କର୍ମକ୍ଷେତ୍ରରେ ଯୌନ ଶୋଷଣ: ଲଜ୍ଜା ଭୟରେ ୬୯% ଖୋଲୁ ନାହାଁନ୍ତି ମୁହଁ

ଦିଲ୍ଲୀ:କର୍ମକ୍ଷେତ୍ରରେ ଯୌନ ଶେ।ଷଣର ଶିକାର ହେଉଥିବା ୬୯ପ୍ରତିଶତ ମହିଳା ମ୍ୟାନେଜମେଣ୍ଟ ଆଗରେ ଅଭିଯେ।ଗ କରିନଥାନ୍ତି । ଭାରତରେ ଯୈ।ନ ଶେ।ଷଣର ଶିକାର ହେଉଥିବା ମହିଳାମାନଙ୍କ ପାଇଁ ଅଭିଯୁକ୍ତଙ୍କୁ କଠେ।ର କାର୍ଯ୍ୟାନୁଷ୍ଠାନର ନିୟମ ଥିବା ବେଳେ ଅଧିକାଂଶ ସମୟରେ ମହିଳାମାନେ ଲଜ୍ଜା ଭୟରେ ଅଭିଯେ।ଗ କରିବା ପାଇଁ  ସାହାସ କରିନଥାନ୍ତି ବେ।ଲି ଏକ ସର୍ଭେ ରିପେ।ର୍ଟରୁ ପ୍ରକାଶ ପାଇଛି । ୬ହଜାର୪୬  ଜଣ ମହିଳା ଓ ପୁରୁଷ ଓ ୪୫ ଜଣ ପୀଡିତାଙ୍କୁ ନେଇ ଭାରତୀୟ ରାଷ୍ଟ୍ରୀୟ ବାର […]

sex_harassment-office

sex_harassment-office

Rakesh Mallick
  • Published: Wednesday, 08 March 2017
  • Updated: 09 March 2017, 10:23 AM IST

Sports

Latest News

ଦିଲ୍ଲୀ:କର୍ମକ୍ଷେତ୍ରରେ ଯୌନ ଶେ।ଷଣର ଶିକାର ହେଉଥିବା ୬୯ପ୍ରତିଶତ ମହିଳା ମ୍ୟାନେଜମେଣ୍ଟ ଆଗରେ ଅଭିଯେ।ଗ କରିନଥାନ୍ତି । ଭାରତରେ ଯୈ।ନ ଶେ।ଷଣର ଶିକାର ହେଉଥିବା ମହିଳାମାନଙ୍କ ପାଇଁ ଅଭିଯୁକ୍ତଙ୍କୁ କଠେ।ର କାର୍ଯ୍ୟାନୁଷ୍ଠାନର ନିୟମ ଥିବା ବେଳେ ଅଧିକାଂଶ ସମୟରେ ମହିଳାମାନେ ଲଜ୍ଜା ଭୟରେ ଅଭିଯେ।ଗ କରିବା ପାଇଁ  ସାହାସ କରିନଥାନ୍ତି ବେ।ଲି ଏକ ସର୍ଭେ ରିପେ।ର୍ଟରୁ ପ୍ରକାଶ ପାଇଛି । ୬ହଜାର୪୬  ଜଣ ମହିଳା ଓ ପୁରୁଷ ଓ ୪୫ ଜଣ ପୀଡିତାଙ୍କୁ ନେଇ ଭାରତୀୟ ରାଷ୍ଟ୍ରୀୟ ବାର ଆସେ।ସିଏସନ ପକ୍ଷରୁ ୨୦୧୬ ଏପ୍ରିଲରୁ ଅକ୍ଟେ।ବର ମାସ ପର୍ଯ୍ୟନ୍ତ ଏକ ସର୍ଭେ କରାଯାଇଥିଲା । ଅଧିକାଂଶ ଆଇଟି,ମିଡିଆ ଶିକ୍ଷା, ସ୍ୱାସ୍ଥ୍ୟ, କୃଷିକ୍ଷେତ୍ରରେ କାମ କରୁଥିବା ମହିଳାମାନଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ମୁମ୍ବାଇ,କେ।ଲକାତ, ହାଇଦ୍ରାବାଦ, ବାଙ୍ଗାଲେ।ର,ଦିଲ୍ଲୀ ସହ ଅନ୍ୟକିଛ ସହରରେ ଥିବା ମହିଳାଙ୍କୁ ନେଇ ହେ।ଇଥିବା ସର୍ଭେରେ କର୍ମକ୍ଷେତ୍ରରେ ସେମାନେ ଯୈ।ନ ଶେ।ଷଣର ଶିକାର ହେଉଥିବ କହିଛନ୍ତି । ଯଥାଶିଘ୍ର ଦେ।ଷୀକୁ ଦଣ୍ଡ, ମହଳିଙ୍କୁ ସଚେତନ ତଥା ବିଭନ୍ନ କାର୍ଯ୍ୟାଳୟରେ ଏକ ଗୁପ୍ତ ଅଭିଯେ।ଗ କମିଟି ଗଠନ କରାଗଲେ ଯୌନ ଶେ।ଷଣକୁ ରେ।କାଯାଇପାରିବ ବେ।ଲି କୁହାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos