ଆଉ ମିଳେଇବନି ଆଇସ୍‌କ୍ରିମ୍‌: ମଜା ନେଇ ନେଇ ଖାଇପାରିବେ

ଆଇସ୍‌କ୍ରିମ୍‌ ନାଁ ଶୁଣିଲା ମାତ୍ରେ ହିଁ  ମନ ଉତଫୁଲ୍ଲିତ ହୋଇଉଠେ। ଆଇସ୍‌କ୍ରିମ୍‌ ଖାଇବାକୁ କିଏ ଅବା ଭଲ ନ ପାଏ? ସମସ୍ତେ ଆଇସ୍‌କ୍ରିମ୍‌ର ମଜା ନେଇ ନେଇ ଖାଇବାକୁ ଚାହାଁନ୍ତି।  ହେଲେ ମିଳେଇଯିବା ଡରରେ ଆମେ ଆଇସ୍‌କ୍ରିମ୍‌କୁ ଜଲଦି ଜଲଦି ଖାଉ। ତେଣୁ ଆଇସ୍‌କ୍ରିମ୍‌ ଖାଇବାର ପ୍ରକୃତ ମଜା ଉଠାଇ ହୁଏ ନାହିଁ। କିନ୍ତୁ ଶୁଣି ଖୁସି ହେବେ ଯେ ଆଉ ତରତର ହୋଇ ଆଇସ୍‌କ୍ରିମ୍ ଖାଇବାକୁ ପଡ଼ିବ ନାହିଁ। ଆରମରେ ବସି ଆଇସ୍‌କ୍ରିମ୍‌ ଖାଇବାର ମଜା […]

ice-cream

ice-cream

Rakesh Mallick
  • Published: Wednesday, 09 August 2017
  • Updated: 09 August 2017, 02:37 PM IST

Sports

Latest News

ଆଇସ୍‌କ୍ରିମ୍‌ ନାଁ ଶୁଣିଲା ମାତ୍ରେ ହିଁ  ମନ ଉତଫୁଲ୍ଲିତ ହୋଇଉଠେ। ଆଇସ୍‌କ୍ରିମ୍‌ ଖାଇବାକୁ କିଏ ଅବା ଭଲ ନ ପାଏ? ସମସ୍ତେ ଆଇସ୍‌କ୍ରିମ୍‌ର ମଜା ନେଇ ନେଇ ଖାଇବାକୁ ଚାହାଁନ୍ତି।  ହେଲେ ମିଳେଇଯିବା ଡରରେ ଆମେ ଆଇସ୍‌କ୍ରିମ୍‌କୁ ଜଲଦି ଜଲଦି ଖାଉ। ତେଣୁ ଆଇସ୍‌କ୍ରିମ୍‌ ଖାଇବାର ପ୍ରକୃତ ମଜା ଉଠାଇ ହୁଏ ନାହିଁ। କିନ୍ତୁ ଶୁଣି ଖୁସି ହେବେ ଯେ ଆଉ ତରତର ହୋଇ ଆଇସ୍‌କ୍ରିମ୍ ଖାଇବାକୁ ପଡ଼ିବ ନାହିଁ। ଆରମରେ ବସି ଆଇସ୍‌କ୍ରିମ୍‌ ଖାଇବାର ମଜା ନେଇ ପାରିବେ। ଆଇସ୍‌କ୍ରିମ୍‌ ବି ତରଳି ଯିବ ନାହିଁ। କାରଣ ଜାପାନର ବୈଜ୍ଞାନିକମାନେ ଏମିତି ଏକ ଆଇସ୍‌କ୍ରିମ୍ ବାହାର କରିଛନ୍ତି।

ice-creamଜାପାନର କଞ୍ଜାୱା ବିଶ୍ୱବିଦ୍ୟାଳୟର ଗବେଷକମାନେ ଆଇସ୍‌କ୍ରିମ୍‌ର ମେଲ୍ଟିଂ ପଏଣ୍ଟ ବଢ଼ାଇ ଏହାର ଆକାରକୁ ସ୍ଥାୟୀ ରଖିବା ପାଇଁ ଏକ ଉପାୟ ଖୋଜି ଆଇସ୍‌କ୍ରିମ୍‌ ତିଆରି କରିଛନ୍ତି। ମେଲ୍ଟିଂ ପଏଣ୍ଟ ଏକ ତାପମାତ୍ରା ଯେଉଁଥିରେ କୌଣସି କଠିନ ବସ୍ତୁ ତରଳ ବସ୍ତୁରେ ପରିଣତ ହୋଇଯାଏ।

ଏହି ନୂଆ ଉପାୟ ଦ୍ୱାରା ଆଇସ୍‌କ୍ରିମକୁ ଏକ କୋଠରୀର ତାପମାତ୍ରାରେ ୩ ଘଣ୍ଟା ପର୍ଯ୍ୟନ୍ତ ରଖି ହେବ। ଗବେଷକମାନେ ନୂଆ ଉପାୟରେ ପ୍ରସ୍ତୁତ କରିଥିବା ଆଇସ୍‌କ୍ରିମ୍‌କୁ ପରୀକ୍ଷା କରିବା ପାଇଁ ୫ ମିନିଟ୍ ପର୍ଯ୍ୟନ୍ତ ଏହା ଉପରେ ହେୟାର ଡ୍ରାୟର ଚଲାଇଥିଲେ। ତଥାପି ଆଇସ୍‌କ୍ରିମ୍‌ଟି ମିଳେଇଲା ନାହିଁ। ବୈଜ୍ଞାନିକମାନେ ଷ୍ଟ୍ରବେରିରୁ ବାହାରୁଥିବା ପୋଲିଫିନୋଲ ନାମକ ଏକ ଦ୍ରବ୍ୟ ମିଶାଇ ଏହି ଆଇସ୍‌କ୍ରିମ୍ ପ୍ରସ୍ତୁତ କରିଛନ୍ତି। ପୋଲିଫିନୋଲରେ ଏମିତି ଏକ ଦ୍ରବ୍ୟ ଅଛି ଯେଉଁଥିପାଇଁ ପାଣି ଓ ତେଲକୁ ପୃଥକ କରିବା କଷ୍ଟକର ହୋଇପଡ଼େ। ଏହି ଦ୍ରବ୍ୟକୁ ମିଶାଇ ପ୍ରସ୍ତୁତ କରାଯାଇଥିବା ଆଇସ୍‌କ୍ରିମ୍ ଅଧିକ ସମୟ ପର୍ଯ୍ୟନ୍ତ ମୂଳ ଆକାରରେ ରହିବ ଓ ଶୀଘ୍ର ମିଳେଇବ ନାହିଁ। ଏହି ନିଆରା ଆଇସ୍କ୍ରିମଟି ଷ୍ଟ୍ରବେରି, ଭନିଲା ଓ ଚକଲେଟ୍ ଫ୍ଲେଭରରେ ଉପଲବ୍ଧ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story