ସେକ୍ସରୁ ଦୂରେଇ ରହିଲେ ପଡ଼ିବ ଏହି ୪ କୁପ୍ରଭାବ

ଆପଣ ଶେଷ ଥର କେବେ ସେକ୍ସ କରି ଥିଲେ? ଯଦି ଗୁଡ଼ାଏ ଦିନ ହେବ କରି ନ ଥିବେ ତା’ହେଲେ ଆପଣ ଏହାର ଆନନ୍ଦ ମିସ୍ କରିବା ସଙ୍ଗେ ସଙ୍ଗେ ଶରୀର ଉପରେ ଏହାର କୁପ୍ରଭାବକୁ ମଧ୍ୟ ଆମନ୍ତ୍ରଣ କରିଛନ୍ତି। ଏକ ଗବେଷଣାରୁ ଏହା ଜଣାପଡ଼ିଛି। ଆପଣ ଯଦି ପାର୍ଟନରଙ୍କ ସହ ଶାରୀରିକ ସଂପର୍କ ରଖୁ ନାହାନ୍ତି, ତା’ର କ’ଣ ପ୍ରଭାବ ପଡ଼ିପାରେ ଜାଣନ୍ତୁ: ଜର୍ଣ୍ଣାଲ ଆର୍‌କାଇଭ୍‌ସ ଅଫ୍ ସେକ୍ସୁଆଲ୍‌ ବିହେଭିୟରରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ […]

pic

pic

Rakesh Mallick
  • Published: Sunday, 05 March 2017
  • Updated: 05 March 2017, 03:09 PM IST

ଆପଣ ଶେଷ ଥର କେବେ ସେକ୍ସ କରି ଥିଲେ? ଯଦି ଗୁଡ଼ାଏ ଦିନ ହେବ କରି ନ ଥିବେ ତା’ହେଲେ ଆପଣ ଏହାର ଆନନ୍ଦ ମିସ୍ କରିବା ସଙ୍ଗେ ସଙ୍ଗେ ଶରୀର ଉପରେ ଏହାର କୁପ୍ରଭାବକୁ ମଧ୍ୟ ଆମନ୍ତ୍ରଣ କରିଛନ୍ତି। ଏକ ଗବେଷଣାରୁ ଏହା ଜଣାପଡ଼ିଛି। ଆପଣ ଯଦି ପାର୍ଟନରଙ୍କ ସହ ଶାରୀରିକ ସଂପର୍କ ରଖୁ ନାହାନ୍ତି, ତା’ର କ’ଣ ପ୍ରଭାବ ପଡ଼ିପାରେ ଜାଣନ୍ତୁ:

  • ଜର୍ଣ୍ଣାଲ ଆର୍‌କାଇଭ୍‌ସ ଅଫ୍ ସେକ୍ସୁଆଲ୍‌ ବିହେଭିୟରରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ଜଣେ ଯଦି ହଠାତ୍‌ କି ସେକ୍ସ କରିବା ବନ୍ଦ କରି ଦେବ ତା’ହେଲେ ଅବସାଦଗ୍ରସ୍ତ ହୋଇଯିବ। ଏହାର କାରଣ ହେଉଛି ପୁରୁଷର ବୀର୍ଯ୍ୟରେ ଏମିତି କିଛି ପଦାର୍ଥ ସବୁ ରହିଛି ଯାହା ମୁଡ୍‌କୁ ଭଲ ରଖେ।
  • ସେକ୍ସ କରିବା ଦ୍ୱାରା ଉଭୟ ପୁରୁଷ ମହିଳା ଚାପ ମୁକ୍ତ ହୋଇଥାଆନ୍ତି। ସେମାନେ ହାଲ୍‌କା ଅନୁଭବ କରନ୍ତି। କାରଣ ସେକ୍ସ କରିବା ବେଳେ ଶରୀରରୁ ଏଣ୍ଡୋରଫିନ୍ସ ଓ ଅକ୍ସିଟୋକିନ୍‌ ନାମକ ହରମନ୍‌ ନିର୍ଗତ ହୁଏ। ତାହା ଆତ୍ମବିଶ୍ୱାସ ବଢ଼ାଇବା ସହ ଶରୀରକୁ ହାଲ୍‌କା କରିଦିଏ। ସେକ୍ସରୁ ଦୂରେଇ ରହିଲେ ମାନସିକ ଚାପ ବଢ଼ିଯାଏ।
  • ଆପଣ ଜାଣନ୍ତି କି ସେକ୍ସ ଓ ରୋଗପ୍ରତିଷେଧକ ଶକ୍ତି ମଧ୍ୟରେ ସଂପର୍କ ଅଛି ବୋଲି। ଏକ ଗବେଷଣାରୁ ଜଣାପଡ଼ିଛି ଯେଉଁ ପୁରୁଷ ଓ ମହିଳା ସପ୍ତାହରେ କେଇ ଥର ଶାରୀରିକ ସଂପର୍କ ରଖିଥିବେ ସେମାନଙ୍କ ଇମ୍ୟୁନୋଗ୍ଲୋବୁଲିନ୍‌-ଏ ସ୍ତରରେ ୩୦ ପ୍ରତିଶତ ବୃଦ୍ଧି ହୋଇଥାଏ। ଯାହାକି ଜଣେ ସେକ୍ସ ନ କରୁଥିବା ଲୋକଙ୍କ କ୍ଷେତ୍ରରେ ଦେଖାଯାଏ ନାହିଁ। ତେଣୁ ଯେକୌଣସି ଯୋଡ଼ି ଅଧିକ ଦିନ ଧରି ସେକ୍ସ ନ କଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ବଞ୍ଚିତ ହେବେ।

ଅଧିକ ଦିନ ଧରି ସେକ୍ସ ନ କଲେ ମହିଳାଙ୍କ ଯୌନାଙ୍ଗ ଶୁଖି ଯାଏ। ଯେତିକି ଓଦା ରହିବା କଥା ରହେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story