ଜାଭିୟର୍ ୟୁନିଭର୍ସିଟିରେ ‘ମାସ୍ ମେଡିଏଟେଡ୍ କଲଚର୍ ଆଣ୍ଡ୍ ଟ୍ରେଣ୍ଡ୍ ଟୁଡେ ଚାଲେଞ୍ଜେସ ଆଣ୍ଡ ଅପଚୁର୍ନିଟିଜ୍’ ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର: ଭୁବନେଶ୍ୱର ଜାଭିୟର୍ ୟୁନିଭର୍ସିଟିରେ ମାସ୍ ମେଡ଼ିଏଟେଡ୍ କଲଚର୍ ଆଣ୍ଡ ଟ୍ରେଣ୍ଡସ ଟୁଡେ, ଚାଲେଞ୍ଜେସ ଆଣ୍ଡ ଅପର୍ଚୁନିଟିଜ୍ ଶୀର୍ଷକ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଓଟିଭି ଏବଂ ଜାଭିୟର ସ୍କୁଲ ଅଫ କମ୍ୟୁନିକେସନର ମିଳିତ ସହଯୋଗରେ ଏହା ଅନୁଷ୍ଠିତ ହୋଇଥିଲା। ଏଥିରେ ଫିଲିଫାଇନ୍ସର ଦୁଇଜଣ ସ୍ପିକରଙ୍କ ସମେତ ଓଡ଼ିଶା ଓ ଓଡ଼ିଶା ବାହାରୁ ଅନେକ ବକ୍ତା ଯୋଗ ଦେଇଥିଲେ। ପାଖାପାଖି ୪ଶହରୁ ଅଧିକ ଛାତ୍ରଛତ୍ରୀ ଏହି ଅର୍ନ୍ତଜାତୀୟ କନଫେରେନ୍ସରେ ଭାଗ ନେଇଥିଲେ। ଜାଭିୟର୍ ଡିନ୍ ଲୋର୍ଦ୍ଦୁରାଜ୍ […]

media

media

Rakesh Mallick
  • Published: Saturday, 07 November 2015
  • Updated: 07 November 2015, 01:32 PM IST

ଭୁବନେଶ୍ୱର: ଭୁବନେଶ୍ୱର ଜାଭିୟର୍ ୟୁନିଭର୍ସିଟିରେ ମାସ୍ ମେଡ଼ିଏଟେଡ୍ କଲଚର୍ ଆଣ୍ଡ ଟ୍ରେଣ୍ଡସ ଟୁଡେ, ଚାଲେଞ୍ଜେସ ଆଣ୍ଡ ଅପର୍ଚୁନିଟିଜ୍ ଶୀର୍ଷକ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଓଟିଭି ଏବଂ ଜାଭିୟର ସ୍କୁଲ ଅଫ କମ୍ୟୁନିକେସନର ମିଳିତ ସହଯୋଗରେ ଏହା ଅନୁଷ୍ଠିତ ହୋଇଥିଲା। ଏଥିରେ ଫିଲିଫାଇନ୍ସର ଦୁଇଜଣ ସ୍ପିକରଙ୍କ ସମେତ ଓଡ଼ିଶା ଓ ଓଡ଼ିଶା ବାହାରୁ ଅନେକ ବକ୍ତା ଯୋଗ ଦେଇଥିଲେ। ପାଖାପାଖି ୪ଶହରୁ ଅଧିକ ଛାତ୍ରଛତ୍ରୀ ଏହି ଅର୍ନ୍ତଜାତୀୟ କନଫେରେନ୍ସରେ ଭାଗ ନେଇଥିଲେ। ଜାଭିୟର୍ ଡିନ୍ ଲୋର୍ଦ୍ଦୁରାଜ୍ ଇଗନାସିମୁଟସ୍, ଓଟିଭିର କୋ-ଫାଉଣ୍ଡର୍ ଜଗିମଙ୍ଗତ ପଣ୍ଡା, ଆଉଟଲୁକର ଏଡିଟର ଇନ୍ ଚିଫ୍ କ୍ରିଷ୍ଣାପ୍ରସାଦ ଯୋଗ ଦେଇ ମିଡିଆର ଗୁରୁତ୍ୱ ବିଷୟରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ସେହିପରି ପାନେଲ୍ ଡିସ୍କସନରେ ସାମିଲ ହୋଇଥିଲେ ଏମ୍ଏସ୍ଏନ୍ ମୁମ୍ୱାଇର ଏଡିଟର୍ ଇନ୍ ଚିଫ୍ ପ୍ରଦ୍ୟୁମ୍ନ ମାହେଶ୍ୱରୀ, ଆଉଟଲୁକର ଏଡିଟର୍ ଇନ୍ ଚିଫ୍ କ୍ରିଷ୍ଣପ୍ରସାଦ ଜି-ଟ୍ୱଣ୍ଟି ଫୋରର ଲିଜା ରୟ ଏବଂ ବିବିସି କରେସପଣ୍ଡେଣ୍ଟ ସନ୍ଦୀପ ସାହୁ। ଓଡିଶାରେ ମିଡିଆ କ୍ଷେତ୍ରରେ ଅନେକ ସୁଯୋଗ ସାଙ୍ଗକୁ ଚ୍ୟାଲେଞ୍ଜ ରହିଥିବା ବକ୍ତାମାନ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos