଡେରି ହେବାରୁ ଅଟୋରେ ଡାକ୍ତରଖାନା ଯିବା ବେଳେ ରାସ୍ତା କଡ଼ରେ ପ୍ରସବ କଲେ ମହିଳା। ଏହି ଅଭିଯୋଗ ଆସିଛି ପାରଳାଖେମୁଣ୍ଡିର ସାଉଁଟିଆ ସାହିରୁ।

ଅଭିଯୋଗ ଅନୁସାରେ ସାଉଁଟିଆ ସାହିର ରଘୁନାଥ ଆପଟଙ୍କ ଝିଅ ରାଜେଶ୍ୱରୀ ପ୍ରଧାନଙ୍କ ପ୍ରସବ ବେଦନା ହେବାରୁ ପରିବାର ଲୋକେ ୧୦୮ ଓ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ଆମ୍ବୁଲାନ୍ସ ଆସିବାରେ ବହୁତ ଡେରି ହୋଇଥିଲା। ଏହାସହି ଆଶା କର୍ମୀ ମଧ୍ୟ ଆସି ନଥିଲେ। ଶେଷରେ ପରିବାର ଲୋକେ ଏକ ଅଟୋରେ ରାଜେଶ୍ୱରୀଙ୍କୁ ଡାକ୍ତରଖାନା ନେଇଥିଲେ। ହେଲେ ବାଟରେ ପ୍ରସବ ବେଦନା ଅସହ୍ୟ ହେବାରୁ କାଚରା ସାହି ଛକ ନିକଟରେ ଅଟୋ ଅଟକି ଥିଲା। ସ୍ଥାନୀୟ ମହିଳାମାନେ ରାଜେଶ୍ୱରୀଙ୍କ ପ୍ରସବ କରାଇଥିଲେ। ରାଜେଶ୍ୱରୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ପରେ ଆମ୍ବୁଲାନ୍ସ ଆସି ମାଆପୁଅଙ୍କୁ ଡାକ୍ତରଖାନା ନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story