ଭୁବନେଶ୍ୱର ଡିସିପି ଅଫିସ ଆଗରେ ହତ୍ୟାକାଣ୍ଡ; ସାଙ୍ଗକୁ ହାଣିଲା ସାଙ୍ଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଅପରାଧୀ। ଭୁବନେଶ୍ୱର ଡିସିପ ଅଫିସ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ସୌମ୍ୟ କୁଣ୍ଡ। ସୌମ୍ୟ ବାଣୀବିହାର ଛକରେ ପାନ ଦୋକାନ କରିଥିଲେ। ଏହି ଘଟଣାରେ ୨ ଅଭିଯୁକ୍ତକୁ ଗିରଫ କରାଯାଇଛି। ସେମାନେ ହେଲେ କାବୁ ଦାସ ଓ ପାଉଣୀ ଦାସ। ଅଭିଯୁକ୍ତମାନେ ଅଟୋ ଚାଳକ ବୋଲି ଜଣାପଡ଼ିଛି। ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ  ସୂଚନା ଅନୁସାରେ, ସୌମ୍ୟ […]

murder

murder

Tapaswini Nayak
  • Published: Wednesday, 31 August 2022
  • Updated: 31 August 2022, 05:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଅପରାଧୀ। ଭୁବନେଶ୍ୱର ଡିସିପ ଅଫିସ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ସୌମ୍ୟ କୁଣ୍ଡ।

ସୌମ୍ୟ ବାଣୀବିହାର ଛକରେ ପାନ ଦୋକାନ କରିଥିଲେ। ଏହି ଘଟଣାରେ ୨ ଅଭିଯୁକ୍ତକୁ ଗିରଫ କରାଯାଇଛି। ସେମାନେ ହେଲେ କାବୁ ଦାସ ଓ ପାଉଣୀ ଦାସ। ଅଭିଯୁକ୍ତମାନେ ଅଟୋ ଚାଳକ ବୋଲି ଜଣାପଡ଼ିଛି।

ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ  ସୂଚନା ଅନୁସାରେ, ସୌମ୍ୟ ବାଣୀବିହାର ଛକରେ  ପାନ ଦୋକନ କରିଥିଲେ। ଯେଉଁ ସ୍ଥାନରେ ସେ ପାନ ଦୋକାନ କରିଥିଲେ କାବୁ ଓ ପାଉଣୀ ତାକୁ ବିରୋଧ କରୁଥିଲେ। ପାନ ଦୋକାନ ଜାଗାକୁ ନେଇ ୩ଜଣଙ୍କ ମଧ୍ୟରେ ପୂର୍ବରୁ ଝଗଡ଼ା ହୋଇଥିଲା।

ଗତକାଲି ରାତି  ପ୍ରାୟ୨ଟା ସମୟରେ ସୌମ୍ୟ ପାଣି ପାଇଁ ଯାଉଥିଲେ। ଏହି ସମୟରେ କାବୁ ଓ ପାଉଣୀ ମଦ ପିଇ ଆସି ସୌମ୍ୟଙ୍କ ସହ ବଚସା କରିଥିଲେ। ଏହି ଝଗଡ଼ା ଉଗ୍ର ରୂପ ଧାରଣ କରିଥିଲା। କାବୁ ଓ ପାଉଣୀ ଧାରୁଆ ଅସ୍ତ୍ରରେ ସୌମ୍ୟଙ୍କୁ ହାଣି ଦେଇଥିଲେ।  ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।  ସହିଦ ନଗର ପୁଲିସ ସୌମ୍ୟଙ୍କୁ ଉଦ୍ଧାର କରି ଭୁବନେଶ୍ୱର ଏମ୍ସରେ  ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ପାର୍ବଣ ଋତୁ ଚାଲିଥିବାରୁ କମିଶନରେଟ୍ ପୁଲିସ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ରାତିରେ ବିଭିନ୍ନ ଛକରେ ପୁଲିସ ପଇନ୍ତରା ମାରୁଛନ୍ତି। ଏହା ସତ୍ତ୍ୱେ ବି ଅପରାଧୀମାନେ ଜନ ଗହଳି ସ୍ଥାନ ବା ଡିସିପି ଅଫିସ ସମ୍ମୁଖରେ ହତ୍ୟାକାଣ୍ଡ ଘଟାଇ ପୁଲିସକୁ ଖୋଲା ଚ୍ୟାଲେଞ୍ଜ  ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story