ହତ୍ୟା ନୁହେଁ, ମାତାଲ ହୋଇ ତିନି ମହଲାରୁ ଖସି ପଡ଼ିଥିଲେ ଜିଜ୍ଞାସା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିନି ମହଲାରୁ ପଡି ପ୍ରାଣ ହରାଇଥିବା ଜିଜ୍ଞାସା ମିଶ୍ରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ନିଶାରେ ଚୂର୍ ହୋଇ ସେ ଛାତରୁ ପଡି ମୃତ୍ୟୁବରଣ କରିଥିବା ରିପୋର୍ଟରେ ଦର୍ଶାଯାଇଛି। ତିନି ମହଲାରୁ ପଡିବା ଯୋଗୁଁ ତାଙ୍କ ବ୍ରେନ ହାମ୍‌ରେଜ ହୋଇଥିଲା। ଲିଭରରେ ଶକ୍ତ ଆଘାତ ଲାଗି ତାହା ଫାଟି ଯାଇଥିଲା। ସେ ଚଟାଣରେ ଖୁବ୍‌ ଯୋରରେ ପିଟି ହୋଇଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ସଫ୍ଟଓୟାର କମ୍ପାନୀରେ କାର୍ଯ୍ୟରତ […]

mu

mu

Rakesh Mallick
  • Published: Monday, 02 April 2018
  • Updated: 02 April 2018, 07:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିନି ମହଲାରୁ ପଡି ପ୍ରାଣ ହରାଇଥିବା ଜିଜ୍ଞାସା ମିଶ୍ରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ନିଶାରେ ଚୂର୍ ହୋଇ ସେ ଛାତରୁ ପଡି ମୃତ୍ୟୁବରଣ କରିଥିବା ରିପୋର୍ଟରେ ଦର୍ଶାଯାଇଛି। ତିନି ମହଲାରୁ ପଡିବା ଯୋଗୁଁ ତାଙ୍କ ବ୍ରେନ ହାମ୍‌ରେଜ ହୋଇଥିଲା। ଲିଭରରେ ଶକ୍ତ ଆଘାତ ଲାଗି ତାହା ଫାଟି ଯାଇଥିଲା। ସେ ଚଟାଣରେ ଖୁବ୍‌ ଯୋରରେ ପିଟି ହୋଇଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

ସଫ୍ଟଓୟାର କମ୍ପାନୀରେ କାର୍ଯ୍ୟରତ ଜିଜ୍ଞାସାଙ୍କ ମୃତ୍ୟୁ କେମିତି ହେଲା? ଏହାକୁ ନେଇ ସନ୍ଦେହ ବଢ଼ି ଚାଲିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ସବୁ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପକାଇଛି। ତାଙ୍କୁ କେହି ଠେଲିବା ଯୋଗୁଁ ନୁହେଁ, ବରଂ ଏହା ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ସବୁଠାରୁ ବଡ଼ କଥା ହେଉଛି, ପାକସ୍ଥଳିରେ ଆଲକହଲ ବାହାରିଥିବାରୁ ନିଶାସକ୍ତ ଅବସ୍ଥାରେ ତିନି ତାଲା ବାଲକୋନିରୁ ପଡି ଜିଜ୍ଞାସାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି।

ଅନ୍ୟପକ୍ଷରେ ବାଲକୋନିରୁ ଏକ ଆଲକୋହଲ ଥିବା ଗ୍ଲାସ ଜବତ ହୋଇଥିବାରୁ ମଦ ପିଉଥିବା ଅବସ୍ଥାରେ ପଡିଯାଇଥିବା ଅନୁମାନ କରାଯାଉଛି। ଯଦି କେହି ତାଙ୍କୁ ଧକ୍କା ଦେଇଥାଆନ୍ତେ, ତାହାହେଲେ ଯେଉଁ ସ୍ଥାନରେ ତାଙ୍କ ମୃତଦେହ ପଡିଥିଲା, ତା’ଠାରୁ ଦୂରରେ ପଡିବା କଥା। ହେଲେ ଏପରି କ୍ଷେତ୍ରରେ ତାହା ଜଣାପଡ଼ି ନାହିଁ ବୋଲି ରିପୋର୍ଟରୁ ଜଣାପଡିଛି।

ଗତ ଶୁକ୍ରବାର ପଟିଆ ଶ୍ରୀବିହାର ଅଞ୍ଚଳରେ ଏକ ଆପାର୍ଟମେଣ୍ଟର ବାଲକୋନିରୁ ଜିଜ୍ଞାସା ପଡି ଯାଇଥିଲେ। ଫ୍ଲାଟରେ ରହୁଥିବା ଶଶାଙ୍କ ନାମକ ଯୁବକଙ୍କ ରୁମରେ ଏକ ପାର୍ଟିରେ ଜିଜ୍ଞାସା ଯୋଗଦେବା ସହ ତିନିଦିନ ହେଲା ସେଠାରେ ରହୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story