ଗାଧୋଇବାକୁ ଯାଇ ବୁଡ଼ି ଗଲେ ମହେଶ୍ୱର

ନୂଆପଡ଼ା(ମାୟାଧର ସରାଫ୍‌): ନୂଆପଡ଼ା ଜିଲ୍ଲା ଥାନା ଅନ୍ତର୍ଗତ ଭିମାପଦର ଗାଁରେ ଜଣେ ଯୁବକଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ତାଙ୍କ ନାଁ ମହେଶ୍ୱର ମାଝୀ। ବୟସ ୨୨ ବର୍ଷ ହେବ। ମହେଶ୍ୱର ଏକୁଟିଆ ଗାଧୋଇବାକୁ ପୋଖରୀକୁ ଯାଇଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ସେଠାରେ ତାଙ୍କ ପୋଷାକ ଥିଲା। ପରେ ପୋଖରୀ ଭିତରରୁ ମହେଶ୍ୱର ମୃତଦେହ ଉଦ୍ଧାର କରାଯାଇଥିଲା। ଖଡ଼ିଆଳ ପୁଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ […]

sweeennnnnnnnnnnnnn

sweeennnnnnnnnnnnnn

Tapaswini Nayak
  • Published: Tuesday, 11 June 2019
  • Updated: 11 June 2019, 01:12 PM IST

Sports

Latest News

ନୂଆପଡ଼ା(ମାୟାଧର ସରାଫ୍‌): ନୂଆପଡ଼ା ଜିଲ୍ଲା ଥାନା ଅନ୍ତର୍ଗତ ଭିମାପଦର ଗାଁରେ ଜଣେ ଯୁବକଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ତାଙ୍କ ନାଁ ମହେଶ୍ୱର ମାଝୀ। ବୟସ ୨୨ ବର୍ଷ ହେବ।

ମହେଶ୍ୱର ଏକୁଟିଆ ଗାଧୋଇବାକୁ ପୋଖରୀକୁ ଯାଇଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ସେଠାରେ ତାଙ୍କ ପୋଷାକ ଥିଲା। ପରେ ପୋଖରୀ ଭିତରରୁ ମହେଶ୍ୱର ମୃତଦେହ ଉଦ୍ଧାର କରାଯାଇଥିଲା। ଖଡ଼ିଆଳ ପୁଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos