ଯୁଦ୍ଧ କଲେ ତିବ୍ଦତରେ ଚୀନ୍‌କୁ ସାବାଡ଼ କରିବ ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ଡୋକଲାମ ଅଞ୍ଚଳକୁ ନେଇ ଦୀର୍ଘ ଦୁଇମାସରୁ ଊର୍ଦ୍ଧ୍ୱ ସମୟ ଧରି ଉତ୍ତେଜନାମୂଳକ ପରିସ୍ଥିତି ଲାଗି ହୋଇଛି। ଯୁଦ୍ଧ ପାଇଁ ଚୀନ୍ ଭାରତକୁ ବାରମ୍ବାର ଉସକାଉଛି। ବିଶେଷ କରି ତିବ୍ଦତର ପାହାଡି ଅଞ୍ଚଳରେ ସମରାଭ୍ୟାସ କରି ଚୀନ୍‌ ଭାରତକୁ ଡରାଇବା ସହ ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଛି। ହେଲେ ଚୀନ୍‌ର ଏପରି ଉଦ୍ୟମ ଫସର ଫାଟିଯିବ। କାରଣ ଏହି ଅଞ୍ଚଳରେ ଚୀନ୍‌ ଯୁଦ୍ଧକୁ ଓହ୍ଲାଇଲେ ଭାରତର ବାୟୁସେନା ଚୀନ୍‌ର ଲଢୁଆ ବିମାନକୁ […]

airforce

airforce

Rakesh Mallick
  • Published: Wednesday, 09 August 2017
  • Updated: 09 August 2017, 02:38 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ଡୋକଲାମ ଅଞ୍ଚଳକୁ ନେଇ ଦୀର୍ଘ ଦୁଇମାସରୁ ଊର୍ଦ୍ଧ୍ୱ ସମୟ ଧରି ଉତ୍ତେଜନାମୂଳକ ପରିସ୍ଥିତି ଲାଗି ହୋଇଛି। ଯୁଦ୍ଧ ପାଇଁ ଚୀନ୍ ଭାରତକୁ ବାରମ୍ବାର ଉସକାଉଛି। ବିଶେଷ କରି ତିବ୍ଦତର ପାହାଡି ଅଞ୍ଚଳରେ ସମରାଭ୍ୟାସ କରି ଚୀନ୍‌ ଭାରତକୁ ଡରାଇବା ସହ ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଛି। ହେଲେ ଚୀନ୍‌ର ଏପରି ଉଦ୍ୟମ ଫସର ଫାଟିଯିବ। କାରଣ ଏହି ଅଞ୍ଚଳରେ ଚୀନ୍‌ ଯୁଦ୍ଧକୁ ଓହ୍ଲାଇଲେ ଭାରତର ବାୟୁସେନା ଚୀନ୍‌ର ଲଢୁଆ ବିମାନକୁ ଖିନ୍‌ଭିନ୍‌ କରିଦେବ। ଏହି କ୍ଷେତ୍ରରେ ଭାରତ ଅଧିକ ଶକ୍ତିଶାଳୀ ବୋଲି ସ୍କ୍ୱାର୍ଡନ ଲିଡର ତଥା ପୂର୍ବତନ ମିରାଜ-୨୦୦୦ ଫ।ଇଟର୍ ପ୍ଲେନ୍‌ର ପାଇଲଟ ସମୀର ଯୋଶୀ କହିଛନ୍ତି।

The Dragon’s claws: Assessing China’s PLAAF Today ନାମକ ଦସ୍ତାବିଜରେ  ଯୋଶୀ ଉଲ୍ଲେଖ କରିଛନ୍ତ। ଏହି ଦସ୍ତାବିଜଟି ଆଗାମୀ ଦିନରେ ପ୍ରକାଶିତ ହେବାକୁ ଯାଉଛି। ଆକାଶ ପଥରେ ଭାରତର ଶକ୍ତି ସନ୍ତୁଳନ ଆକଳନର ତଥ୍ୟକୁ ନେଇ ପ୍ରକାଶିତ ହେବାକୁ ଥିବା ଏହି ଦସ୍ତାବିଜ ଭାରତର ପ୍ରଥମ ଦସ୍ତାବିଜ ହେବ।

ସ୍କ୍ୱାର୍ଡନ ଲିଡର ସମୀର ଯୋଶୀଙ୍କ ଅନୁଯାୟୀ, ଟ୍ରେନିଂ, ଉନ୍ନତ ଜ୍ଞାନକୌଶଳ ଓ ଯୁଦ୍ଧକ୍ଷେତ୍ରକୁ ଦୃଷ୍ଟିରେ ରଖିଲେ ତିବ୍ଦତ ଓ ଦକ୍ଷିଣ ଜିନିଜିଆଙ୍ଗ ଅଞ୍ଚଳରେ ଭାରତୀୟ ସେନା ଡ୍ରାଗନ ସେନା ଠାରୁ ଅଧିକ ଶକ୍ତିଶାଳୀ। କାରଣ ଚୀନ୍‌ର ମୁଖ୍ୟ ଏୟାରବେସ୍ ଅଧିକ ଉଚ୍ଚରେ ଅବସ୍ଥିତ। ଏହାସହ ଚୀନ୍ ପଟରୁ ତିବ୍ଦତ ଅଞ୍ଚଳକୁ ଆସୁଥିବା ଏୟାରକ୍ରାଫ୍ଟକୁ ବିପରୀତ ଦିଗରେ ପବନ ପ୍ରବାହିତ ହେବା ହେତୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଏହାଦ୍ୱାରା ଅଧିକ ସଂଖ୍ୟାରେ ଯୁଦ୍ଧାସ୍ତ୍ର ଓ ସୈନ୍ୟ ନେବା ବାଧାପ୍ରାପ୍ତ ହୋଇଥାଏ। ଅନ୍ୟପକ୍ଷରେ ଭାରତ ମୁଖ୍ୟତଃ ତେଜପୁର, ଛାବୁଆ ଓ ହାସିମାରା ଏଯାରବେସ୍‌ରୁ ଏୟାରକ୍ରାଫ୍ଟକୁ ପରିଚାଳନା କରିଥାଏ। ଏହି ଏୟାରବେସ୍ ଗୁଡିକ ସମୁଦ୍ର ପତ୍ତନଠାରୁ ଅଳ୍ପ ଉଚ୍ଚରେ ଥିବାରୁ ଭାରତ ଏହି କ୍ଷେତ୍ରରେ ଅଧିକ ଶକ୍ତିଶାଳୀ। ତେଣୁ ବେଶ୍ ସହଜରେ ଭାରତର ଲଢୁଆ ବିମାନ ତିବ୍ଦତର ଭିତରକୁ ପ୍ରବେଶ କରିବା ସହ ଚୀନ୍ ଉପରେ ଆକ୍ରମଣ କରିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story