ବିଶ୍ୱ ହକି ଲିଗ୍‌: ଆଜିଠୁ ଅଭ୍ୟାସ ଆରମ୍ଭ କଲା ଟିମ୍ ଇଣ୍ଡିଆ

ଭୁବନେଶ୍ୱର: ଡିସେମ୍ବର ୧ରୁ ଭୁବନେଶ୍ୱରରେ ଆରମ୍ଭ ହେବ ବିଶ୍ୱ ହକି ଲିଗ୍‌। ଫାଇନାଲସ୍ ଚାମ୍ପିଅନସିପ୍ ପାଇଁ ଆଉ ସପ୍ତାହେ ବାକି ଥିବାବେଳେ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଘରୋଇ ପରିବେଶ ସହ ଖାପ ଖୁଆଇବା ପାଇଁ ଭାରତୀୟ ଦଳ ଆଜିଠାରୁ ଅଭ୍ୟାସ ଆରମ୍ଭ କରିଛି। ଗତକାଲି ଭୁବନେଶ୍ୱରରେ ପହଞ୍ଚିବାପରେ  ଭାରତୀୟ ଦଳକୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଥିଲା।  ଦଳରେ ୩ ଓଡ଼ିଆ ଖେଳାଳି ଥିବାରୁ ବିମାନ ବନ୍ଦରରେ ସେମାନଙ୍କୁ  ଦେଖିବା ପାଇଁ ମଧ୍ୟ ଫ୍ୟାନଙ୍କ ଭିଡ଼ ଲାଗିଥିଲା। […]

hockey

hockey

Rakesh Mallick
  • Published: Thursday, 23 November 2017
  • Updated: 23 November 2017, 12:45 PM IST

Sports

Latest News

ଭୁବନେଶ୍ୱର: ଡିସେମ୍ବର ୧ରୁ ଭୁବନେଶ୍ୱରରେ ଆରମ୍ଭ ହେବ ବିଶ୍ୱ ହକି ଲିଗ୍‌। ଫାଇନାଲସ୍ ଚାମ୍ପିଅନସିପ୍ ପାଇଁ ଆଉ ସପ୍ତାହେ ବାକି ଥିବାବେଳେ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଘରୋଇ ପରିବେଶ ସହ ଖାପ ଖୁଆଇବା ପାଇଁ ଭାରତୀୟ ଦଳ ଆଜିଠାରୁ ଅଭ୍ୟାସ ଆରମ୍ଭ କରିଛି।

ଗତକାଲି ଭୁବନେଶ୍ୱରରେ ପହଞ୍ଚିବାପରେ  ଭାରତୀୟ ଦଳକୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଥିଲା।  ଦଳରେ ୩ ଓଡ଼ିଆ ଖେଳାଳି ଥିବାରୁ ବିମାନ ବନ୍ଦରରେ ସେମାନଙ୍କୁ  ଦେଖିବା ପାଇଁ ମଧ୍ୟ ଫ୍ୟାନଙ୍କ ଭିଡ଼ ଲାଗିଥିଲା। ଏହି ୩ ଖେଳାଳି ହେଉଛନ୍ତି ବୀରେନ୍ଦ୍ର ଲାକ୍ରା, ଦୀପସାନ ତିର୍କି ଓ ଅମିତ ରୋହିଦାସ। ଏସିଆ କପ୍‌ ଚାମ୍ପିଅନର ତାଜ୍‌ ପିନ୍ଧିବା ପରେ ଦୃଢ ମନୋବଳ ନେଇ ଆସିଛି କ୍ୟାପଟେନ ମନପ୍ରୀତ ସିଂଙ୍କ ଟିମ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos