ମୌଳିକ ସୁବିଧାରୁ ବଞ୍ଚିତ ସୀମାବର୍ତ୍ତୀ ଗାଁ ଦେଖୁଲିଆ

ବରଗଡ଼: ବରଗଡ଼ ଜିଲ୍ଲାର ବାର ପାହାଡ଼ ପାଦଦେଶରେ ରହିଛି ଦେଖୁଲିଆ ଗାଁ। ବଣଜଙ୍ଗଲ ଘେରା ଏହି ଗାଁ ଅମ୍ବାଭୋନା ବ୍ଲକ ସଦର ମହକୁମାଠାରୁ ୬୦ କିମି ଦୂର। ୨୦୧୧ ଜନ ଗଣନା ଅନୁଯାୟୀ ଗାଁର ଲୋକ ସଂଖ୍ୟା ୨୦୦ରୁ ଊର୍ଦ୍ଧ୍ୱ ହେବ। ସମସ୍ତେ ପ୍ରାୟତଃ ଆଦିବାସୀ ସମ୍ପ୍ରଦାୟର। ଚାଷ କରି ପରିବାର ଭରଣପୋଷଣ କରନ୍ତି। ଓଡ଼ିଶା- ଛତିଶଗଡ଼ ସୀମାରେ ଅବସ୍ଥିତ ଏହି ଗାଁର ପ୍ରାୟତଃ ସମସ୍ତ ବୋହୂ ଛତିଶଗଡ଼ୀ। ଏମାନେ ଓଡ଼ିଆ କମ୍‌ ଲରିଆ ଭାଷାରେ ବେଶୀ […]

BARAGADA RASTA

BARAGADA RASTA

Rakesh Mallick
  • Published: Wednesday, 10 August 2016
  • Updated: 10 August 2016, 04:11 PM IST

Sports

Latest News

BARAGADA RASTAବରଗଡ଼: ବରଗଡ଼ ଜିଲ୍ଲାର ବାର ପାହାଡ଼ ପାଦଦେଶରେ ରହିଛି ଦେଖୁଲିଆ ଗାଁ। ବଣଜଙ୍ଗଲ ଘେରା ଏହି ଗାଁ ଅମ୍ବାଭୋନା ବ୍ଲକ ସଦର ମହକୁମାଠାରୁ ୬୦ କିମି ଦୂର। ୨୦୧୧ ଜନ ଗଣନା ଅନୁଯାୟୀ ଗାଁର ଲୋକ ସଂଖ୍ୟା ୨୦୦ରୁ ଊର୍ଦ୍ଧ୍ୱ ହେବ। ସମସ୍ତେ ପ୍ରାୟତଃ ଆଦିବାସୀ ସମ୍ପ୍ରଦାୟର। ଚାଷ କରି ପରିବାର ଭରଣପୋଷଣ କରନ୍ତି। ଓଡ଼ିଶା- ଛତିଶଗଡ଼ ସୀମାରେ ଅବସ୍ଥିତ ଏହି ଗାଁର ପ୍ରାୟତଃ ସମସ୍ତ ବୋହୂ ଛତିଶଗଡ଼ୀ। ଏମାନେ ଓଡ଼ିଆ କମ୍‌ ଲରିଆ ଭାଷାରେ ବେଶୀ କଥାବାର୍ତ୍ତା ହୋଇଥାନ୍ତି। ହେଲେ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଏହି ଗାଁର ଲୋକେ ସରକାରଙ୍କ ମୈଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି। ଏର୍ଯ୍ୟନ୍ତ ସରକାରଙ୍କ ଯୋଜନା ଗାଁରେ ପହଞ୍ଚି ପାରିନି। ରାସ୍ତାଘାଟ, ପାନୀୟ ଜଳ, ଶିକ୍ଷା ଓ ବିଦ୍ୟୁତ ପରି ସମସ୍ୟାରେ ଗାଁ ଲୋକେ ଆଉଟୁପାଉଟୁ ହେଉଛନ୍ତି। ଏ ସମ୍ପର୍କରେ ସରପଞ୍ଚ ଓ ବ୍ଲକ ପ୍ରଶାସନ ପାଖରେ ଆପତ୍ତି କଲେ ମଧ୍ୟ କିଛି ସୁଫଳ ମିଳୁନି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି।

କୁମ୍ଭୋ ପଞ୍ଚାୟତର ଏହି ଗାଁକୁ ରାସ୍ତା ନଥିବାରୁ ଲୋକେ ନିଜସ୍ୱ ଉଦ୍ୟମରେ ଏକ ପାଦଚଲା ରାସ୍ତା ନିର୍ମାଣ କରିଥିଲେ।  ସେହି ରାସ୍ତାଟିର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଜଙ୍ଗଲି ରାସ୍ତାରେ ବଡ଼ବଡ଼ ପଥର ବାହାରିଥିବାରୁ ଅନେକ ସମୟରେ ‌ଲୋକେ ପଡ଼ି ଆହତ ହେଉଛନ୍ତି। ବର୍ଷା ଦିନେ ଯୋଗାଯୋଗ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଏ। ରାସ୍ତାରେ ବର୍ଷା ପାଣି ପ୍ରବାହିତ ହେଉଥିବାରୁ ଲୋକେ ଯିବା ଆସିବାରେ ବହୁ ଅସୁବିଧାରେ ପଡ଼ୁଛନ୍ତି।

bargarh୧୯୯୪ ମସିହାରେ ଏଠାରେ ଗୋଟିଏ ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରଣୀ ପର୍ଯ୍ୟନ୍ତ ୧୯ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏଥିପାଇଁ ଜଣେ ଶିକ୍ଷକ ନିୟୋଜିତ ହୋଇଛନ୍ତି। ଜଣେ ଶିକ୍ଷକରେ ପାଠ ପଢ଼ାଇବା କଷ୍ଟକର ହେଉଥିବାରୁ ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାସୁଦେବ ରାୟ କହିଛନ୍ତି।

୮ ବର୍ଷ ତଳେ ଗାଁକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିଲା। ସେହି ସମୟରେ ମାସେ ବିଜୁଳି ଜଳିଥିଲା। ତା’ପରଠାରୁ ଏପର୍ଯ୍ୟନ୍ତ ବିଜୁଳି ନାହିଁ। ଗାଁ ଲୋକେ ଏବେ ମଧ୍ୟ ଅନ୍ଧାରରେ ଅଛନ୍ତି। ଘରେ ଲାଗିଥିବା ବିଦ୍ୟୁତ ସରଞ୍ଜାମ ଗୁଡ଼ିକ ନଷ୍ଟ ହେବାକୁ ବସିଲାଣି। ବିଜୁଳି କଟିବା ସମ୍ପର୍କରେ ଗାଁ ଲୋକେ କିଛି କହିପାରୁନଥିବା ବେଳେ ଡିବିରି ଆଲୁଅ ସେମାନଙ୍କ ପାଇଁ ଏକ ମାତ୍ର ସାହା ଭରସା ହୋଇପଡ଼ିଛି। ଅନ୍ୟପକ୍ଷରେ ଗାଁରେ ଲାଗିଥିବା ସୋଲାର ଲାଇଟ୍‌ କେବେଠୁ ଅଚଳ ହୋଇଯାଇଛି।

ସ୍ୱାସ୍ଥ୍ୟ ସେବା କଥା ନ ହିକାବା ଭଲ। କୌଣସି ଲୋକ ରୋଗରେ ଆକ୍ରାନ୍ତ ହେଲେ ୩ କିମି ଦୂର ଖଟିଆରେ ବୋହି ଆଣିବାକୁ ପଡ଼େ। ରାସ୍ତା ନଥିବାରୁ ସରକାରଙ୍କ ୧୦୮ ଓ ୧୦୬ ଆମ୍ୱୁଲାନ୍ସ ସେବା ଗାଁ ଲୋକଙ୍କ ପାଖରେ ପହଞ୍ଚି ପାରେନି।

bargarh1ଏ ସମ୍ପର୍କରେ ଉକ୍ତ ଗାଁର ମଧୁସୂଦନ ପଟେଲ କହିଛନ୍ତି, “ଆମ ଗାଁକୁ ଯିବା ପାଇଁ ରାସ୍ତା ନଥିଲା। ପ୍ରଶାସନଠାରୁ ନିରାଶ ହୋଇ ଆମେ ସମସ୍ତେ ଶ୍ରମ ଦାନ କରି ରାସ୍ତା ନିର୍ମାଣ କଲୁ। ବିଜୁଳି, ପାନୀୟ ଜଳ ଓ ସ୍ୱାସ୍ଥ୍ୟା ସେବା ନଥିବାରୁ ଲୋକେ ନାନା ଅସୁବିଧାରେ ପଡ଼ୁଛନ୍ତି।”

ଗାଁର ବୈଷ୍ଣବ ହାତୀ କହିଛନ୍ତି, “ରାସ୍ତା ଖରାପ, ପାଣି ବ୍ୟବସ୍ଥା ନାହିଁ। ଜଙ୍ଗଲି ରାସ୍ତା ଦେଇ ଯିବାଆସିବା କରୁଛୁଁ। ବାରମ୍ବାର ଅଭିଯୋଗ ସତ୍ତ୍ୱେ କେହି ଶୁଣୁନାହାନ୍ତି”।

ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବାସୁଦେବ ରାୟ କହିଛନ୍ତି, “ଦୀର୍ଘ ୫ ବର୍ଷ ଧରି ଏଠାରେ ମୁଁ ଶିକ୍ଷକତା କରୁଛି। ୫ଟି ଶ୍ରେଣୀ ପାଇଁ ଜଣେ ଶିକ୍ଷକ ଥିଲେ। ବହୁ ଅସୁବିଧା ହେଉଥିବାରୁ ଏବେ ଆଉ ଜଣେ ଶିକ୍ଷକ ଏଠାରେ ନିଯୁକ୍ତି ଦିଆଯାଇଛି।”

ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ରଥ କହିଛନ୍ତି, “ଦୁର୍ଗମ ଗାଁ ଗୁଡ଼ିକର ସମସ୍ୟା ସମାଧାନ ପାଇଁ ଏକ ବୈଠକ ବସିଥିଲା। ବୈଠକରେ ଦେଖୁଲିଆ ଗାଁର ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଛି, ଯଥାଶୀଘ୍ର ସମାଧାନ କରାଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story