ବିଦ୍ୟୁତ୍ ଆଘାତରେ ଚାଲିଗଲା ସମ୍ବିତଙ୍କ ଜୀବନ

ଆଠଗଡ଼ (ନୀଳକଣ୍ଠ ଦୋରା): ଲୁହା ୱେଲଡିଙ୍ଗ ଦୋକାନରେ କାମ କରୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ର ଦୋରଡ ଇଶ୍ୱରା ଛକରେ। ମୃତକଙ୍କ ନାଁ ସମ୍ବିତ କୁମାର ରାଉତ। ତାଙ୍କ ଘର ଚୁନୁପଦା ଗାଁରେ। ମିଳିଥିବା ସୂଚନା ଅନୁସାରେ, ଗତକାଲି ସମ୍ବିତ ଇଶ୍ୱରା ଦୋକାନରେ କାମ କରୁଥିଲେ। ଏହି ସମୟରେ କୌଣସି କାରଣବଶତଃ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲେ। ବିଦ୍ୟୁତ୍ ଆଘାତରେ ସେ […]

attagrah00888

attagrah00888

Tapaswini Nayak
  • Published: Saturday, 11 July 2020
  • Updated: 11 July 2020, 09:21 AM IST

Sports

Latest News

ଆଠଗଡ଼ (ନୀଳକଣ୍ଠ ଦୋରା): ଲୁହା ୱେଲଡିଙ୍ଗ ଦୋକାନରେ କାମ କରୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ର ଦୋରଡ ଇଶ୍ୱରା ଛକରେ। ମୃତକଙ୍କ ନାଁ ସମ୍ବିତ କୁମାର ରାଉତ। ତାଙ୍କ ଘର ଚୁନୁପଦା ଗାଁରେ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସମ୍ବିତ ଇଶ୍ୱରା ଦୋକାନରେ କାମ କରୁଥିଲେ। ଏହି ସମୟରେ କୌଣସି କାରଣବଶତଃ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲେ। ବିଦ୍ୟୁତ୍ ଆଘାତରେ ସେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆଠଗଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story