ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରି ରାଜନେତା ଓ ପ୍ରଯୋଜକଙ୍କୁ ବ୍ଲାକମେଲ୍, ମହିଳାଙ୍କୁ ବାନ୍ଧିଲା କମିଶନରେଟ୍ ପୁଲିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମିଶନରେଟ୍ ପୁଲିସ କବଜାରେ ବ୍ଲାକମେଲ୍ କରୁଥିବା ମହିଳା। ରାଜନେତା ଓ ପ୍ରଯୋଜକଙ୍କୁ ବ୍ଲାକମେଲ୍ କରି ଟଙ୍କା ହଡ଼ପ କରୁଥିଲେ ଏହି ମହିଳା। ଖଣ୍ଡଗିରି ଥାନା ପୁଲିସ ଏହି ମହିଳାଙ୍କୁ ଗିରଫ କରିଛି। ସୂଚନା ମିଳିଛି ସଂପୃକ୍ତ ମହିଳାଙ୍କ ପାଖରୁ ପୁଲିସ ୨ଟି ପେନଡ୍ରାଇଭ୍ ଓ ୨ଟି ମୋବାଇଲ ଜବତ କରିଛି। ଏଥିରେ କଳା କାରନାମାର ଗୁପ୍ତ କଥା ଲୁଚି ରହିଛି। ଏହି ମହିଳାଙ୍କ ନାମ ଅର୍ଚ୍ଚନା ନାଗ ବୋଲି ଜଣାପଡ଼ିଛି। ସେ ଉଚ୍ଚ ଶିକ୍ଷିତା। […]

woman

woman

Niranjan Mishra
  • Published: Friday, 07 October 2022
  • Updated: 07 October 2022, 04:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମିଶନରେଟ୍ ପୁଲିସ କବଜାରେ ବ୍ଲାକମେଲ୍ କରୁଥିବା ମହିଳା। ରାଜନେତା ଓ ପ୍ରଯୋଜକଙ୍କୁ ବ୍ଲାକମେଲ୍ କରି ଟଙ୍କା ହଡ଼ପ କରୁଥିଲେ ଏହି ମହିଳା। ଖଣ୍ଡଗିରି ଥାନା ପୁଲିସ ଏହି ମହିଳାଙ୍କୁ ଗିରଫ କରିଛି। ସୂଚନା ମିଳିଛି ସଂପୃକ୍ତ ମହିଳାଙ୍କ ପାଖରୁ ପୁଲିସ ୨ଟି ପେନଡ୍ରାଇଭ୍ ଓ ୨ଟି ମୋବାଇଲ ଜବତ କରିଛି। ଏଥିରେ କଳା କାରନାମାର ଗୁପ୍ତ କଥା ଲୁଚି ରହିଛି। ଏହି ମହିଳାଙ୍କ ନାମ ଅର୍ଚ୍ଚନା ନାଗ ବୋଲି ଜଣାପଡ଼ିଛି। ସେ ଉଚ୍ଚ ଶିକ୍ଷିତା। ଆଇନ ପାଠ ପଢ଼ିଛନ୍ତି। ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏଭଳି କଳା କାରନାମାରେ ସହାୟତା କରୁଥିବା ପୁଲିସ ସନ୍ଦେହ କରୁଛି।

ଜଣାପଡ଼ିଛି କିଛି ଦିନ ପୂର୍ବରୁ ମହିଳାଙ୍କ ବିରୋଧରେ ଜଣେ ସିନେ ପ୍ରଯୋଜକ ବ୍ଲାକମେଲ୍ କରୁଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ଆଣିଥିଲେ। ଏତଲାକୁ ଆଧାର କରି ପୁଲିସ ଏହି ଘଟଣାର ତଦନ୍ତ କରିଥିଲା। ମହିଳା ଜଣକ ତଦନ୍ତରେ ସହଯୋଗ ନ କରିବାରୁ ପୁଲିସ ଗିରଫଦାରୀ କରିଛି। ତେବେ ଏ ନେଇ ପୁଲିସ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।

ଏହା ପୂର୍ବରୁ ମଧ୍ୟ କିଛି ନେତା ଓ ପ୍ରଯୋଜକଙ୍କୁ ଏହି ମହିଳା ଜଣକ ବ୍ଲାକମେଲ୍ କରୁଥିବା ଅଭିଯୋଗ ହୋଇଥିଲା। ୨୦୨୧ରୁ ଏ ପର୍ଯ୍ୟନ୍ତ ୩ ଟି ଏଭଳି ମାମଲା ତାଙ୍କ ନାମରେ ରହିଛି।

ମହିଳା ଜଣକ ବିଭିନ୍ନ ରାଜନେତା ଓ ପ୍ରଯୋଜକଙ୍କୁ ନିର୍ଦ୍ଦିଷ୍ଟ ଏକ ସ୍ଥାନକୁ ଡାକି ପ୍ରେମ ଜାଲରେ ଫସାଉଥିଲେ। ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓ ଉଠାଇ ରଖୁଥିଲେ। ଏକ ବିଳାଶପୂର୍ଣ୍ଣ କୋଠାରେ ରହିବା ସହ ତାଙ୍କ କଳାକାରନାମା ଚଳାଇଥିଲେ। ଏହି କୋଠାରେ ହିଡେନ୍‌ କ୍ୟାମେରା ଲାଗିଥିଲା ଓ ଭିଡ଼ିଓ ସୁଟ୍ ହେଉଥିଲା। ମହିଳା ଜଣକ ବହୁ ଦାମୀ କାର ଓ ବାଇକ୍ ବ୍ୟବହାର କରୁଥିଲେ।

ସେପଟେ କେହି ଯେପରି ନ ଜାଣି ପାରିବେ ସେଥିପାଇଁ ପୁଲିସ ଯୋଜନାବଦ୍ଧ ଭାବେ ଏହି ମହିଳାଙ୍କୁ ଗତକାଲି କୋର୍ଟ ଚାଲାଣ କରିଛି। ଯାହାକୁ ନେଇ ପୁଲିସର ଏଭଳି ପଦକ୍ଷେପ ପଛର ଉଦ୍ଦେଶ୍ୟ ଉପରେ ମଧ୍ୟ ସନ୍ଦେହ ଉପୁଜିଛି। ମହିଳା ଜଣକ ରାଜନେତା ଓ ପ୍ରଯୋଜକଙ୍କ ଛଡ଼ା କିଛି ପୁଲିସ ବାବୁଙ୍କୁ ମଧ୍ୟ ପ୍ରେମ ଜାଲରେ ଫସାଇ ବ୍ଲାକ୍ ମେଲ କରିଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story