ମୃତ୍ୟୁ କ'ଣ? କେଉଁ ସମୟରେ ମୃତ୍ୟୁ ଆସେ? ମୃତ୍ୟୁ ପରେ କଣ ହୁଏ? ମୃତ୍ୟୁର ଅନୁଭବ କିପରି ? ପୂର୍ବ ଜନ୍ମ ର ସତ୍ୟତା ଅଛି କି ନାହିଁ ଏହି ସବୁ ପ୍ରଶ୍ନ ଅନେକ ସମୟରେ ମନରେ ଉଙ୍କି ମାରେ। ନିଜ ଜ୍ଞାନ ବଳରେ ମୃତ୍ୟୁର ରହସ୍ୟ ବିଷୟରେ ପରମ ପୁଜ୍ୟ ଦାଦାଶ୍ରୀ ଅନାବୃତ କରିଛନ୍ତି।
ମଣିଷର କ'ଣ ପୁନର୍ଜନ୍ମ ନିଏ? ଏହାକୁ ନେଇ କେତେ ସତ୍ୟତା ରହିଛି? ଡାରୱିନଙ୍କ ଉତ୍ପତିର ନିୟମ ଅନୁସାରେ ଜୀବନ ଏକ କୋଷିୟ ଜୀବରୁ ଆରମ୍ଭ ହୋଇ ମନୁଷ୍ୟ ହେବା ପର୍ଯ୍ୟନ୍ତ ବିକସିତ ହୋଇଥାଏ। ଏହି ବିଷୟରେ କୌଣସି ସୂଚନା ମିଳିପାରିନାହିଁ ଯେ ମୃତ୍ୟୁପରେ କଣ ହୋଇଥାଏ। ଦାଦାଶ୍ରୀଙ୍କ ମତ ଅନୁସାରେ ଆତ୍ମାର ଅସ୍ତିତ୍ୱ ଅଛି ଏହାର ବିଶ୍ୱାସ କରିବାକୁ ହେବ। ଆତ୍ମାର ସ୍ୱରୂପ ବୁଝିଗଲେ ଏହାର ରହସ୍ୟ ବଝିବାକୁ ସହଜ ହେବ। ଆତ୍ମା ମରେନାହିଁ । ଯେଉଁ ପର୍ଯ୍ୟନ୍ତ ଆତ୍ମାଭାବ କୁ ବୁଝି ପାରିବେ ନାହିଁ ସେ ଯାଏଁ ମୃତ୍ୟୁର ଭୟ ଲାଗି ରହିବ। ମୃତ୍ୟୁର ସମସ୍ତ ତଥ୍ୟ ମନକୁ ମିଳିଗଲେ ମନରେ ଥିବା ସମସ୍ତ ଡର ଦୂରେଇଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଷ୍ଟେଜ୍-୪ କ୍ୟାନସରକୁ ହରାଇଲେ ସିଦ୍ଧୁଙ୍କ ପତ୍ନୀ, ଖାଉଥିଲେ ଏହି ସବୁ ଖାଦ୍ୟ
ବିନା ଖର୍ଚ୍ଚରେ କିଛି ପ୍ରାକୃତିକ ଖାଦ୍ୟ ଖାଇ କ୍ୟାନସରକୁ ପ୍ରତିହତ କରିଛନ୍ତି ସିଦ୍ଧୁଙ୍କ ପତ୍ନୀ।
Food
ଗଜା ମୁଗର ଫାଇଦା; ଚର୍ମକୁ କରେ ଚିକ୍କଣ, ହୃଦୟକୁ ରଖେ ସୁସ୍ଥ
ପ୍ରତିଦିନ ସକାଳେ ଗଜା ମୁଗ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ।
Food
ଗୁରୁବାରରେ ଘରେ ତିଆରି କରନ୍ତୁ ବାଦାମ ଚିକ୍କି
ଆଜି ଘରେ ଏହାକୁ ବନାନ୍ତୁ । ନିଜେ ଖାଆନ୍ତୁ ଓ ଘର ପରିବାର ଲୋକଙ୍କୁ ପରଷନ୍ତୁ।
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...