ସୁଇଚ୍ ବନ୍ଦ କଲା ବେଳେ ମାରିଲା କରେଣ୍ଟ, ଜଣେ ମୃତ

କୋଣାର୍କ(ଓଡ଼ିଶା ରିପୋର୍ଟର): ଲାଇଟ୍ ସୁଇଚ୍ ବନ୍ଦ କଲା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଗୋପ ଥାନା ଅନ୍ତର୍ଗତ ବୀରତୁଙ୍ଗ ସାଉରିଆ ଗାଁର ନିରଞ୍ଜନ ବେହେରା। ତାଙ୍କୁ ୪୫ ବୟସ ହୋଇଥିଲା। ଗତକାଲି ରାତିରେ ନିରଞ୍ଜନ ସବୁଦିନ ପରି ଗୁହାଳ ଘରକୁ ଗାଈ କାମ କରିବା ପାଇଁ ଯାଇଥିଲେ। ଗୁହାଳେ ସବୁ କାମ ଶେଷ କରି ଲାଇନ ସୁଇଚ୍ ବନ୍ଦ କରିବା ବେଳେ ନିରଞ୍ଜନ ବିଦ୍ୟୁତ ସଂସ୍ପର୍ଶରେ […]

Electric

Electric

Tapaswini Nayak
  • Published: Friday, 29 July 2022
  • Updated: 29 July 2022, 11:22 AM IST

କୋଣାର୍କ(ଓଡ଼ିଶା ରିପୋର୍ଟର): ଲାଇଟ୍ ସୁଇଚ୍ ବନ୍ଦ କଲା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଗୋପ ଥାନା ଅନ୍ତର୍ଗତ ବୀରତୁଙ୍ଗ ସାଉରିଆ ଗାଁର ନିରଞ୍ଜନ ବେହେରା। ତାଙ୍କୁ ୪୫ ବୟସ ହୋଇଥିଲା।

ଗତକାଲି ରାତିରେ ନିରଞ୍ଜନ ସବୁଦିନ ପରି ଗୁହାଳ ଘରକୁ ଗାଈ କାମ କରିବା ପାଇଁ ଯାଇଥିଲେ। ଗୁହାଳେ ସବୁ କାମ ଶେଷ କରି ଲାଇନ ସୁଇଚ୍ ବନ୍ଦ କରିବା ବେଳେ ନିରଞ୍ଜନ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ପରିବାର ଲୋକ ତାଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ନିରଞ୍ଜନଙ୍କୁ ସରକାରୀ ସହାୟତା ରାଶି ଯୋଗାଇ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story