ଫୋନ୍‌ରେ କଥା ହେଉ ହେଉ କାନ୍ଦିଲେ, ପରେ ଟ୍ରେନ ଆଗକୁ ଡେଇଁ ପଡ଼ିଲେ ଯୁବତୀ

ରେଢ଼ାଖୋଲ(ଓଡ଼ିଶା ରିପୋର୍ଟର): ରେଳ ଷ୍ଟେସନ ଆଖପାଖ ଅଞ୍ଚଳରେ ମୋବାଇଲ ଧରି କାହା ସହ କଥା ହେଉଥିଲେ। ମୋବାଇଲରତ କଥା ହେଲା ବେଳେ ଜୋରରେ କାନ୍ଦୁଥିଲେ। ଭାରି ବ୍ୟସ୍ତ ମଧ୍ୟ ଜଣାପଡ଼ୁଥିଲେ। କେହି କିଛି ବୁଝିବା ପୂର୍ବରୁ ଯୁବତୀଜଣକ ମାଲବାହୀ ଟ୍ରେନ ସାମ୍ନାକୁ  ଡେଇଁ  ପଡ଼ିଥିଲେ। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରେଳ ଷ୍ଟେସନରେ।  ଯୁବତୀଙ୍କ ବୟସ ୨୦ରୁ ୨୫ ହେବ। ତେବେ ତାଙ୍କ ପରିଚୟ ମିଳିପାରିନାହିଁ। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଯୁବତୀ […]

Murder

Murder

Tapaswini Nayak
  • Published: Saturday, 13 November 2021
  • Updated: 13 November 2021, 11:00 AM IST

Sports

Latest News

ରେଢ଼ାଖୋଲ(ଓଡ଼ିଶା ରିପୋର୍ଟର): ରେଳ ଷ୍ଟେସନ ଆଖପାଖ ଅଞ୍ଚଳରେ ମୋବାଇଲ ଧରି କାହା ସହ କଥା ହେଉଥିଲେ। ମୋବାଇଲରତ କଥା ହେଲା ବେଳେ ଜୋରରେ କାନ୍ଦୁଥିଲେ। ଭାରି ବ୍ୟସ୍ତ ମଧ୍ୟ ଜଣାପଡ଼ୁଥିଲେ। କେହି କିଛି ବୁଝିବା ପୂର୍ବରୁ ଯୁବତୀଜଣକ ମାଲବାହୀ ଟ୍ରେନ ସାମ୍ନାକୁ  ଡେଇଁ  ପଡ଼ିଥିଲେ। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରେଳ ଷ୍ଟେସନରେ।  ଯୁବତୀଙ୍କ ବୟସ ୨୦ରୁ ୨୫ ହେବ। ତେବେ ତାଙ୍କ ପରିଚୟ ମିଳିପାରିନାହିଁ।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଯୁବତୀ ଜଣଙ୍କ ରେଲୱେ ଟ୍ରାକ୍‌ ନିକଟରେ ମୋବାଇଲେ କଥା ହେଉଥିଲେ। କଥା ହେଲା ବେଳେ କାନ୍ଦୁଥିଲେ  ଓ ଭାରି ବ୍ୟସ୍ତ ଜଣାପଡ଼ୁଥିଲେ। ପରେ ସେହି ଟ୍ରାକରେ ଏକ ମାଲ ଟ୍ରେନ ଆସିବାରୁ ତା’ ସାମ୍ନାକୁ ହଠାତ ଡେଇଁ ପଡ଼ିଥିଲେ।  ମାଲଟ୍ରେନ ଡ୍ରାଇଭର  ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ଜାଣି ପାରି ଟ୍ରେନକୁ ଅଟକାଇ ଦେଇଥିଲେ। ଏନେଇ ସେ  ଜିଆରପି ପୁଲିସ ଓ ଲାଇନ ମ୍ୟାନକୁ ଖବର ଦେଇଥିଲେ। ଯୁବତୀଙ୍କ ବ୍ୟାଗ ଅନ୍ୟ ଏକ ଟ୍ରାକରେ ପଡ଼ିଛି। ଖବର ଲେଖାଯିବା ସୁଦ୍ଧା ମୃତଦେହଟି  ରେଲୱେ ଟ୍ରାକ୍ ଉପରେ ପଡ଼ି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story