ଝିଅକୁ ବଞ୍ଚାଇବାକୁ ଯାଇ ମାଆର ଜୀବନ ଗଲା

ଚିତ୍ରକୋଣ୍ଡା (ଓଡ଼ିଶା ରିପୋର୍ଟର): ଝିଅକୁ ମୃତ୍ୟୁମୁଖରୁ ଉଦ୍ଧାର କରିବାକୁ ଯାଇ ମାଆକୁ ଜୀବନ ଦେବାକୁ ପଡିଛି। ଏପରି ଘଟଣା ଘଟିଛି ଚିତ୍ରକୋଣ୍ଡାର ବନ୍ଦମାମୁଡ଼ି ଗାଁରେ। ମୃତ ମହିଳା ଜଣଙ୍କ ହେଲେ ମାରିଆମୀ ବୈରାଗୀ। ମାରିଆମୀ ୩ ବର୍ଷର ଝିଅକୁ ଧରି ନିକଟସ୍ଥ ଏକ କୂଅକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଝିଅ କୂଅ ଭିତରେ ଖସି ପଡ଼ିଥିଲା। ତାକୁ ଉଦ୍ଧାର କରିବାକୁ ଯାଇ ମାରିଆମୀ କୂଅ ଭିତରକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଦୌଡ଼ି […]

Rakesh Mallick
  • Published: Monday, 11 September 2017
  • Updated: 12 September 2017, 07:30 AM IST

Sports

Latest News

ଚିତ୍ରକୋଣ୍ଡା (ଓଡ଼ିଶା ରିପୋର୍ଟର): ଝିଅକୁ ମୃତ୍ୟୁମୁଖରୁ ଉଦ୍ଧାର କରିବାକୁ ଯାଇ ମାଆକୁ ଜୀବନ ଦେବାକୁ ପଡିଛି। ଏପରି ଘଟଣା ଘଟିଛି ଚିତ୍ରକୋଣ୍ଡାର ବନ୍ଦମାମୁଡ଼ି ଗାଁରେ। ମୃତ ମହିଳା ଜଣଙ୍କ ହେଲେ ମାରିଆମୀ ବୈରାଗୀ।

ମାରିଆମୀ ୩ ବର୍ଷର ଝିଅକୁ ଧରି ନିକଟସ୍ଥ ଏକ କୂଅକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଝିଅ କୂଅ ଭିତରେ ଖସି ପଡ଼ିଥିଲା। ତାକୁ ଉଦ୍ଧାର କରିବାକୁ ଯାଇ ମାରିଆମୀ କୂଅ ଭିତରକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଦୌଡ଼ି ଆସିବା ସହ ଉଭୟ ମାଆ ଓ ଛୁଆଙ୍କୁ ଉଦ୍ଧାର କରିଥିଲେ। ଝିଅଟି ବଞ୍ଚି ଯାଇଥିବା ବେଳେ ମାଆର ମୃତ୍ୟୁ ହୋଇସାରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos