ଭେଟନ୍ତୁ ଦୁନିଆର ହ୍ୟାଣ୍ଡସମ୍‌ ପ୍ରଧାନମନ୍ତ୍ରୀଙ୍କୁ...

କାହାକୁ ଆପଣ ଦୁନିଆର ସବୁଠୁ ହ୍ୟାଣ୍ଡସମ୍‌ ପ୍ରଧାନମନ୍ତ୍ରୀ ବୋଲି ମନେ କରନ୍ତି? ଆପଣଙ୍କ ପସନ୍ଦ ହୁଏ ତ ଆମେ ଏଠାରେ ଉଲ୍ଲେଖ କରୁଥିବା ପ୍ରଧାନମନ୍ତ୍ରୀଙ୍କ ସହିତ ମେଳ ଖାଇ ନ ପାରେ। ତଥାପି ତାଙ୍କୁ କୁହାଯାଉଛି ବର୍ତ୍ତମାନର ସବୁଠୁ ହ୍ୟାଣ୍ଡସମ୍ ପ୍ରଧାନମନ୍ତ୍ରୀ। ସେ ହେଉଛନ୍ତି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ। ନିଜର ଖୁସ୍‌ମିଜାଜ ଓ ମିଳାମିଶା ସ୍ୱଭାବ ଯୋଗୁଁ ସେ ମିଡିଆରେ ଖୁବ୍ ଚର୍ଚ୍ଚିତ। ଝିଅମାନେ ତାଙ୍କର ଦିୱାନୀ। ସେ ଯେଉଁଠାକୁ ଗଲେ ଝିଅମାନେ ତାଙ୍କୁ ଘେରି […]

pp

pp

Rakesh Mallick
  • Published: Thursday, 09 March 2017
  • Updated: 09 March 2017, 06:07 PM IST

Sports

Latest News

କାହାକୁ ଆପଣ ଦୁନିଆର ସବୁଠୁ ହ୍ୟାଣ୍ଡସମ୍‌ ପ୍ରଧାନମନ୍ତ୍ରୀ ବୋଲି ମନେ କରନ୍ତି? ଆପଣଙ୍କ ପସନ୍ଦ ହୁଏ ତ ଆମେ ଏଠାରେ ଉଲ୍ଲେଖ କରୁଥିବା ପ୍ରଧାନମନ୍ତ୍ରୀଙ୍କ ସହିତ ମେଳ ଖାଇ ନ ପାରେ। ତଥାପି ତାଙ୍କୁ କୁହାଯାଉଛି ବର୍ତ୍ତମାନର ସବୁଠୁ ହ୍ୟାଣ୍ଡସମ୍ ପ୍ରଧାନମନ୍ତ୍ରୀ। ସେ ହେଉଛନ୍ତି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ। ନିଜର ଖୁସ୍‌ମିଜାଜ ଓ ମିଳାମିଶା ସ୍ୱଭାବ ଯୋଗୁଁ ସେ ମିଡିଆରେ ଖୁବ୍ ଚର୍ଚ୍ଚିତ। ଝିଅମାନେ ତାଙ୍କର ଦିୱାନୀ। ସେ ଯେଉଁଠାକୁ ଗଲେ ଝିଅମାନେ ତାଙ୍କୁ ଘେରି ଯାଆନ୍ତି।

ସେ ହେଉଛନ୍ତି ଦୁନିଆର ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ବିନା ସୁରକ୍ଷା ବ୍ୟବସ୍ଥାରେ ରହନ୍ତି।  କାନାଡ଼ର ରାସ୍ତାରେ ସେ ବୁଲନ୍ତି, ମଲ୍‌ରେ ସପିଂ କରନ୍ତି। ସେତେବେଳେ ବି ତାଙ୍କ ଚାରିପାଖେ ଆଦୌ ସୁରକ୍ଷା ବଳୟ ନଥାଏ। ଜଣେ ସାଧାରଣ ନାଗରିକ ଭଳି ସେ ବସ୍‌ରେ ଯିବା ଆସିବା କରନ୍ତି। ଛୋଟ ପିଲାଙ୍କ ସହିତ ଖେଳିବାକୁ ତାଙ୍କୁ ବହୁତ ଭଲ ଲାଗେ।

ଜଷ୍ଟିନ୍‌ଙ୍କ ବାପା ପିୟରେ ଇଲିଏଟ୍‌ ବି କାନାଡ଼ାର ପ୍ରଧାନମନ୍ତ୍ରୀ ଥିଲେ। ସେ ପ୍ରାୟ ୧୫ ବର୍ଷ ଧରି କାନାଡ଼ାର ପ୍ରଧାନମନ୍ତ୍ରୀ ଥିଲେ। ତେବେ ଜଷ୍ଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ କୁର୍ସି ତାଙ୍କ ବାପାଙ୍କ ପାଇଁ ମିଳିନାହିଁ। ସେ ଏଥିପାଇଁ କଠିନ ପରିଶ୍ରମ କରିଛନ୍ତି। ସେ ତାଙ୍କ ବାପାଙ୍କ ପରଲୋକ ପରେ ରାଜନୀତିରେ ପାଦ ଥାପି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story