କୁମ୍ଭୀର କରୁଛି ମନ୍ଦିରର ସୁରକ୍ଷା

ଭାରତରେ ଏମିତି ଅନେକ ମନ୍ଦିର ରହିଛି ଯାହାର ରହସ୍ୟ ଭକ୍ତମାନଙ୍କର ଦୃଷ୍ଟି ଆକର୍ଷଣ କରିଥାଏ। ଏମିତି ଏକ ମନ୍ଦିର କେରଳରେ ରହିଛି। କେରଳର କାସରଗୋଡରେ ଏକ ମନ୍ଦିର ପରିସରରେ ଏକ ଛୋଟ ହ୍ରଦ ରହିଛି। ଏହି ହ୍ରଦରେ ଗୋଟେ କୁମ୍ଭୀର ରହିଛି। କୁହାଯାଏ ଏହି ମାଇ କୁମ୍ଭୀରଟି ରହସ୍ୟମୟୀ ଏବଂ ଶାକାହାରୀ। ଏହା ମନ୍ଦିରର ରକ୍ଷଣାବେକ୍ଷଣ କରେ ବୋଲି ମଧ୍ୟ ବିଶ୍ୱାସ ରହିଛି। ଏହି କୁମ୍ଭୀରର ନାଁ ବବିଆ। ଏଠା କାର ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ […]

magarmchchaa_1_1523001333

magarmchchaa_1_1523001333

Rakesh Mallick
  • Published: Monday, 16 July 2018
  • Updated: 16 July 2018, 02:46 PM IST

Sports

Latest News

ଭାରତରେ ଏମିତି ଅନେକ ମନ୍ଦିର ରହିଛି ଯାହାର ରହସ୍ୟ ଭକ୍ତମାନଙ୍କର ଦୃଷ୍ଟି ଆକର୍ଷଣ କରିଥାଏ। ଏମିତି ଏକ ମନ୍ଦିର କେରଳରେ ରହିଛି। କେରଳର କାସରଗୋଡରେ ଏକ ମନ୍ଦିର ପରିସରରେ ଏକ ଛୋଟ ହ୍ରଦ ରହିଛି। ଏହି ହ୍ରଦରେ ଗୋଟେ କୁମ୍ଭୀର ରହିଛି। କୁହାଯାଏ ଏହି ମାଇ କୁମ୍ଭୀରଟି ରହସ୍ୟମୟୀ ଏବଂ ଶାକାହାରୀ। ଏହା ମନ୍ଦିରର ରକ୍ଷଣାବେକ୍ଷଣ କରେ ବୋଲି ମଧ୍ୟ ବିଶ୍ୱାସ ରହିଛି। ଏହି କୁମ୍ଭୀରର ନାଁ ବବିଆ।

ଏଠା କାର ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଖରା ହେଉକି ବର୍ଷା ହ୍ରଦରେ ଜଳସ୍ତର ସବୁବେଳେ ସମାନ ଥାଏ। ଗୋଟେ କୁମ୍ଭୀର ମରିଗଲେ ଏଠାକୁ ଆଉଏକ କୁମ୍ଭୀର ଚାଲିଆସେ। ଦୁଇ ଏକରରେ ବ୍ୟାପ୍ତ ହ୍ରଦ ମଝିରେ ଏହି ମନ୍ଦିର ନିର୍ମାଣ କରାଯାଇଛି। ଭଗବାନ୍‌ ବିଷ୍ଣୁ ଅର୍ଥାତ ଭଗବାନ ଅନନ୍ତ-ପଜ୍ଞାନାଭସ୍ୱାମୀଙ୍କୁ ଏଠାରେ ସ୍ଥାପନା କରାଯାଇଛି। ଏହି କୁମ୍ଭୀର ସମ୍ପୂର୍ଣ୍ଣ ଶାକାହାରୀ ଏବଂ ଏଠାକାର ପୂଜାରୀ ତାଙ୍କୁ ପ୍ରସାଦ ଖାଇବାକୁ ଦିଅନ୍ତି ବୋଲି କୁହାଯାଉଛି।

କାହାକୁ କ୍ଷତି ପହଞ୍ଚାଏନି କୁମ୍ଭୀର

ହ୍ରଦରେ ଥିବା ଅନ୍ୟ ଜୀବଜନ୍ତୁଙ୍କୁ ବବିଆ କ୍ଷତି ପହଞ୍ଚାଏନି।

ମନ୍ଦିରର ରକ୍ଷା କରେ

ମନ୍ଦିର ଆଖପାଖରେ ଯଦି କିଛି ଅଶୁଭ କାମ ଘଟିବାକୁ ଯାଉଛି ତେବେ କୁମ୍ଭୀରଟି ଆଗୁଆ ସଂକେତ ଦିଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story