ବଡ଼ବିଲ୍ ଜେଏସ୍‌ପିଏଲ୍‌ରେ ଏମିତି ପାଳନ ହେଲା ବିଶ୍ୱ ଯୋଗ ଦିବସ

ବଡବିଲ: ଜେଏସପିଏଲ ବଡବିଲ ପେଲେଟ୍ ପ୍ଲାଣ୍ଟ ପରିସରରେ ଚତୁର୍ଥ ବିଶ୍ୱ ଯୋଗ ଦିବସ ଉତ୍ସାହର ସହ ପାଳିତ ହୋଇ ଯାଇଛି। ସୁର୍ଯ୍ୟ ନମସ୍କାର ଏବଂ କ୍ରିୟାତ୍ମକ ଯୋଗରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ପିଲା ଓ ମହିଳାଙ୍କ ସମେତ ପ୍ରାୟ ୨୦୦ରୁ ଅଧିକ ଲୋକ ସାମିଲ ହୋଇଥିଲେ। ଦୀର୍ଘ ଏକ ଘଣ୍ଟା ଧରି ଚାଲିଥିବା ଏହି କାର୍ଯ୍ୟକ୍ରମକୁ ବଡ଼ବିଲ ପ୍ଲାଣ୍ଟ ମୁଖ୍ୟ ଶ୍ରୀ ସୁରେଶା ଜି ଉଦଘାଟନ କରିଥିଲେ। ଶ୍ରୀ ସୁରେଶା ତାଙ୍କ ଉଦବୋଧନରେ କହିଥିଲେ- “ଯୋଗ […]

Yoga.jfif

Yoga.jfif

Rakesh Mallick
  • Published: Thursday, 21 June 2018
  • Updated: 21 June 2018, 07:33 PM IST

Sports

Latest News

ବଡବିଲ: ଜେଏସପିଏଲ ବଡବିଲ ପେଲେଟ୍ ପ୍ଲାଣ୍ଟ ପରିସରରେ ଚତୁର୍ଥ ବିଶ୍ୱ ଯୋଗ ଦିବସ ଉତ୍ସାହର ସହ ପାଳିତ ହୋଇ ଯାଇଛି। ସୁର୍ଯ୍ୟ ନମସ୍କାର ଏବଂ କ୍ରିୟାତ୍ମକ ଯୋଗରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ପିଲା ଓ ମହିଳାଙ୍କ ସମେତ ପ୍ରାୟ ୨୦୦ରୁ ଅଧିକ ଲୋକ ସାମିଲ ହୋଇଥିଲେ। ଦୀର୍ଘ ଏକ ଘଣ୍ଟା ଧରି ଚାଲିଥିବା ଏହି କାର୍ଯ୍ୟକ୍ରମକୁ ବଡ଼ବିଲ ପ୍ଲାଣ୍ଟ ମୁଖ୍ୟ ଶ୍ରୀ ସୁରେଶା ଜି ଉଦଘାଟନ କରିଥିଲେ। ଶ୍ରୀ ସୁରେଶା ତାଙ୍କ ଉଦବୋଧନରେ କହିଥିଲେ- “ଯୋଗ ଉଭୟ ମନ ଓ ଶରୀରକୁ ସୁସ୍ଥ ସବଳ ରଖେ। ଯୋଗ କେବଳ ଏକ ବ୍ୟାୟାମ ନୁହେଁ, ବରଂ ଶାନ୍ତିର ମାର୍ଗ ଦର୍ଶନ ପାଇଁ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସ୍ତରରେ ଏହା ଏକ ମାଧ୍ୟମ।’’ ସେ ଆହୁରି ମଧ୍ୟ କହିଛନ୍ତି- “ଯୋଗ ହେଉଛି ନିଜର, ନିଜ ପାଇଁ ଏବଂ ନିଜ ମାଧ୍ୟମରେ ଏକ ଯାତ୍ରା।”

ଯୋଗ ପ୍ରଶିକ୍ଷକଙ୍କ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଯୋଗାଭ୍ୟାସ କରିବା ଦେଖିବାକୁ ମିଳିଥିଲା। ବିଶେଷ କରି ପିଲାମାନେ ପ୍ରଶିକ୍ଷକଙ୍କଠାରୁ ବିଭିନ୍ନ ଆସନ ଓ ପ୍ରାଣାୟାମ କରିବାର ପଦ୍ଧତି ଓ ଅଭ୍ୟାସ କରିବାର ଶୈଳୀ ଅତ୍ୟନ୍ତ ଆଗ୍ରହର ସହ ଶିଖିଥିଲେ। ଏହି ଅବସରରେ କମ୍ପାନୀର ଉପ-ସଭାପତି ତଥା ମାନବ ସମ୍ବଳ ମୁଖ୍ୟ ଶ୍ରୀ ବି.ବି.ପ୍ରଧାନ ଯୋଗର ଭୂମିକା, ଆବଶ୍ୟକତା ଓ ଆମର ଦୈନନ୍ଦିନ ଜୀବନରେ ଏହାର ସୁଫଳ ବିଷୟରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ଉପ-ସଭାପତି (ଫାଇନାନ୍ସ) ସୁଶୀଲ କୁମାର ଅଗ୍ରୱାଲ ଏବଂ ଉପ-ସଭାପତି ଶ୍ରୀ ଭି.ସି.ଏସ୍.ରାଓ (ପ୍ରୋଜେକ୍ଟ ଆଣ୍ଡ କମର୍ସିଆଲ) ମଧ୍ୟ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story