ପ୍ରକୃତିର ସୌନ୍ଦର୍ଯ୍ୟ ସହ ଚିତ୍ରକଳାରେ ଭରପୁର କେରଳ

ଭୁବନେଶ୍ୱର: ଯଦି ଆପଣ ଜଣେ କଳାପ୍ରେମୀ ତେବେ ନିଜର ଛୁଟି ଏପରି ଏକ ଜାଗାରେ ଅତିବାହିତ କରିବାକୁ ଚାହାଁନ୍ତି ଯେଉଁଠି ପ୍ରକୃତିର ସୌନ୍ଦର୍ଯ୍ୟ ବି ଥିବ ଓ ସ୍ଥାନୀୟ ଅଞ୍ଚଳର କଳା ଓ ପରମ୍ପରା ଭରି ରହିଥିବ। ତେବେ ଆପଣଙ୍କ ପାଇଁ କେରଳ ହିଁ ହେବ ସବୁଠାରୁ ଉପଯୁକ୍ତ ସ୍ଥାନ। କେରଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ। ପ୍ରକୃତିର ଏହି ସୌନ୍ଦର୍ଯ୍ୟ ଯେ କେବଳ ପର୍ଯ୍ୟଟକମାନଙ୍କୁ ମୁଗ୍ଧ ଓ ଆକୃଷ୍ଟ କରେ ତା ନୁହେଁ, କେରଳବାସୀଙ୍କ ପାରମ୍ପରା ଏ‍ବଂ […]

kerala-2

kerala-2

Rakesh Mallick
  • Published: Sunday, 18 September 2016
  • Updated: 27 April 2017, 05:33 PM IST

Sports

Latest News

keralaଭୁବନେଶ୍ୱର: ଯଦି ଆପଣ ଜଣେ କଳାପ୍ରେମୀ ତେବେ ନିଜର ଛୁଟି ଏପରି ଏକ ଜାଗାରେ ଅତିବାହିତ କରିବାକୁ ଚାହାଁନ୍ତି ଯେଉଁଠି ପ୍ରକୃତିର ସୌନ୍ଦର୍ଯ୍ୟ ବି ଥିବ ଓ ସ୍ଥାନୀୟ ଅଞ୍ଚଳର କଳା ଓ ପରମ୍ପରା ଭରି ରହିଥିବ। ତେବେ ଆପଣଙ୍କ ପାଇଁ କେରଳ ହିଁ ହେବ ସବୁଠାରୁ ଉପଯୁକ୍ତ ସ୍ଥାନ। କେରଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ। ପ୍ରକୃତିର ଏହି ସୌନ୍ଦର୍ଯ୍ୟ ଯେ କେବଳ ପର୍ଯ୍ୟଟକମାନଙ୍କୁ ମୁଗ୍ଧ ଓ ଆକୃଷ୍ଟ କରେ ତା ନୁହେଁ, କେରଳବାସୀଙ୍କ ପାରମ୍ପରା ଏ‍ବଂ କଳା ମଧ୍ୟ ଖୁବ ଆକର୍ଷଣୀୟ। ଏଇଠି ହିଁ ରହିଛି ଚାରୁକଳା ପ୍ରଦର୍ଶନ ଗୃହ ଏବଂ ସଂଗ୍ରହାଳୟ।

ତେବେ ଆସନ୍ତୁ ବୁଲି ଯିବା କେରଳର ଏମିତି କିଛି ସ୍ଥାନ ଯେଉଁଠି ଦେଖିବାକୁ ମିଳିଥାଏ ସମୃଦ୍ଧ ଚିତ୍ରକଳା।

କୋଚି: ଏହି ସ୍ଥାନଟି ନିଜର କଳାତ୍ମକ ପରିବେଶ ପାଇଁ ବେଶ ପ୍ରସିଦ୍ଧ। ଏଠାରେ ଆପଣ ବହୁ ପ୍ରତିଷ୍ଠିତ କଳାକାରଙ୍କ ଦ୍ୱାରା ଚିତ୍ରିତ କଳାକୃତିର ମଜା ନେଇପାରିବେ । ଏହାର ପରିବେଶରେ ଥରେ ପ୍ରବେଶ କରିଲେ ସମୟର ହିସାବ ରଖି ହୁଏ ନାହିଁ । ଫୋର୍ଟ କୋଚିର ବରଘର ଷ୍ଟ୍ରିଟ୍‌ରେ ରହିଛି ଏହା। ସକାଳ ୮.୩୦ ମିନିଟ୍‌ରୁ ରାତି ୧୦ଟା ପର୍ଯ୍ୟନ୍ତ ଏହା ଖୋଲା ରହେ।

kerala2ଥିରୁଅନନ୍ତପୁରମ୍‌: ଏଠାରେ ଥିବା ଶ୍ରୀ ଚିତ୍ରା ଆର୍ଟ ଗ୍ୟାଲେରୀରେ ଆପଣଙ୍କୁ ମିଳିବ ବିଭିନ୍ନ ଖ୍ୟାତି ସମ୍ପନ୍ନ ଚିତ୍ରଶିଳ୍ପୀ ତଥା ରାଜା ରବି ବର୍ମା, ନିକୋଲାସ, ଜାମିନି ରଏ ଏବଂ ରବିନ୍ଦ୍ରନାଥ ଟାଗୋରଙ୍କ ଚିତ୍ରକଳା। ଏହାବ୍ୟତୀତ ଏଠାରେ ଅନ୍ତର୍ଜାତୀୟ ସ୍ତରର ପାଣ୍ଡୁଲିପି ମଧ୍ୟ ଦେଖିବାକୁ ମିଳିଥାଏ। ସୁରୟକାନ୍ତି ରୋଡରେ ରହିଛି ଏହି ଆର୍ଟ ଗ୍ୟାଲେରୀ। ସକାଳ ୧୦ ଟାରୁ ସନ୍ଧ୍ୟା ସାଢେ ୪ଟା ପର୍ଯ୍ୟନ୍ତ ଏହା ଖୋଲା ରହିଥିଏ।

ଡାଭିଡ୍ ହଲ ଆର୍ଟ ଗ୍ୟାଲେରୀ: ଏହା ଏକ ପୁରୁଣା ଏକ ମହଲା ଘର। ଯାହାକୁ ନୂଆ ରୂପ ଦିଆଯାଇଛି। ଏଠାରେ ଏକ କାଫେ ମଧ୍ୟ ରହିଛି, ଯେଉଁଠି ଆପଣ ପିଜ୍ଜାର ମଜା ନେଇପାରିବେ। ଏହା ଏକ ଏପରି ମଞ୍ଚ ଯେଉଁଠି ନୂଆ କରି ଚିତ୍ରକଳା ଦୁନିଆରେ ପାଦ ରଖୁଥିବା ଯୁବଗୋଷ୍ଠୀଙ୍କ କଳାକୁ ସମ୍ମାନ ଦିଆଯାଇ ପ୍ରଦର୍ଶନ କରାଯାଏ। ଫୋର୍ଟ କୋଚିର ପାରେଡେ ଗ୍ରାଉଣ୍ଡରେ ଏହା ରହିଛି। ମଧ୍ୟାହ୍ନ ୧୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହା ଖୋଲା ରହିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story