ଅନୈତିକ ସମ୍ପର୍କକୁ କେନ୍ଦ୍ରକରି ଯୁବକଙ୍କୁ ଗଳାକାଟି ହତ୍ୟା

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ରାଧାକିଶୋରପୁର ଗାଁରେ ଧାରୁଆ ଅସ୍ତ୍ରରେ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଛି। ସାମାନ୍ୟ ବଚସାରୁ ପଡ଼ୋଶୀ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ ନରେନ୍ଦ୍ର ସିଂ। ଗତକାଲି ରାତି ପ୍ରାୟ ୯ଟାରେ ରାଧାକିଶୋରପୁର ଗାଁର ଉଡାପଦାଠାରେ ଏକ ଦୋକାନ ନିକଟରେ ନରେନ୍ଦ୍ରଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା।  ପୋଲିସ ସନ୍ଦେହରେ ନରେନ୍ଦ୍ର ଜେନା ନାମକ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି।  ଅନୈତିକ ସମ୍ପର୍କକୁ କେନ୍ଦ୍ରକରି […]

Rakesh Mallick
  • Published: Tuesday, 10 October 2017
  • Updated: 10 October 2017, 09:50 AM IST

Sports

Latest News

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ରାଧାକିଶୋରପୁର ଗାଁରେ ଧାରୁଆ ଅସ୍ତ୍ରରେ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଛି। ସାମାନ୍ୟ ବଚସାରୁ ପଡ଼ୋଶୀ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ ନରେନ୍ଦ୍ର ସିଂ।

ଗତକାଲି ରାତି ପ୍ରାୟ ୯ଟାରେ ରାଧାକିଶୋରପୁର ଗାଁର ଉଡାପଦାଠାରେ ଏକ ଦୋକାନ ନିକଟରେ ନରେନ୍ଦ୍ରଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା।  ପୋଲିସ ସନ୍ଦେହରେ ନରେନ୍ଦ୍ର ଜେନା ନାମକ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି।  ଅନୈତିକ ସମ୍ପର୍କକୁ କେନ୍ଦ୍ରକରି ଏଭଳି କାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି।  ହତ୍ୟା ଘଟଣାକୁ ନେଇ ଉତ୍ତେଜନା ଦେଖାଦେବାରୁ ରାଧାକିଶୋରପୁର-ମିତ୍ରପୁର ରାସ୍ତାକୁ କିଛି ସମୟ ଲାଗି ସ୍ଥାନୀୟ ଲୋକେ ଅବରୋଧ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story