କୁମ୍ଭୀର ଆକ୍ରମଣରେ ମହିଳା ଆହତ

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ବଳଭଦ୍ରପ୍ରସାଦ ଗାଁରେ କୁମ୍ଭୀର ଆକ୍ରମଣରେ ଜଣେ ମହିଳା ଆହତ ହୋଇଛନ୍ତି। ତାଙ୍କ ନାଁ ଲକ୍ଷ୍ମୀପ୍ରିୟା ରାଉତ। ତାଙ୍କ ଡାହାଣ ଜଂଘରେ କ୍ଷତ ହୋଇଛି। ଘଟଣାସ୍ଥଳରେ ଗାଁ ଲୋକ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ।

ଗତକାଲି ସଂଧ୍ୟାରେ ଲକ୍ଷ୍ମୀପ୍ରିୟା ପାଖ ନାଳକୁ ଶୌଚ ହେବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା।

ଆହୁରି ପଢ଼ନ୍ତୁ

ପୁଅର ମୃତ୍ୟୁ ଖବର ପାଇ ଜୀବନ ହାରିଲେ ବାପା-ମାଆ

କରୋନା ମୁକାବିଲା: ଶ୍ରେଷ୍ଠ ୧୦ ରାଜ୍ୟରେ ନାହିଁ ଓଡ଼ିଶା

ସରିଲା ମହାପ୍ରଭୁଙ୍କ ଅଧରପଣା ନୀତି

କୋଭିଡ୍ ନିୟମର ଖୋଲା ଉଲ୍ଲଘଂନ: କଂଗ୍ରେସ ଓ ବିଜେପିକୁ ଜୋରିମାନା, ବିଜେଡି ବେଳକୁ ଚୁପ୍‌

କାଳିଆ ପରେ ବଳିଆ ଯୋଜନା,ଆଉ ଏକ ନିର୍ବାଚନୀ ଧୂଆଁବାଣ: କଂଗ୍ରେସ

କେବେ ଆରମ୍ଭ ହେବ ପାଇକ ବିଦ୍ରୋହର ସ୍ମାରକୀ?

ରାଜଧାନୀ ବାହାରୁ ଶ୍ରମିକଙ୍କୁ ଆଣିବାକୁ ବାରଣ କଲା ବିଏମସି

ଆଦିବାସୀ ନାବାଳିକା ଦୁଷ୍କର୍ମ: ସମସ୍ତ ଅପରାଧୀଙ୍କ ଗିରଫ ଦାବି କଲା ବିଜେପି

୨୦ ଦିନର ଛୁଆକୁ ମାରି ନାଳକୁ ଫିଙ୍ଗିଦେଲା ବାପା!

ଧ୍ୱଂସାବଶେଷ ତଳୁ ମିଳିଲା ଶିବ ତୀର୍ଥ ମଠର ୧୬ ସମାଧୀ

‘ଟାଇମ୍ ପାସ୍ ଚକ୍କରରେ ହୋଇଯିବ ଲାଇଫ୍ ଫେଲ୍’

୨୦୩ କରୋନା ଆକ୍ରାନ୍ତ ସୁସ୍ଥ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ