ମଦଭାଟି ବନ୍ଦ ପାଇଁ ତାତିଲେ ଲୋକେ

ବ୍ରହ୍ମଗିରି(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା କପିଳେଶ୍ୱର ପଞ୍ଚାୟତ ବିଲକାଙ୍କୁଡ଼ା ଗାଁର ସହଦେବ ନାୟକଙ୍କର ମଦ ପିଇ  ଗତ୧୭ ତାରିଖରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଏହାକୁ କେନ୍ଦ୍ର କରି ଗତକାଲି ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଗେଣ୍ଡାପଡ଼ା ଭୋଇ ସାହିରେ ପଶି ଘରଦ୍ୱାର ଭାଙ୍ଗିବା ସହ ଗୋଟିଏ ବାଇକ୍ ପୋଡ଼ି ଦେଇଥିଲେ । ସେମାନେ ହଜାର ହଜାର ଲିଟର ପୋଚ ନଷ୍ଟ କରି ଦେଇଥିଲେ। ଏଥିସହ ମଦ ପ୍ରସ୍ତୁତ ପାଇଁ ଗୁଡ଼ ଯୋଗାଉଥିବା ବ୍ୟକ୍ତିଙ୍କ ଘରେ […]

mada00

mada00

Tapaswini Nayak
  • Published: Saturday, 19 October 2019
  • Updated: 19 October 2019, 02:34 PM IST

ବ୍ରହ୍ମଗିରି(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା କପିଳେଶ୍ୱର ପଞ୍ଚାୟତ ବିଲକାଙ୍କୁଡ଼ା ଗାଁର ସହଦେବ ନାୟକଙ୍କର ମଦ ପିଇ  ଗତ୧୭ ତାରିଖରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଏହାକୁ କେନ୍ଦ୍ର କରି ଗତକାଲି ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଗେଣ୍ଡାପଡ଼ା ଭୋଇ ସାହିରେ ପଶି ଘରଦ୍ୱାର ଭାଙ୍ଗିବା ସହ ଗୋଟିଏ ବାଇକ୍ ପୋଡ଼ି ଦେଇଥିଲେ । ସେମାନେ ହଜାର ହଜାର ଲିଟର ପୋଚ ନଷ୍ଟ କରି ଦେଇଥିଲେ। ଏଥିସହ ମଦ ପ୍ରସ୍ତୁତ ପାଇଁ ଗୁଡ଼ ଯୋଗାଉଥିବା ବ୍ୟକ୍ତିଙ୍କ ଘରେ ପଶି ଶହ ଶହ ଟିଣ ଗୁଡ଼ ନଷ୍ଟ କରି ଦେଇଥିଲେ।।

ଗେଣ୍ଡାପଡ଼ା ଭୋଇ ସାହିରେ ବେଆଇନ ଦେଶୀ ମଦ ପ୍ରସ୍ତୁତ ହେଉଥିବା ନେଇ ଅଭିଯୋଗ ପରେ ପୁଲିସ୍‌ କୌଣସି ପଦକ୍ଷେପ ନେଉଥିବାରୁ ସେମାନେ ଏପରି କରିଥିବା କହିଛନ୍ତି ଉତ୍ତ୍ୟକ୍ତ ଲୋକେ।
ସୂଚନାଯୋଗ୍ୟ, ସହଦେବଙ୍କ ମୃତ୍ୟୁ ପରଠୁ ସ୍ଥାନୀୟ ଅଞ୍ଚଳରୁ ମଦଭାଟି ହଟାଇବାକୁ ଦାବି ହୋଇ ଆସୁଛି। ଅନ୍ୟପକ୍ଷରେ ଏହି ଅଭିଯୋଗକୁ ଖଣ୍ଡନ କରିଛି ପୁଲିସ୍‌। ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି ସଦର ଥାନା ଆଇଆଇସି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story