ବଡ଼େ ମିଆଁ ତୋ ବଡ଼େ ମିଆଁ, ଛୋଟେ ମିଆଁ ଶୁଭାନ୍ ଆଲ୍ହା

ଲକ୍ଷ୍ନୌ: ମୁଲାୟମ ସିଂହ ଯାଦବଙ୍କ ଅଧା ପରିବାର ରାଜନୀତିରେ ସକ୍ରିୟ। ଏଥିରେ ତାଙ୍କ ଆଉ ଜଣେ ପୁଅ ପ୍ରତୀକ ଯାଦବ ସାମିଲ ହେବେ ବୋଲି ଶୁଣିବାକୁ ମିଳୁଛି। ପ୍ରତୀକ ରାଜନୀତିକୁ ଆସନ୍ତୁ ବୋଲି ତାଙ୍କ ମା’ ସାଧନା ଯାଦବ ଚାହୁଁଛନ୍ତି। ନିକଟରେ ଏକ ସାକ୍ଷାତକାର ବେଳେ ସେ ନିଜର ଏହି ଇଚ୍ଛା ଜାହିର କରିଥିଲେ। ପ୍ରତୀକ ହେଉଛନ୍ତି ଉତ୍ତର ପ୍ରେଦଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସାନଭାଇ। ଅଖିଳେଶ ମୁଖ୍ୟମନ୍ତ୍ରୀ ହୋଇଥିଲେ ହେଁ ଧନସଂପତ୍ତିରେ ପ୍ରତୀକଙ୍କ ଠାରୁ ସେ […]

akhilesh

akhilesh

Rakesh Mallick
  • Published: Thursday, 09 March 2017
  • Updated: 09 March 2017, 05:53 PM IST

Sports

Latest News

ଲକ୍ଷ୍ନୌ: ମୁଲାୟମ ସିଂହ ଯାଦବଙ୍କ ଅଧା ପରିବାର ରାଜନୀତିରେ ସକ୍ରିୟ। ଏଥିରେ ତାଙ୍କ ଆଉ ଜଣେ ପୁଅ ପ୍ରତୀକ ଯାଦବ ସାମିଲ ହେବେ ବୋଲି ଶୁଣିବାକୁ ମିଳୁଛି। ପ୍ରତୀକ ରାଜନୀତିକୁ ଆସନ୍ତୁ ବୋଲି ତାଙ୍କ ମା’ ସାଧନା ଯାଦବ ଚାହୁଁଛନ୍ତି। ନିକଟରେ ଏକ ସାକ୍ଷାତକାର ବେଳେ ସେ ନିଜର ଏହି ଇଚ୍ଛା ଜାହିର କରିଥିଲେ। ପ୍ରତୀକ ହେଉଛନ୍ତି ଉତ୍ତର ପ୍ରେଦଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସାନଭାଇ। ଅଖିଳେଶ ମୁଖ୍ୟମନ୍ତ୍ରୀ ହୋଇଥିଲେ ହେଁ ଧନସଂପତ୍ତିରେ ପ୍ରତୀକଙ୍କ ଠାରୁ ସେ ବହୁ ପଛରେ। ପ୍ରତୀକ ତାଙ୍କ ବଡ଼ ଭାଇଙ୍କଠଶରୁ ୭ ଗୁଣା ଅଧିକ ଧନୀ। ଅଖିଳେଶଙ୍କ ମୋଟ ସଂପତ୍ତିର ପରିମାଣ ୯ କୋଟି ଟଙ୍କା ହୋଇଥିବା ବେଳେ ପ୍ରତୀକଙ୍କ ଏକ କାର୍‌ର ମୂଲ୍ୟ କେବଳ ୫.୨୫ କୋଟି ଟଙ୍କା। ଅଖିଳେଶ କେବଳ ରାଜନୀତି ଓ ଚାଷବାସରୁ ଆୟ କରନ୍ତି। କିନ୍ତୁ ପ୍ରତୀକଙ୍କର ରିୟଲ ଇଷ୍ଟେଟ୍‌ ବ୍ୟବସାୟ ଅଛି। ୨୦୧୨ରେ ଅଖିଳେଶଙ୍କ ବାର୍ଷିକ ଆୟ ଥିଲା ୨୧ ଲକ୍ଷ ଟଙ୍କା। ଅନ୍ୟପକ୍ଷରେ ପ୍ରତୀକଙ୍କ ବାର୍ଷିକ ଆୟ ୧.୪୭ କୋଟି ଟଙ୍କା। ଚାଷ ଓ ଜମିଜମା କ୍ଷେତ୍ରରେ ବି ପ୍ରତୀକ ଆଗରେ ରହିଛନ୍ତି। ଅଖିଳେଶଙ୍କ ଜମି ଓ ଫାର୍ମର ମୂଲ୍ୟ ୨.୧୩ କୋଟି ଟଙ୍କା ହୋଇଥିବା ବେଳେ ପ୍ରତୀକଙ୍କ ଏହି ସଂପତ୍ତିର ମୂଲ୍ୟ ୩ କୋଟିରୁ ଅଧିକ।

ଅଖିଳେଶ ଓ ପ୍ରତୀକଙ୍କ ମଧ୍ୟରେ ଆଉ ଗୋଟିଏ କଥା ସମାନ। ଉଭୟ ପତ୍ନୀ ରାଜନୀତିରେ ଅଛନ୍ତି। ଅଖିଳେଶଙ୍କ ପତ୍ନୀ ଡିମ୍ପଲ୍ ଏବେ ଲୋକସଭା ସାଂସଦ ଅଛନ୍ତି। ପ୍ରତୀକଙ୍କ ପତ୍ନୀ ଅପର୍ଣ୍ଣା ଚଳିତ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story