ଶ୍ରୀମନ୍ଦିରରେ ପଡ଼ି ଭକ୍ତ ଆହତ

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ଭକ୍ତ ଆହତ। ମନ୍ଦିର ଭିତରେ ଥିବା ଗରୁଡ ଖମ୍ବ ଉପର ଅଂଶରୁ ଆଜି ଚୂନ ପଥର ଖଣ୍ଡ ଖସି ଜଣେ ମହିଳା ଆହତ ହୋଇଛନ୍ତି ତାଙ୍କ ନାଁ ବାସନ୍ତୀ ରାଉତ। ଘର ବାଙ୍କୀ ଡମପଡ଼ାରେ। ମହିଳା ଜଣଙ୍କ ଶ୍ରୀଜୀଉଙ୍କୁ ଦର୍ଶନ ସାରି ନାଟ ମଣ୍ଡପ ଦେଇ ଫେରୁଥିବାବେଳେ ହଠାତ ଏକ ଚୂନ ପଥର ଖଣ୍ଡ ତାଙ୍କ ମୁଣ୍ଡରେ ପଡିଥିଲା। ତୁରନ୍ତ ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟ […]

women injured in jagannath temple

women injured in jagannath temple

Rakesh Mallick
  • Published: Friday, 18 May 2018
  • Updated: 18 May 2018, 09:31 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ଭକ୍ତ ଆହତ। ମନ୍ଦିର ଭିତରେ ଥିବା ଗରୁଡ ଖମ୍ବ ଉପର ଅଂଶରୁ ଆଜି ଚୂନ ପଥର ଖଣ୍ଡ ଖସି ଜଣେ ମହିଳା ଆହତ ହୋଇଛନ୍ତି ତାଙ୍କ ନାଁ ବାସନ୍ତୀ ରାଉତ। ଘର ବାଙ୍କୀ ଡମପଡ଼ାରେ।

ମହିଳା ଜଣଙ୍କ ଶ୍ରୀଜୀଉଙ୍କୁ ଦର୍ଶନ ସାରି ନାଟ ମଣ୍ଡପ ଦେଇ ଫେରୁଥିବାବେଳେ ହଠାତ ଏକ ଚୂନ ପଥର ଖଣ୍ଡ ତାଙ୍କ ମୁଣ୍ଡରେ ପଡିଥିଲା। ତୁରନ୍ତ ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ଏହି ଘଟଣା ପରେ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos