ପରିବା ବିକ୍ରି କରି ଘରକୁ ଫେରୁଥିଲେ, କଚାଡ଼ି ଦେଲା ହାତୀ

ସୋର(ନିରଞ୍ଜନ ବେହେରା): ପରିବା ବିକ୍ରି କରି ଘରକୁ ଫେରୁଥିଲା ବେଳେ ହାତୀ ହାବୁଡ଼ାରେ ପଡ଼ିଗଲେ ଯୁବକ। ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡି  ମାରିଦେଲା। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ଫତେପୁର ପଞ୍ଚାୟତ ଷୋଳଭଉଣୀ ଡ୍ୟାମ ନିକଟରେ। ମୃତ ଯୁବକ ଜଣଙ୍କ ହେଲେ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ଟୋଲଗଢିଆ ଗାଁର ବୋଲି ଜଣାଯାଇଛି। ଯୁବକ ଜଣକ ଗତକାଲି ନିକଟସ୍ଥ କସପା ବଜାରକୁ ପରିବା ବିକ୍ରି କରିବାକୁ ଆସିଥିଲେ। ପରିବା […]

soro

soro

Tapaswini Nayak
  • Published: Thursday, 10 November 2022
  • Updated: 10 November 2022, 12:01 PM IST

Sports

Latest News

ସୋର(ନିରଞ୍ଜନ ବେହେରା): ପରିବା ବିକ୍ରି କରି ଘରକୁ ଫେରୁଥିଲା ବେଳେ ହାତୀ ହାବୁଡ଼ାରେ ପଡ଼ିଗଲେ ଯୁବକ। ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡି  ମାରିଦେଲା। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ଫତେପୁର ପଞ୍ଚାୟତ ଷୋଳଭଉଣୀ ଡ୍ୟାମ ନିକଟରେ। ମୃତ ଯୁବକ ଜଣଙ୍କ ହେଲେ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ଟୋଲଗଢିଆ ଗାଁର ବୋଲି ଜଣାଯାଇଛି।

ଯୁବକ ଜଣକ ଗତକାଲି ନିକଟସ୍ଥ କସପା ବଜାରକୁ ପରିବା ବିକ୍ରି କରିବାକୁ ଆସିଥିଲେ। ପରିବା ବିକ୍ରି କରି ରାତିରେ ଘରକୁ ଫେରିବା ବାଟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଷୋଳଭଉଣୀ ଡ୍ୟାମ ନିକଟରେ ହାତୀଟି ତାଙ୍କୁ ଶୁଣ୍ଢରେ କଚାଡି ମାରି ଦେଇଥିଲା।

ଆଜି ସକାଳେ ଷୋଳଭଉଣୀ ଡ୍ୟାମ ନିକଟରେ ଯୁବକଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସ ଓ ବନ ବିଭାଗକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story