ଆସନ୍ତାକାଲି କୋଣାର୍କ ନୃତ୍ୟ ଉତ୍ସବ

କୋଣାର୍କ: ଆସନ୍ତାକାଲିଠାରୁ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ କୋଣାର୍କ ନୃତ୍ୟ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନ ଆରମ୍ଭ ହେବ। ଏଥିପାଇଁ ଚନ୍ଦ୍ରଭାଗା ବେଳାଭୂମିରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ କୋଣାର୍କର ମୁକ୍ତାକାଶ ରଂଗମଞ୍ଚର ମଂଚ ସଜ୍ଜା, ତୋରଣ ନିର୍ମାଣ, ଆଲୋକ ସଜ୍ଜା କାମ  ଚାଲିଛି। ଆଉ ଚନ୍ଦ୍ରଭାଗାରେ ବାଲୁକାକଳା ପ୍ରଦର୍ଶନ ପାଇଁ ବାରିକେଟ ନିର୍ମାଣ ଓ ଆଲୋକ ସଜ୍ଜା କାମର ସମୀକ୍ଷା କରିଛନ୍ତି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା। ୨୦୧୧ […]

konark

konark

Rakesh Mallick
  • Published: Monday, 30 November 2015
  • Updated: 27 April 2017, 05:28 PM IST

Sports

Latest News

କୋଣାର୍କ: ଆସନ୍ତାକାଲିଠାରୁ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ କୋଣାର୍କ ନୃତ୍ୟ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନ ଆରମ୍ଭ ହେବ। ଏଥିପାଇଁ ଚନ୍ଦ୍ରଭାଗା ବେଳାଭୂମିରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ କୋଣାର୍କର ମୁକ୍ତାକାଶ ରଂଗମଞ୍ଚର ମଂଚ ସଜ୍ଜା, ତୋରଣ ନିର୍ମାଣ, ଆଲୋକ ସଜ୍ଜା କାମ  ଚାଲିଛି। ଆଉ ଚନ୍ଦ୍ରଭାଗାରେ ବାଲୁକାକଳା ପ୍ରଦର୍ଶନ ପାଇଁ ବାରିକେଟ ନିର୍ମାଣ ଓ ଆଲୋକ ସଜ୍ଜା କାମର ସମୀକ୍ଷା କରିଛନ୍ତି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା।

୨୦୧୧ ମସିହାରୁ ଆରମ୍ଭ ହୋଇଥିବା ଆନ୍ତର୍ଜାତିକ ବାଲୁକା କଳା ଉତ୍ସବରେ ଚଳିତବର୍ଷ ଆମେରିକା, କାନାଡା, ସ୍ପେନ, ଆଫ୍ରିକା ଓ କଲମ୍ୱିଆ ଆଦି ପ୍ରଭୁତି ଦେଶରୁ ୫ଜଣ ବିଦେଶୀ ବାଲୁକା ଶିଳ୍ପୀଙ୍କ ସମେତ ୧୨ ଜଣ ମହିଳା, ୨ଜଣ ଭିନ୍ନକ୍ଷମ, ରାଜ୍ୟ ଓ ରାଜ୍ୟ ବାହାରୁ ୨୫ଜଣ ଖ୍ୟାତନାମା ବାଲୁକାଶିଳ୍ପୀ ଅଂଶ ଗ୍ରହଣ କରିବେ।

ପ୍ରଥମ ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ‘ସୃଜନ’ ଅନୁଷ୍ଠାନର ଗୁରୁ ରତିକାନ୍ତ ମହାପାତ୍ର ଓ ସାଥୀମାନଙ୍କ ଦ୍ୱାରା ଓଡ଼ିଶୀ, ମଣିପୁରର ଜବାହାରଲାଲ ନେହେରୁ ମଣିପୁର ଡାନ୍ସ ଏକାଡେମୀର କଳାକାରମାନଙ୍କ ଦ୍ୱାରା ମଣିପୁରୀ ନୃତ୍ୟ ପରିବେଷଣ କରାଯିବ। ଡିସେମ୍ୱର ୧ରୁ ୫ ପର୍ଯ୍ୟନ୍ତ କୋଣାର୍କ ଉତ୍ସବ ଅନୁଷ୍ଠିତ ହେବ। ୫ଦିନ ବ୍ୟାପି ହେବାକୁ ଥିବା ଏହି ଉତ୍ସବରେ ସାମିଲ ହେବାକୁ ଥିବା ପର୍ଯ୍ୟଟକମାନଙ୍କ ପାଇଁ ଭୁବନେଶ୍ୱର ଓ ପୁରୀଠାରୁ ଓଟିଡିସି ପକ୍ଷରୁ ସ୍ୱତନ୍ତ୍ର ଟୁର ପ୍ୟାକେଜ୍ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story