ଆଜି ବିଶ୍ୱ କର୍କଟ ଦିବସ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ କର୍କଟ ଦିବସ। ଏଥର ବିଶ୍ୱ କର୍କଟ ଦିବସର ଥିମ୍ ରହିଛି ୱି କ୍ୟାନ୍, ଆଇ କ୍ୟାନ୍। ୨୦୨୦ ସୁଦ୍ଧା କର୍କଟ ରୋଗ ଓ ରୋଗୀଙ୍କ ମୃତ୍ୟୁହାର ରୋକିବା ଲାଗି ସାରା ବିଶ୍ୱରେ ଉଦ୍ୟମ ଜାରି ରହିଛି। ଏକ ସର୍ଭେ ଅନୁସାରେ ସାରା ବିଶ୍ୱରେ ୨୦୧୨ରେ ୧ କୋଟି ୪୦ ଲକ୍ଷ ଲୋକ କ୍ୟାନସରରେ ପୀଡ଼ିତ ଥିବା ବେଳେ ୮୦ ଲକ୍ଷ ଲୋକଙ୍କର ଜୀବନ ଯାଇଛି। ଭାରତରେ ସମୁଦାୟ କ୍ୟାନସର ରୋଗୀଙ୍କ ମଧ୍ୟରୁ […]

World-Cancer-Day

World-Cancer-Day

Rakesh Mallick
  • Published: Thursday, 04 February 2016
  • Updated: 04 February 2016, 04:37 AM IST

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ କର୍କଟ ଦିବସ। ଏଥର ବିଶ୍ୱ କର୍କଟ ଦିବସର ଥିମ୍ ରହିଛି ୱି କ୍ୟାନ୍, ଆଇ କ୍ୟାନ୍। ୨୦୨୦ ସୁଦ୍ଧା କର୍କଟ ରୋଗ ଓ ରୋଗୀଙ୍କ ମୃତ୍ୟୁହାର ରୋକିବା ଲାଗି ସାରା ବିଶ୍ୱରେ ଉଦ୍ୟମ ଜାରି ରହିଛି। ଏକ ସର୍ଭେ ଅନୁସାରେ ସାରା ବିଶ୍ୱରେ ୨୦୧୨ରେ ୧ କୋଟି ୪୦ ଲକ୍ଷ ଲୋକ କ୍ୟାନସରରେ ପୀଡ଼ିତ ଥିବା ବେଳେ ୮୦ ଲକ୍ଷ ଲୋକଙ୍କର ଜୀବନ ଯାଇଛି। ଭାରତରେ ସମୁଦାୟ କ୍ୟାନସର ରୋଗୀଙ୍କ ମଧ୍ୟରୁ ୧.୬ ରୁ ୪.୮ ପ୍ରତିଶତ ପିଲାଙ୍କ କ୍ଷେତ୍ରରେ କ୍ୟାନସର ଚିହ୍ନଟ ହୋଇଛି। ସେହିପରି ଭାରତରେ ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ କର୍କଟରେ ଅଧିକ ପୀଡ଼ିତ ଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।

୨୦୧୨ ରିପୋର୍ଟ ଅନୁସାରେ ୫ ଲକ୍ଷ ୩୭ ହଜାର ମହିଳା ଓ ୪ ଲକ୍ଷ ୭୭ ହଜାର ପୁରୁଷଙ୍କୁ କ୍ୟାନସର ହୋଇଥିଲା। କର୍କଟ ବିଭିନ୍ନ  ପ୍ରକାରର ମୁଖ ଗହ୍ୱର କର୍କଟ, ଫୁସଫୁସ କର୍କଟ, ଧୂମପାନ ଓ ତମାଖୁ ଜାତୀୟ ଦ୍ରବ୍ୟ ସେବନ ଯୋଗୁଁ ଅନେକ କର୍କଟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି। ଯଦିବା ଏହାର ଚିକିତ୍ସା ହୋଇପାରୁଛି, ତେବେ ସଂପୂର୍ଣ୍ଣ ଭାବେ ଏଥିରୁ ଜଣେ ମୁକ୍ତ ହୋଇପାରୁନି। ଏହାର ଭୟାବହନା ଓ ସଚେତନତା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବ୍ରୁଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ଭାବେ ପାଳନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story