ମନ୍ଦିରରେ ତଣ୍ଟି କାଟି ଦେଲେ

ନୟାଗଡ଼ (ଓଡ଼ିଶା ରିପୋର୍ଟର): ଜଣେ ଯୁବକ କାଟିଲେ ନିଜ ବେକ। ତାହା ପୁଣି ମନ୍ଦିରରେ। ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ରଣପୁର ଥାନା ଅନ୍ତର୍ଗତ ସାମୁକାସାହିରେ ସ୍ୱପ୍ନେଶ୍ୱର ଶିବ ମନ୍ଦିରରେ। ଯୁବକ ଜଣକ ନିଜ ତଣ୍ଟିକୁ କୌଣସି ଏକ ଧାରୁଆ ଅସ୍ତ୍ରରେ କାଟି ଦେଇଥିବା ଅନୁମାନ କରାଯାଉଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ବ୍ୟକ୍ତି ଜଣକୁ ମନ୍ଦିରରେ ପଡିଥିବା ଦେଖିବାକୁ ପାଇଥିଲେ। ପରେ ତାଙ୍କୁ ଉଦ୍ଧାର କରି ରଣପୁର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ […]

knife-attack

knife-attack

Rakesh Mallick
  • Published: Sunday, 24 December 2017
  • Updated: 24 December 2017, 06:24 PM IST

Sports

Latest News

ନୟାଗଡ଼ (ଓଡ଼ିଶା ରିପୋର୍ଟର): ଜଣେ ଯୁବକ କାଟିଲେ ନିଜ ବେକ। ତାହା ପୁଣି ମନ୍ଦିରରେ। ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ରଣପୁର ଥାନା ଅନ୍ତର୍ଗତ ସାମୁକାସାହିରେ ସ୍ୱପ୍ନେଶ୍ୱର ଶିବ ମନ୍ଦିରରେ। ଯୁବକ ଜଣକ ନିଜ ତଣ୍ଟିକୁ କୌଣସି ଏକ ଧାରୁଆ ଅସ୍ତ୍ରରେ କାଟି ଦେଇଥିବା ଅନୁମାନ କରାଯାଉଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ବ୍ୟକ୍ତି ଜଣକୁ ମନ୍ଦିରରେ ପଡିଥିବା ଦେଖିବାକୁ ପାଇଥିଲେ। ପରେ ତାଙ୍କୁ ଉଦ୍ଧାର କରି ରଣପୁର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପାରିବାରିକ କଳହକୁ ନେଇ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି। ତେବେ କାରଣ ସ୍ପଷ୍ଟ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story