ମହିଳାଙ୍କୁ ପଥରରେ ଛେଚି ହତ୍ୟା

ନିଆଳି( ଓଡ଼ିଶା ରିପୋର୍ଟର): କଟକ ସଦର ଥାନା ଅନ୍ତର୍ଗତ ନଗରୀ ପଞ୍ଚାୟତ ଅରିଲୋ ଗାଁରେ ଜଣେ ମହିଳାଙ୍କୁ ପଥର ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣଙ୍କ ହେଲେ ହେମଲତା ପାଣିଗ୍ରାହୀ। ମୃତଦେହ ନିକଟରେ ପଥର ପଡ଼ିଛି। ପୁଲିସ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି  ଏହି ହତ୍ୟାକାଣ୍ଡ  ଘଟିଥିବା ସନ୍ଦେହ କରାଯାଉଛି। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ପୁଲିସ ମୃତଦେହକୁ ଉଦ୍ଧାର କରି […]

Niali

Niali

Tapaswini Nayak
  • Published: Tuesday, 05 April 2022
  • Updated: 05 April 2022, 01:36 PM IST

Sports

Latest News

ନିଆଳି( ଓଡ଼ିଶା ରିପୋର୍ଟର): କଟକ ସଦର ଥାନା ଅନ୍ତର୍ଗତ ନଗରୀ ପଞ୍ଚାୟତ ଅରିଲୋ ଗାଁରେ ଜଣେ ମହିଳାଙ୍କୁ ପଥର ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣଙ୍କ ହେଲେ ହେମଲତା ପାଣିଗ୍ରାହୀ। ମୃତଦେହ ନିକଟରେ ପଥର ପଡ଼ିଛି।

ପୁଲିସ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି  ଏହି ହତ୍ୟାକାଣ୍ଡ  ଘଟିଥିବା ସନ୍ଦେହ କରାଯାଉଛି। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ହେମଲତା ସ୍ୱାମୀ ଭୀମସେନ ପାଣିଗ୍ରାହୀ କହିଛନ୍ତି, ମୁଁ ପରିବା ବିକ୍ରି କରିବାକୁ ହାଟକୁ ଯାଇଥିଲି। ମୁଁ ରାତି ପ୍ରାୟ ୧ଟା ବେଳେ ଘରେ ପହଞ୍ଚିଲା ବେଳକୁ  ହେମଲତା ଘରେ ନଥିଲେ। ତା’ ପରେ ପୁଅ ଓ ମୁଁ ତାଙ୍କୁ ବହୁତ ଖୋଜାଖୋଜା କରିଥିଲୁ, ହେଲେ ପାଇ ନଥିଲୁ। ପରେ ପୁଅ ମେଲଣ ପଡ଼ିଆରେ ମୃତଦେହ ପଡ଼ିଥିବା ଦେଖିଥିଲା। ମୋ ପୁଅ ଗୋଟିଏ ଝିଅକୁ ନେଇ ଆସିଛି। ତାର ପରିବାର ଲୋକେ ଏପରି କରିଛନ୍ତି। ମୁଁ  ଏନେଇ ଥାନାରେ ଅଭିଯୋଗ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story