ଏବେବି ବଞ୍ଚିଛି ଏମିତି ବିଶ୍ୱାସ; ବର୍ଷା ପାଇଁ ଯୁବକଙ୍କୁ ଯୁବକଙ୍କ ସହ କଲେ ବାହା

ବେଙ୍ଗଲୁରୁ: ଲୋକମାନେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଝିଅର ବିବାହ ଗଛ, ଛେଳି ଓ କୁକୁର ସହିତ କରିଥାନ୍ତି ବୋଲି ଆମେ ଶୁଣିଛୁ। କିନ୍ତୁ  କର୍ଣ୍ଣାଟକର ମାଙ୍ଗାଲୁର ସ୍ଥିତ ମହାଦେଶ୍ୱରାରେ ଗାଁ ଲୋକେ ଭଲ ବର୍ଷା ପାଇଁ ଜଣେ  ଯୁବକଙ୍କ ସହ ଆଉ ଜଣେ ଯୁବକଙ୍କୁ ବିବାହ କରାଇଛନ୍ତି। ସ୍ଥାନୀୟ ଲୋକେ କହିଛନ୍ତି, ଯୁବକ ସହ ଯୁବକ ବିବାହ କଲେ ଭଲ ବର୍ଷା ହୋଇଥାଏ ଓ ଗାଁର ସମୃଦ୍ଧି ହୋଇଥାଏ।  ଏହା ସେମାନଙ୍କର ବିଶ୍ୱାସ। ଏହି ବିବାହରେ ଗାଁର […]

indian-wedding-9

indian-wedding-9

Rakesh Mallick
  • Published: Sunday, 12 March 2017
  • Updated: 12 March 2017, 12:04 PM IST

Sports

Latest News

ବେଙ୍ଗଲୁରୁ: ଲୋକମାନେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଝିଅର ବିବାହ ଗଛ, ଛେଳି ଓ କୁକୁର ସହିତ କରିଥାନ୍ତି ବୋଲି ଆମେ ଶୁଣିଛୁ। କିନ୍ତୁ  କର୍ଣ୍ଣାଟକର ମାଙ୍ଗାଲୁର ସ୍ଥିତ ମହାଦେଶ୍ୱରାରେ ଗାଁ ଲୋକେ ଭଲ ବର୍ଷା ପାଇଁ ଜଣେ  ଯୁବକଙ୍କ ସହ ଆଉ ଜଣେ ଯୁବକଙ୍କୁ ବିବାହ କରାଇଛନ୍ତି।

ସ୍ଥାନୀୟ ଲୋକେ କହିଛନ୍ତି, ଯୁବକ ସହ ଯୁବକ ବିବାହ କଲେ ଭଲ ବର୍ଷା ହୋଇଥାଏ ଓ ଗାଁର ସମୃଦ୍ଧି ହୋଇଥାଏ।  ଏହା ସେମାନଙ୍କର ବିଶ୍ୱାସ।

ଏହି ବିବାହରେ ଗାଁର ସମସ୍ତ ଲୋକ ସାମିଲ ହୋଇଥିଲେ। ମହାଶିବରାତ୍ରୀ ଦିନ ଏହି ବିବାହ ସଂପନ୍ନ ହୋଇଥିଲା। ଗାଁ ଲୋକେ ଜଣେ ଯୁବକଙ୍କୁ ଶାଢ଼ି ଓ ଚୁଡ଼ି ପିନ୍ଧାଇ ବୋହୂ ପରି ସଜାଇଥିଲେ। ଅନ୍ୟ ଜଣେ ଯୁବକଙ୍କୁ ବର ବେଶରେ ସଜାଇଥିଲେ।

ବିବାହର ସମସ୍ତ ଖର୍ଚ୍ଚ ଗାଁ ଲୋକେ ଚାନ୍ଦା ଠୁଳାଇ ବହନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story