ଲକ୍ଷାଧିକ ଟଙ୍କାର ବିସ୍ଫୋରକ ଜବତ

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ପୋଡ଼ାଡିହ ଗ୍ରାମପଞ୍ଚାୟତର ଲେଖନପୁର ଗାଁରୁ ଲକ୍ଷାଧିକ ଟଙ୍କାର ବିସ୍ପୋରକ ଜବତ କରାଯାଇଛି। ଏହି ଘଟଣାରେ ଜଣେ ବାଣ ପ୍ରସ୍ତୁତକାରୀଙ୍କୁ ପୁଲିସ୍ ଗିରଫ କରିଛି। ତାଙ୍କ ନାଁ ଗୌରାଙ୍ଗ ପଟ୍ଟନାୟକ। ଲେଖନପୁର ଗାଁରେ ବେଆଇନ ଭାବେ ବାଣ ପ୍ରସ୍ତୁତ କରିବାପାଇଁ ବିସ୍ପୋରକ ସାମଗ୍ରୀ ମହଜୁଦ ଥିବା ପୁଲିସ୍ ଖବର ପାଇଥିଲା। ଗତକାଲି ପୁଲିସ୍ ସେହି ଅଞ୍ଚଳରେ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ବିସ୍ଫୋରକ ସାମଗ୍ରୀ ଜବତ କରିଥିଲା। ଏସବୁ ବିସ୍ପୋରକ ସାମଗ୍ରୀ ଆନ୍ଧ୍ରପ୍ରଦେଶର […]

khodha,,,

khodha,,,

Tapaswini Nayak
  • Published: Friday, 11 October 2019
  • Updated: 11 October 2019, 03:20 PM IST

Sports

Latest News

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ପୋଡ଼ାଡିହ ଗ୍ରାମପଞ୍ଚାୟତର ଲେଖନପୁର ଗାଁରୁ ଲକ୍ଷାଧିକ ଟଙ୍କାର ବିସ୍ପୋରକ ଜବତ କରାଯାଇଛି। ଏହି ଘଟଣାରେ ଜଣେ ବାଣ ପ୍ରସ୍ତୁତକାରୀଙ୍କୁ ପୁଲିସ୍ ଗିରଫ କରିଛି। ତାଙ୍କ ନାଁ ଗୌରାଙ୍ଗ ପଟ୍ଟନାୟକ।

ଲେଖନପୁର ଗାଁରେ ବେଆଇନ ଭାବେ ବାଣ ପ୍ରସ୍ତୁତ କରିବାପାଇଁ ବିସ୍ପୋରକ ସାମଗ୍ରୀ ମହଜୁଦ ଥିବା ପୁଲିସ୍ ଖବର ପାଇଥିଲା। ଗତକାଲି ପୁଲିସ୍ ସେହି ଅଞ୍ଚଳରେ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ବିସ୍ଫୋରକ ସାମଗ୍ରୀ ଜବତ କରିଥିଲା।

ଏସବୁ ବିସ୍ପୋରକ ସାମଗ୍ରୀ ଆନ୍ଧ୍ରପ୍ରଦେଶର ଶିବକାଷି ଅଞ୍ଚଳରୁ ଆସୁଥିବା ଜଣାପଡ଼ିଛି। ଦୁଇ ବର୍ଷ ହେବ ବାଣ ପ୍ରସ୍ତୁତକାରୀମାନେ ଆନ୍ଧ୍ରପ୍ରଦେଶରୁ ବିସ୍ପୋରକ ଆଣି ବାଣ ପ୍ରସ୍ତୁତ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story