ସତ କହୁଛନ୍ତି ତ ମଦପାର୍ଟି ଆୟୋଜନ କରିଥିବା ବ୍ୟକ୍ତି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସଫ୍ଟଓୟାର ସଂସ୍ଥାରେ କାର୍ଯ୍ୟରତ ଜିଜ୍ଞାସା ମିଶ୍ରଙ୍କ ମୃତଦେହ ଗତକାଲି ଶ୍ରୀବିହାର ଅଞ୍ଚଳର ଏକ ଆପାର୍ଟମେଣ୍ଟ ତଳୁ ସନ୍ଦେହ ଜନକ ଭାବେ ମିଳିଥିଲା। ଏହି ଘଟଣାକୁ ଗୋଟିଏ ଦିନ ବିତି ଗଲାଣି। ହେଲେ ଏପର୍ଯ୍ୟନ୍ତ ମୃତ୍ୟୁର ରହସ୍ୟା ଉନ୍ମୋଚନ ହୋଇପାରିନି। ତେବେ କମିଶନରେଟ୍‌ ପୋଲିସ ସନ୍ଦେହରେ ମଦ ପାର୍ଟି ଆୟୋଜନ କରିଥିବା ବ୍ୟକ୍ତି ଶଶାଙ୍କ ଚନ୍ଦ୍ରବଂଶୀଙ୍କୁ ଅଟକ ରଖି ତନାଘନା ଚଳାଇଛି। ଆଜି ତାଙ୍କ ବୟାନ ରେକର୍ଡ କରିବା ସହ ଘଟଣା ସ୍ଥଳକୁ ନେଇଥିଲା। […]

women suicid in bbsr

women suicid in bbsr

Rakesh Mallick
  • Published: Saturday, 31 March 2018
  • Updated: 31 March 2018, 07:20 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସଫ୍ଟଓୟାର ସଂସ୍ଥାରେ କାର୍ଯ୍ୟରତ ଜିଜ୍ଞାସା ମିଶ୍ରଙ୍କ ମୃତଦେହ ଗତକାଲି ଶ୍ରୀବିହାର ଅଞ୍ଚଳର ଏକ ଆପାର୍ଟମେଣ୍ଟ ତଳୁ ସନ୍ଦେହ ଜନକ ଭାବେ ମିଳିଥିଲା। ଏହି ଘଟଣାକୁ ଗୋଟିଏ ଦିନ ବିତି ଗଲାଣି। ହେଲେ ଏପର୍ଯ୍ୟନ୍ତ ମୃତ୍ୟୁର ରହସ୍ୟା ଉନ୍ମୋଚନ ହୋଇପାରିନି। ତେବେ କମିଶନରେଟ୍‌ ପୋଲିସ ସନ୍ଦେହରେ ମଦ ପାର୍ଟି ଆୟୋଜନ କରିଥିବା ବ୍ୟକ୍ତି ଶଶାଙ୍କ ଚନ୍ଦ୍ରବଂଶୀଙ୍କୁ ଅଟକ ରଖି ତନାଘନା ଚଳାଇଛି। ଆଜି ତାଙ୍କ ବୟାନ ରେକର୍ଡ କରିବା ସହ ଘଟଣା ସ୍ଥଳକୁ ନେଇଥିଲା। ଆପାର୍ଟମେଣ୍ଟରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜକୁ ଯାଞ୍ଚ କରିଥିଲା। ଘଟଣାର ସତ୍ୟାସତ୍ୟ ଜାଣିବା ଲାଗି ଶଶାଙ୍କଙ୍କର ପଲିଗ୍ରାଫ ଟେଷ୍ଟ କରାଯିବ ବୋଲି ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି।

ଅଭିଯୋଗରୁ ପ୍ରକାଶ, ତିନି ଦିନ ଧରି ନିଜ ଘରକୁ ନ ଯାଇ ଶଶାଙ୍କଙ୍କ ଫ୍ଲାଟରେ ରହୁଥିଲେ ଜିଜ୍ଞାସା। ଗତକାଲି ସକାଳେ ମିଳିଥିଲା ତାଙ୍କ ମୃତଦେହ। ଏଠି ପ୍ରଶ୍ନ ଉଠୁଛି, ଜିଜ୍ଞାସା ତିନି ଦିନ ଧରି ଘରକୁ ନଯାଇ କାହିଁକି ଶଶାଙ୍କଙ୍କ ପାଖରେ ରହୁଥିଲେ? ବାଲକୋନୀରୁ ନିଶାସକ୍ତ ଅବସ୍ଥାରେ ଗଳି ପଡିଥିଲେ ନାଁ ତାଙ୍କୁ କେହି ଠେଲି ଦେଇଥିଲେ? ଉପରୁ ପଡ଼ି ମୃତ୍ୟୁ ହୋଇଛି ନା ଅନ୍ୟ କିଛି କାରଣରୁ ମୃତ୍ୟୁ ହୋଇଥାଇପାରେ। ଅନ୍ୟପକ୍ଷରେ ଶଶାଙ୍କଙ୍କୁ ଜିଜ୍ଞାସାଙ୍କ ସ୍ୱାମୀ ଚିହ୍ନି ନାହାଁନ୍ତି। ମାତ୍ର ଜିଜ୍ଞାସାଙ୍କ ବାପା କହିଛନ୍ତି, ଘଟଣା ସମ୍ପର୍କରେ ଶଶାଙ୍କ ସବୁ କିଛି ଜାଣିଛନ୍ତି। ତାଙ୍କୁ ପଚରା ଉଚୁରା କଲେ ଘଟଣାରୁ ପରଦା ଉଠିପାରିବ।

ଭୁବନେଶ୍ୱର ଶ୍ରୀବିହାରରେ ଥିବା ନିତ୍ୟାନନ୍ଦ ଆପାର୍ଟମେଣ୍ଟର ସି-୩୦୧ ଫ୍ଲାଟରେ ରୁହନ୍ତି ଶଶାଙ୍କ। ବାଲକୋନିରୁ ପଡ଼ିବା ପରେ ଜିଜ୍ଞାସାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ କାରରେ ହସ୍ପିଟାଲ୍ ନେଇଥିଲେ ଶଶାଙ୍କ। ପରେ ଆପାର୍ଟମେଣ୍ଟକୁ ଫେରି ଏକ ସ୍କୁଟିରେ କୁଆଡ଼େ ଯାଇଥିବା ସିସିଟିଭି ଫୁଟେଜରେ ଜଣାପଡ଼ିଛି। ତାଙ୍କ କଥାରେ କେତେ ସତ ଅଛି, କେତେ ମିଛ ଅଛି ମଧ୍ୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story