ମଝି ରାସ୍ତାରେ ଡରାଇଲେ...! ଚଳନ୍ତା ଆମ୍ବୁଲାନ୍ସରୁ ଡେଇଁ ପଡ଼ିଲେ  ଯୁବତୀ

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଚଳନ୍ତା ଆମ୍ବୁଲାନ୍ସରୁ ଡେଇଁ ପଡ଼ି ଯୁବତୀ ଗୁରୁତର। ଆମ୍ବୁଲାନ୍ସ ଚାଳକଙ୍କ ଫୋନ ବାର୍ତ୍ତାଳାପରେ ଡରି ଡେଇଁଲେ ଯୁବତୀ। ସମ୍ପୃକ୍ତ ଯୁବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଆମ୍ବୁଲାନ୍ସ ଚାଳକଙ୍କୁ ଅଟକ ରଖାଯାଇଛି। ଆହତ ଯୁବତୀ ଜଣକ ହେଲେ  ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ସୁଲୋଚନା ବିଶ୍ୱାଳ। ସୂଚନା ଅନୁଯାୟୀ ଯୁବତୀ ଜଣକର ସମ୍ପର୍କୀୟ ଅନୁଗୋଳର ଏକ ଘରୋଇ ନର୍ସିଂ ହୋମରେ ଚିକତ୍ସିତ ହେଉଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ସମ୍ପର୍କୀୟ ରୋଗୀଙ୍କୁ ନେଇ […]

Or photo2017-11-19-00h29m01s822

Or photo2017-11-19-00h29m01s822

Rakesh Mallick
  • Published: Sunday, 19 November 2017
  • Updated: 19 November 2017, 12:42 AM IST

Sports

Latest News

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଚଳନ୍ତା ଆମ୍ବୁଲାନ୍ସରୁ ଡେଇଁ ପଡ଼ି ଯୁବତୀ ଗୁରୁତର। ଆମ୍ବୁଲାନ୍ସ ଚାଳକଙ୍କ ଫୋନ ବାର୍ତ୍ତାଳାପରେ ଡରି ଡେଇଁଲେ ଯୁବତୀ। ସମ୍ପୃକ୍ତ ଯୁବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଆମ୍ବୁଲାନ୍ସ ଚାଳକଙ୍କୁ ଅଟକ ରଖାଯାଇଛି। ଆହତ ଯୁବତୀ ଜଣକ ହେଲେ  ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ସୁଲୋଚନା ବିଶ୍ୱାଳ।

ସୂଚନା ଅନୁଯାୟୀ ଯୁବତୀ ଜଣକର ସମ୍ପର୍କୀୟ ଅନୁଗୋଳର ଏକ ଘରୋଇ ନର୍ସିଂ ହୋମରେ ଚିକତ୍ସିତ ହେଉଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ସମ୍ପର୍କୀୟ ରୋଗୀଙ୍କୁ ନେଇ ଯୁବତୀ ଜଣକ ଆମ୍ଭଲାନ୍ସ ଯୋଗେ କଟକର ଏକ ଘରୋଇ ହସ୍ପିଟାଲକୁ  ଆସିଥିଲେ। ତେବେ ଅନୁଗୋଳରେ ଆଉ କିଛି ସମ୍ପର୍କୀୟ ରହିଥିବାରୁ ସେହି ଆମ୍ବୁଲାନ୍ସରେ ପୁଣି ସେ ଅନୁଗୋଳ ଫେରିଥିଲେ।

[caption id="attachment_183334" align="aligncenter" width="700"]ଡ୍ରାଇଭର ଡ୍ରାଇଭର[/caption]

ତେବେ ପୁରୁଣା-କଟକ ସମ୍ବଲପୁର ରାସ୍ତରେ ଆସୁଥିବା ବେଳେ  ଡ୍ରାଇଭର ଜଣକ ଆଚରଣ ଦେଖି ଯୁବତୀ ଜଣଙ୍କୁ ସନ୍ଦେହ ହୋଇଥିଲା। ଡ୍ରାଇଭର ଜଣକ ଫୋନରେ କହା ସହ ଗାଡ଼ି କିଣାବିକା ସମ୍ପର୍କରେ ବହୁ ସମୟ ଧରି କଥା ହୋଇଥିଲେ। ସେହିପରି ବାଟରେ ଗାଡ଼ି ରଖି ଏକ   ଢାବାରେ ଖାଉ‌ଥିବା ବେଳେ ଡ୍ରାଇଭର ଜଣକ ସମାନ ପ୍ରସଙ୍ଗରେ  ଫୋନ୍‌ରେ କଥା ହେଉଥିଲେ। ପରେ ଆମ୍ବୁଲନ୍ସ ଧରି ବାହାରି ଥିଲେ। ତେବେ ଡ୍ରାଇଭର ଜଣଙ୍କର ବାର୍ତ୍ତାଳାପକୁ ନେଇ  ଯୁବତୀ ଜଣଙ୍କୁ ଭୟ ଲାଗିଥିଲା।

କାଳେ ତାଙ୍କୁ ବିକ୍ରି ନେଇ କଥା ହେଉଥିବେ ସେହି ଡରରେ  ଯୁବତୀ ଜଣକ ବଂଅରପାଳ ଥାନା ଫୁଲପଡ଼ା ନିକଟରେ ଆମ୍ବୁଲାନ୍ସରୁ ଡେଇଁ ପଡ଼ିଥିଲେ। ପରେ ଗୁରୁତର ଅବସ୍ଥାରେ ଡ୍ରାଇଭର ଜଣକ ଫେରାର ହୋଇ ଯାଉଥିବା ବେଳେ ପୋଲିସ ହାତରେ ଧରାପଡ଼ିଥିଲେ।ଅନୁଗୋଳ ପୋଲିସ ଗୁରୁତର ଅବସ୍ଥାରେ ସମ୍ପୃକ୍ତ ଯୁବତୀଙ୍କୁ ଉଦ୍ଧାର କରି ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରିଛି।  ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ଅନୁଗୋଳର ଥାନା ଅଧିକାରୀ ସୁକୁମାର ତ୍ରିପାଠୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story