ସାନ ଭାଇ ନେଲା ବଡ଼ ଭାଇର ଜୀବନ

ନୂଆପଡ଼ା (ମାୟାଧର ସରାଫ): ପାରିବାରିକ କଳହର କରୁଣ ପରିଣତି। ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ହରିଜନପଡ଼ାରେ। ମୃତ ବ୍ୟକ୍ତିଜଣଙ୍କ ହେଲେ ଶିବା ହରିପାଲ। ପୁଲିସ୍ ଅଭିଯୁକ୍ତ ଦିବ୍ୟା ହରିପାଲକୁ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସଂଧ୍ୟାରେ କୌଣସି କଥାକୁ ନେଇ ୨ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ସାନଭାଇ ଦିବ୍ୟା ହଠାତ […]

deadbody

deadbody

Tapaswini Nayak
  • Published: Saturday, 15 February 2020
  • Updated: 15 February 2020, 12:02 PM IST

ନୂଆପଡ଼ା (ମାୟାଧର ସରାଫ): ପାରିବାରିକ କଳହର କରୁଣ ପରିଣତି। ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ହରିଜନପଡ଼ାରେ। ମୃତ ବ୍ୟକ୍ତିଜଣଙ୍କ ହେଲେ ଶିବା ହରିପାଲ। ପୁଲିସ୍ ଅଭିଯୁକ୍ତ ଦିବ୍ୟା ହରିପାଲକୁ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସଂଧ୍ୟାରେ କୌଣସି କଥାକୁ ନେଇ ୨ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ସାନଭାଇ ଦିବ୍ୟା ହଠାତ ଉତ୍ତକ୍ଷିପ୍ତ ହୋଇ ପଡ଼ିଥିଲେ। ଘରୁ ଏକ ଟାଙ୍ଗିଆ ଆଣି ବଡ଼ ଭାଇ ଶିବାଙ୍କ ଉପରକୁ ଆକ୍ରମଣ କରିଥିଲେ। ଶିବାଙ୍କର ବେକ ଓ ମୁଣ୍ଡରେ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କୋମନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ବଡ଼ ପୁଅର ମୃତ୍ୟୁକୁ ନେଇ ବାପା ରବୀନ୍ଦ୍ର ହରିପାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣା ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story