ନୂଆଖାଇରେ ଗଛପତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ

ବଲାଙ୍ଗିର: ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଖାଇ। ନିଜର କଷ୍ଟୋପାର୍ଜିତ ବର୍ଷର ପ୍ରଥମ ଶସ୍ୟକୁ ଇଷ୍ଟ ଦେବୀଙ୍କଠାରେ ଅର୍ପଣ କରି ପଶ୍ଚିମ ଓଡ଼ିଶାବାସୀ ନିଜ ପରିବାରର ସୁରକ୍ଷା ପାଇଁ ମା’ଙ୍କୁ ଗୁହାରି କରନ୍ତି। ସମଗ୍ର ପଶ୍ଚିମ ଓଡ଼ିଶାରେ ନୂଆଖାଇ ପାଳନର ମହତ୍ତ୍ୱ ଓ ବୈଶିଷ୍ଠ୍ୟ ଏକା ପ୍ରକାର ହୋଇଥିଲେ ମଧ୍ୟ ପୂଜା ବିଧିରେ ଭିନ୍ନତା ରହିଛି। ବିଭିନ୍ନ ଜାତିର ଲୋକେ ମା’ଙ୍କ ପାଖରେ ଭିନ୍ନ ଭିନ୍ନ ଗଛର ପତ୍ରରେ ନବାନ୍ନ ଲାଗି କରୁଥିବା ଦେଖିବାକୁ ମିଳିଥାଏ। ଏପରି […]

Nuakhai2

Nuakhai2

Rakesh Mallick
  • Published: Thursday, 01 September 2016
  • Updated: 07 September 2016, 09:32 AM IST

Nuakhaiବଲାଙ୍ଗିର: ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଖାଇ। ନିଜର କଷ୍ଟୋପାର୍ଜିତ ବର୍ଷର ପ୍ରଥମ ଶସ୍ୟକୁ ଇଷ୍ଟ ଦେବୀଙ୍କଠାରେ ଅର୍ପଣ କରି ପଶ୍ଚିମ ଓଡ଼ିଶାବାସୀ ନିଜ ପରିବାରର ସୁରକ୍ଷା ପାଇଁ ମା’ଙ୍କୁ ଗୁହାରି କରନ୍ତି। ସମଗ୍ର ପଶ୍ଚିମ ଓଡ଼ିଶାରେ ନୂଆଖାଇ ପାଳନର ମହତ୍ତ୍ୱ ଓ ବୈଶିଷ୍ଠ୍ୟ ଏକା ପ୍ରକାର ହୋଇଥିଲେ ମଧ୍ୟ ପୂଜା ବିଧିରେ ଭିନ୍ନତା ରହିଛି। ବିଭିନ୍ନ ଜାତିର ଲୋକେ ମା’ଙ୍କ ପାଖରେ ଭିନ୍ନ ଭିନ୍ନ ଗଛର ପତ୍ରରେ ନବାନ୍ନ ଲାଗି କରୁଥିବା ଦେଖିବାକୁ ମିଳିଥାଏ। ଏପରି କି ଭିନ୍ନ ଭିନ୍ନ ପ୍ରଜାତିର ପତ୍ରରେ ସେମାନେ ନବାନ୍ନ ଭକ୍ଷଣ କରିବାର ପରମ୍ପରା ରହିଛି।

ପଶ୍ଚିମ ଓଡ଼ିଶାରେ ବିଭିନ୍ନ ଜାତିର ଲୋକେ ବାସବାସ କରୁଥିବା ପଶ୍ଚିମ ଓଡ଼ିଶାରେ  ନୂଆଖାଇ ପାଳନ ପାଇଁ ଭିନ୍ନ ଭିନ୍ନ ଗଛର ପତ୍ରକୁ ବ୍ୟବହାର କରାଯାଇଥାଏ। କୋରେଇ, ପଳାଶ, ମହୁଲ, ସରଗି, ସିଆଁଭି, ଶାଳ, କେନ୍ଦୁ ପ୍ରମୁଖ ଗଛର ପତ୍ର ବ୍ୟବହାର କରାଯାଇଥାଏ। କୁଲିତା, ଗୌଡ଼, ବ୍ରାହ୍ମଣ, ଭୁଲିଆ, ଧୋବା, ତେଲି, କେଉଟ ପ୍ରମୁଖ ଜାତିର ଲୋକେ ବିଭିନ୍ନ ଗଛର ପତ୍ରରେ ନବାନ୍ନ ଭକ୍ଷଣ କରିଥାନ୍ତି। ଅନ୍ୟ ଦିନରେ ଏହି ଗଛର ପତ୍ର ଗୁଡ଼ିକୁ ପଚାରୁ ନ ଥିବା ବେଳେ ନୂଆଖାଇ ସମୟରେ ଏହାର ମହତ୍ୱ ବଢିଯାଏ। ବିଜ୍ଞାନ ଯୁଗରେ ବିଭିନ୍ନ ପ୍ରକାର ସାମଗ୍ରୀ ଉପଲବ୍ଧ ହେଉଥିଲେ ମଧ୍ୟ ନୂଆଖାଇ ଦିନ ପତ୍ରରେ ନବାନ୍ନ ଭକ୍ଷଣ ପରମ୍ପରା କେଉଁ କାଳରୁ ରହି ଆସିଛି।

Nuakhai1ଶହଶହ ବର୍ଷ ପୂର୍ବରୁ ପଶ୍ଚିମ ଓଡ଼ିଶାର ଆଦିବାସୀମାନେ କୃଷି ସହିତ ଜଙ୍ଗଲ ଉପରେ ନିର୍ଭର କରୁଥିଲେ। ଧନଜୀବନ, ଖାଦ୍ୟଶସ୍ୟର ସୁରକ୍ଷା ତଥା ସଂସ୍କୃତି, ଧର୍ମ ଓ ପରମ୍ପରା ରକ୍ଷା ପାଇଁ ନିଜର ନୀତି ନିୟମ ସୃଷ୍ଟି କରିଥିଲେ। ସେହି ସମୟରେ ପତ୍ରରେ ଖାଦ୍ୟ ଭକ୍ଷଣ ଓ ଅନ୍ୟାନ୍ୟ କାର୍ଯ୍ୟ ସମ୍ପାଦିତ କରୁଥିଲେ। ନୂଆଖାଇ ପାଳନ ସମୟରେ ଗଛର ପତ୍ରରେ  ନିଜର ଇଷ୍ଟଦେବାଦେବୀଠାରେ ନବାନ୍ନ ଲାଗି ଓ ଭକ୍ଷଣ କରିବାର ପରମ୍ପରା ସୃଷ୍ଟି କଲେ। ସେବେଠାରୁ ଏପର୍ଯ୍ୟନ୍ତ ଏହି ପରମ୍ପରା ଚାଲି ଆସୁଛି।

ଗଛର ପତ୍ର ସହ ନୂଆଖାଇ ପାଳନର ସମ୍ପର୍କ ନିବିଡ଼ ଥିବା ଗବେଷକ, ବୈଜ୍ଞାନିକ, ଉଦ୍ଭିଦ ବିଜ୍ଞାନୀମାନେ ସ୍ୱୀକାର କରିଛନ୍ତି। ଏହି ଗଛର ପତ୍ରରେ ରୋଗ ଓ ଜୀବାଣୁ ନାଶକ ଶକ୍ତି ରହିଛି। ସେଥିପାଇଁ ପତ୍ରରେ ଅନ୍ନ ଖାଇବାକୁ କୁହାଯାଏ।

ଏ ସମ୍ପର୍କରେ ସୁବଳ ସାହୁ କହିଛନ୍ତି, “ନୂଆଖାଇ ପାଇଁ କୋରେଇ ପତ୍ର ନେବାକୁ ବଜାରକୁ ଆସିଛି। ଏହି ପତ୍ରଟା ନ ହେଲେ ନୂଆଖାଇ ହେବନି।”

ଧନୀରାମ ମେହେର କହିଛନ୍ତି, “ଓଡ଼ିଶାର ବଡ଼ ପର୍ବ ହେଉଛି ନୂଆଖାଇ। ଏହି ପର୍ବରେ ବ୍ୟବହାର ହେଉଥିବା ପତ୍ର ଗୁଡ଼ିକୁ ମୁଁ ଜଙ୍ଗଲରୁ ତୋଳି ବଜାରରେ ବିକ୍ରି କରୁଛି।”

ମନୋରଞ୍ଜନ କହିଛନ୍ତି, “ପଶ୍ଚିମ ଓଡିଶାରେ ବିଭିନ୍ନ ଜାତି ଲୋକେ ବାସ କରୁଛନ୍ତି। ଏହି ପର୍ବରେ କୁଡେଇ, ମହୁଲ ପ୍ରମୁଖ ବିଭିନ୍ନ ପତ୍ରରେ ଖଲି ଓ ଦନା ତିଆରି କରି ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ କରିଥାନ୍ତି।  କାହିଁ କେଉଁ କାଳରୁ ଏହି ପର୍ବ ପାଳିତ ହୋଇଆସୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story