ଓଢ଼ଣୀରେ ଝୁଲି ପଡ଼ିଲେ ଯୁବତୀ

ଭଦ୍ରକ(ପାର୍ଥ ସାରଥୀ ନାୟକ): ବେକରେ ଓଢ଼ଣୀ ଲଗାଇ ଝୁଲି ପଡ଼ିଲେ ଯୁବତୀ। ଏଭଳି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଆଚାର୍ଯ୍ୟନଗରରେ। ମୃତ ଯୁବତୀ ଜଣଙ୍କ ହେଲେ ମୋନାଲିସା ସେଠୀ। ମିଳିଥିବା ସୂଚନା ଅନୁଯାୟୀ, ମୋନାଲିସା ନିଜ ସମ୍ପର୍କୀୟ ଭାଇଭାଉଜଙ୍କ ସହ ଆଚାର୍ଯ୍ୟନଗରରେ ଏକ ଭଡ଼ା ଘରେ ରହୁଥିଲେ। ଗତକାଲି ଘରେ କେହି ନଥିବା ବେଳେ ସେ ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଭଦ୍ରକ ଟାଉନଥାନା ପୁଲିସ୍ ମାଜିଷ୍ଟେଟଙ୍କ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର […]

deadbody

deadbody

Tapaswini Nayak
  • Published: Saturday, 15 February 2020
  • Updated: 15 February 2020, 07:26 AM IST

Sports

Latest News

ଭଦ୍ରକ(ପାର୍ଥ ସାରଥୀ ନାୟକ): ବେକରେ ଓଢ଼ଣୀ ଲଗାଇ ଝୁଲି ପଡ଼ିଲେ ଯୁବତୀ। ଏଭଳି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଆଚାର୍ଯ୍ୟନଗରରେ। ମୃତ ଯୁବତୀ ଜଣଙ୍କ ହେଲେ ମୋନାଲିସା ସେଠୀ।

ମିଳିଥିବା ସୂଚନା ଅନୁଯାୟୀ, ମୋନାଲିସା ନିଜ ସମ୍ପର୍କୀୟ ଭାଇଭାଉଜଙ୍କ ସହ ଆଚାର୍ଯ୍ୟନଗରରେ ଏକ ଭଡ଼ା ଘରେ ରହୁଥିଲେ। ଗତକାଲି ଘରେ କେହି ନଥିବା ବେଳେ ସେ ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ଭଦ୍ରକ ଟାଉନଥାନା ପୁଲିସ୍ ମାଜିଷ୍ଟେଟଙ୍କ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ତେବେ ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story