ଭଲପାଇ ବାହା ହୋଇଥିଲେ, ଶେଷରେ ମାରିଦେଲେ !

ଫୁଲବାଣୀ(ଓଡିଶା ରିପୋର୍ଟର): ଭାଲେଣ୍ଟାଇନ୍‌ ୱିକ୍‌ରେ ତାଙ୍କ ପ୍ରେମରେ ପଡ଼ିଲା ପୂର୍ଣ୍ଣଛେଦ୍। ଖାଲି ପୂର୍ଣ୍ଣଛେଦ୍‌ ପଡିଲାନି, ପ୍ରେମି ହଳକ ଅଲଗା ହୋଇଗଲେ ସବୁଦିନ ପାଇଁ। ଉଦ୍ଧବ ଯୋଉ ଭଲପାଇବା ପାଇଁ ଦିନେ ତାର ହାତଧରି ଘରକୁ ଆଣିଥିଲେ, ସେ ସବୁଦିନ ପାଇଁ ହାତ ଛାଡି ଚାଲିଗଲା ଆରପାରିକୁ। ଏକୁଟିଆ ହୋଇଗଲେ ଉଦ୍ଧବ। ଏବେ ଝୁରିଲେ ବି ଲାଭ ନାହିଁ, ଖାଲି ଯାହା ଲୁହ । ହେଲେ ପୋଲିସ କହୁଛି ଏ ଲୁହ ଦୁଃଖର ନୁହେଁ ପ୍ରତିଶୋଧର! କନ୍ଧମାଳ ଜିଲାରେ […]

bjd-logoi copy

bjd-logoi copy

Rakesh Mallick
  • Published: Friday, 09 February 2018
  • Updated: 09 February 2018, 06:57 PM IST

ଫୁଲବାଣୀ(ଓଡିଶା ରିପୋର୍ଟର): ଭାଲେଣ୍ଟାଇନ୍‌ ୱିକ୍‌ରେ ତାଙ୍କ ପ୍ରେମରେ ପଡ଼ିଲା ପୂର୍ଣ୍ଣଛେଦ୍। ଖାଲି ପୂର୍ଣ୍ଣଛେଦ୍‌ ପଡିଲାନି, ପ୍ରେମି ହଳକ ଅଲଗା ହୋଇଗଲେ ସବୁଦିନ ପାଇଁ। ଉଦ୍ଧବ ଯୋଉ ଭଲପାଇବା ପାଇଁ ଦିନେ ତାର ହାତଧରି ଘରକୁ ଆଣିଥିଲେ, ସେ ସବୁଦିନ ପାଇଁ ହାତ ଛାଡି ଚାଲିଗଲା ଆରପାରିକୁ। ଏକୁଟିଆ ହୋଇଗଲେ ଉଦ୍ଧବ। ଏବେ ଝୁରିଲେ ବି ଲାଭ ନାହିଁ, ଖାଲି ଯାହା ଲୁହ । ହେଲେ ପୋଲିସ କହୁଛି ଏ ଲୁହ ଦୁଃଖର ନୁହେଁ ପ୍ରତିଶୋଧର!

କନ୍ଧମାଳ ଜିଲାରେ ଘଟିଛି ଏହି ଅଭାବନୀୟ ଘଟଣା। ଗୁଚ୍ଛାପଡ଼ା ଥାନା ଲୁଇସିଂ ପଞ୍ଚାୟତ ରାୟଗଡା ଗ୍ରାମର ମିତାଲି(ଛଦ୍ମନାମ) ପ୍ରାୟ ୩ ବର୍ଷ ପୂର୍ବେ ନିଜ ଇଚ୍ଛାରେ ଡ୍ରହେସରୁ ଗ୍ରାମର ଉଦ୍ଧବ ଦିଗାଲଙ୍କୁ ପ୍ରେମ ବିବାହ କରିଥିଲେ। ବେସ୍‌ ଖୁସିରେ ଜୀବନ ବିତୁଥିଲା ଦୁହିଁଙ୍କର। ହସଖୁସି, ଢେରସାରା ପ୍ରେମ। ଯାହାକୁ ଦେଖିଲେ ଯେ କେହି ଇର୍ଷା କରିବ। ହୁଏତ ଏମିତି ଇର୍ଷା ଇଶ୍ୱରଙ୍କୁ ବି ହୋଇଗଲା । ସୁନା ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ଏହି ଦମ୍ପତି କିନ୍ତୁ ସନ୍ତାନ ସୁଖରୁ ବଞ୍ଚିତ ରହିଲେ। ଛୁଆଟିଏ ହେବ, “ଝିଅ ହେଉ କି ପୁଅ, ଇଶ୍ୱରଙ୍କ ପ୍ରସାଦ ଭାବି ଗ୍ରହଣ କରିବୁ।” ଏମିତି ଚିନ୍ତାରେ ଉଭୟ ୩ ବର୍ଷର ବୈବାହୀକ ଜୀବନ ବିତାଇଦେଲେ। ହେଲେ କୋଳ ପୁରିଲାନି।

ଆଉ ତା ପରେ ପ୍ରେମ ପାଲଟିଗଲା ରାଗରେ। କଥା କଥାକେ ଉଦ୍ଧବ ଚିଡୁଥିଲେ । କୌଣସି ସନ୍ତାନ ଜନ୍ମ ନ ଦେବାରୁ ପତ୍ନୀଙ୍କୁ କୁଆଡେ ସେ ପିଟି ମାରିଦେଲେ। ଯାହାକୁ ନେଇ ଏବେ ଜି଼ଲ୍ଲାବ୍ୟାପୀ ସୃଷ୍ଟି ହୋଇଛି ହଇଚଇ। ଗୁଚ୍ଛାପଡା ପୋଲିସ ଅଭିଯୁକ୍ତ ଉଦ୍ଧବ ଦିଗାଲକୁ ଅଟକ ରଖିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story