ପୁରୀରେ ପହଞ୍ଚିଲା ରଥ କାଠ, କାଲି ଚିରଟ

ପୁରୀ(ଓଡିଶା ରିପୋର୍ଟର): ପୁରୀରେ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି ରଥ କାଠ। ନୟାଗଡ଼ ବନଖଣ୍ଡରରୁ ୮ ଖଣ୍ଡ ଫାସୀ କାଠ ପୁରୀରେ ପହଞ୍ଚିଛି। ଆସନ୍ତାକାଲି ରାମ ନବମୀ ଅବସରରେ କଟକ ଖପୁରିଆ ସ-ମିଲ୍‌ରେ କାଠ ଚିରଟ୍ କରାଯିବାର ପରମ୍ପରା ରହିଛି। ଏପ୍ରିଲ ୨୬ ତାରିଖରେ ଅକ୍ଷୟ ତୃତୀୟା ଦିନ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଆଜି ସକାଳେ ନୟାଗଡ଼ରୁ ଏହି କାଠ ଟ୍ରକ୍‌ରେ ଆସି ପୁରୀରେ ପହଞ୍ଚିଥିଲା। ଶ୍ରୀମନ୍ଦିରର ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ କହିଛନ୍ତି,“ […]

puri

puri

Tapaswini Nayak
  • Published: Wednesday, 01 April 2020
  • Updated: 01 April 2020, 11:27 AM IST

Sports

Latest News

ପୁରୀ(ଓଡିଶା ରିପୋର୍ଟର): ପୁରୀରେ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି ରଥ କାଠ। ନୟାଗଡ଼ ବନଖଣ୍ଡରରୁ ୮ ଖଣ୍ଡ ଫାସୀ କାଠ ପୁରୀରେ ପହଞ୍ଚିଛି।

ଆସନ୍ତାକାଲି ରାମ ନବମୀ ଅବସରରେ କଟକ ଖପୁରିଆ ସ-ମିଲ୍‌ରେ କାଠ ଚିରଟ୍ କରାଯିବାର ପରମ୍ପରା ରହିଛି। ଏପ୍ରିଲ ୨୬ ତାରିଖରେ ଅକ୍ଷୟ ତୃତୀୟା ଦିନ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଆଜି ସକାଳେ ନୟାଗଡ଼ରୁ ଏହି କାଠ ଟ୍ରକ୍‌ରେ ଆସି ପୁରୀରେ ପହଞ୍ଚିଥିଲା।

ଶ୍ରୀମନ୍ଦିରର ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ କହିଛନ୍ତି,“ ଆଗକୁ  କାଳିଆ ଠାକୁରଙ୍କ ରଥଯାତ୍ରା ଆସୁଛି। ଅକ୍ଷୟ ତୃତୀୟାରେ ପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।  ଆଗରୁ ୧୨୫ ଖଣ୍ଡ କାଠ ଆସିଥିଲା। ଆଜି ଆଠ ଖଣ୍ଡ ଫାଶୀ କାଠ ଆସି ପହଞ୍ଚିଛି।ଆସନ୍ତାକାଲି ରାମ ନବମୀରେ ଶ୍ରୀଜିଉଙ୍କ କାଠ କରତ କଳରେ ଚିରଟ ହେବ। କାଲି ମହାପ୍ରଭୁଙ୍କ ଆଜ୍ଞା ମାଳ କରତ କଳରେ ପହଞ୍ଚିଲେ, କାଠ ଚିରଟ ହେବ। ମହାପ୍ରଭୁ ନିଶ୍ଚିତ ଭାବେ ଏହି ମହାମାରୀରୁ ଓଡ଼ିଶାକୁ ବଞ୍ଚାଇବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story