ବ୍ୟାଟେରି ଚୋରି କରି ଧରାପଡ଼ିଲେ, ନିର୍ଧୂମ ଛେଚା ଖାଇଲେ

କୋଇଡ଼ା(ଓଡ଼ିଶା ରିପୋର୍ଟର): ବିଭିନ୍ନ ଗାଡ଼ିରୁ ବ୍ୟାଟେରି ଚୋରି ଚମ୍ପଟ ମାରୁଥିଲେ। ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଯିବାରୁ ବ୍ୟାଟେରି ଚୋରଙ୍କୁ ଧରି ନିର୍ଧୂମ ଛେଚି ପୁଲିସ ଜିମାରେ ଦେଲେ। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ଗଣୁଆ ଅଞ୍ଚଳରେ। ପୁଲିସ ୨ଜଣ ବ୍ୟାଟେରି ଚୋରକୁ ଅଟକ ରଖି ପଚରାଉଚରା କରୁଛି। ସେମାନଙ୍କ ଘର ଯୋଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେମାନଙ୍କୁ ଠାରୁ ୫ଟି ବ୍ୟାଟେରି, କିଛି ଡିଜେଲ ଓ ମାରଣା ଅସ୍ତ୍ର ଜବତ କରାଯାଇଛି। ଗତକାଲି କିଛି […]

attacked

attacked

Tapaswini Nayak
  • Published: Saturday, 09 July 2022
  • Updated: 09 July 2022, 11:54 AM IST

Sports

Latest News

କୋଇଡ଼ା(ଓଡ଼ିଶା ରିପୋର୍ଟର): ବିଭିନ୍ନ ଗାଡ଼ିରୁ ବ୍ୟାଟେରି ଚୋରି ଚମ୍ପଟ ମାରୁଥିଲେ। ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଯିବାରୁ ବ୍ୟାଟେରି ଚୋରଙ୍କୁ ଧରି ନିର୍ଧୂମ ଛେଚି ପୁଲିସ ଜିମାରେ ଦେଲେ। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ଗଣୁଆ ଅଞ୍ଚଳରେ। ପୁଲିସ ୨ଜଣ ବ୍ୟାଟେରି ଚୋରକୁ ଅଟକ ରଖି ପଚରାଉଚରା କରୁଛି। ସେମାନଙ୍କ ଘର ଯୋଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେମାନଙ୍କୁ ଠାରୁ ୫ଟି ବ୍ୟାଟେରି, କିଛି ଡିଜେଲ ଓ ମାରଣା ଅସ୍ତ୍ର ଜବତ କରାଯାଇଛି।

ଗତକାଲି କିଛି ଅଚିହ୍ନା ଯୁବକ ସ୍କପିଓ ଗାଡ଼ି ଧରି ଗଣୁଆ ଅଞ୍ଚଳରେ ବୁଲୁଥିଲେ। ଏନେଇ ଗ୍ରାମବାସୀଙ୍କ ସନ୍ଦେହ ହୋଇଥିଲା। ଗ୍ରାମବାସୀ ଗାଡ଼ିକୁ ଅଟକାଇ  ସେଥିରୁ ୫ଟି ବ୍ୟାଟେରି, କିଛି ଡିଜେଲ ଓ ମାରଣା ଅସ୍ତ୍ର ଜବତ କରିଥିଲେ। ଗାଡ଼ିରେ ଥିବା ୫ଜଣ ଯୁବକଙ୍କୁ କାବୁ ଚେଷ୍ଟା କଲାବେଳେ ୩ଜଣ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଗ୍ରାମବାସୀ ଅନ୍ୟ ୨ଜଣ ଯୁବକଙ୍କୁ ଧରି ନିର୍ଧୂମ ଛେଚିଥିଲେ। ପରେ ପୁଲିସକୁ ଡାକି ଜିମାରେ ଦେଇଥିଲେ। ସେମାନଙ୍କୁ ପୁଲିସ  ପଚରାଉଚାର କଲା ପରେ ସେମାନେ ବ୍ୟାଟେରି ଚୋରି କରିଥିବା ମାନିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story