ସବୁ ରାତିରେ ସାପ ସହିତ ଶୋଉଥିଲେ ମହିଳା, ସେଦିନ କ’ଣ ହେଲା...

ଆପଣ କେବେ ଆପଣଙ୍କ ପୋଷା କୁକୁର ଓ ବିରାଡ଼ିକୁ ନିଜ ସହିତ ବେଡ୍‌ରେ ଶୋଇବାକୁ ଅନୁମତି ଦେଇଛନ୍ତି କି? ବୋଧହୁଏ ହଁ। କିନ୍ତୁ ଆପଣ ଆପଣଙ୍କ ପୋଷା ଅଜଗର ସହିତ କେବେ ବେଡ୍ ସେୟାର କରିଛନ୍ତି କି? ଯଦି ଆପଣଙ୍କ ମଧ୍ୟରୁ କେହି ପଚାରିବେ କିଏ ଅଜଗରକୁ ଘରେ ପୋଷା ମନେଇ ରଖୁଛି, ତା’ହେଲେ ତା’ ଉତ୍ତର ହେଉଛି ଅନେକ ରଖିଛନ୍ତି। ଏହାର ଏକାଧିକ ଉଦାହରଣ ରହିଛି। କିନ୍ତୁ ଏବେ ସୋସିଆଲ୍‌ ମିଡିଆରେ ଏକ ଖବର ଭାଇରାଲ୍‌ […]

snake

snake

Rakesh Mallick
  • Published: Thursday, 02 March 2017
  • Updated: 02 March 2017, 04:30 PM IST

Sports

Latest News

ଆପଣ କେବେ ଆପଣଙ୍କ ପୋଷା କୁକୁର ଓ ବିରାଡ଼ିକୁ ନିଜ ସହିତ ବେଡ୍‌ରେ ଶୋଇବାକୁ ଅନୁମତି ଦେଇଛନ୍ତି କି? ବୋଧହୁଏ ହଁ। କିନ୍ତୁ ଆପଣ ଆପଣଙ୍କ ପୋଷା ଅଜଗର ସହିତ କେବେ ବେଡ୍ ସେୟାର କରିଛନ୍ତି କି? ଯଦି ଆପଣଙ୍କ ମଧ୍ୟରୁ କେହି ପଚାରିବେ କିଏ ଅଜଗରକୁ ଘରେ ପୋଷା ମନେଇ ରଖୁଛି, ତା’ହେଲେ ତା’ ଉତ୍ତର ହେଉଛି ଅନେକ ରଖିଛନ୍ତି। ଏହାର ଏକାଧିକ ଉଦାହରଣ ରହିଛି। କିନ୍ତୁ ଏବେ ସୋସିଆଲ୍‌ ମିଡିଆରେ ଏକ ଖବର ଭାଇରାଲ୍‌ ହୋଇଛି ଯାହାକୁ ପଢ଼ି ସାରିଲା ବେଳକୁ ସତରେ ଦେହ ଶୀତେଇ ଯାଉଛି।

ଜଣେ ମହିଳା ତାଙ୍କ ପୋଷା ଅଜଗର ସହିତ ଏକାଠି ବେଡ୍‌ରେ ଶୁଅନ୍ତି।  ୭ ଫୁଟ୍‌ ଲମ୍ବର ଏହି ଅଜଗରଟି ପ୍ରତି ରାତିରେ ଉକ୍ତ ମହିଳାଙ୍କୁ କୋଳାଇ ଧରି ଶୁଏ। କିନ୍ତୁ ଦିନେ ମହିଳା ଜଣଙ୍କ ଲକ୍ଷ୍ୟ କଲେ ଯେ ସାପଟି କିଛି ଖାଉ ନାହିଁ। ସେ ତାକୁ ଯାହା ବି ଦେଲେ ସେ ଖାଇଲା ନାହିଁ। ଏପରିକି ସାପଟି ତା’ର ଫେଭରିଟ୍ ମୂଷା ଓ ଘୁଷୁରୀ ବି ଖାଇଲା ନାହିଁ। ତେଣୁ ମହିଳା ଜଣଙ୍କ ତାକୁ ଜଣେ ପଶୁ ଚିକିତ୍ସକଙ୍କ ନିକଟକୁ ନେଇଗଲେ।

ସାପଟିକୁ ପରୀକ୍ଷା କରିବା ପରେ ଡାକ୍ତର ଯାହା କହିଲେ ସେଥିରେ ଉକ୍ତ ମହିଳାଙ୍କ ହୋସ୍ ଉଡ଼ିଗଲା। ସେ ପୂରା ଭୟଭୀତ ହୋଇଗଲେ। ଡାକ୍ତ ତାଙ୍କୁ ପୂରା କଥା କହିବା ପୂର୍ବରୁ କିଛି ପ୍ରଶ୍ନ ପଚାରିଥିଲେ।

ଡାକ୍ତର ତାଙ୍କୁ ପଚାରିଲେ,“ସାପଟି ଆପଣଙ୍କ ପାଖରେ ଶୋଉଥିଲା କି?”

ଯେତେବେ ମହିଳା ଜଣଙ୍କ ’ହିଁ’ ବୋଲି ଉତ୍ତର ଦେଲେ ଡାକ୍ତର କହିଲେ,“ଆପଣ ସାପକୁ କୌଣସି ରୋଗ ହୋଇନାହିଁ। ସେ ଆପଣଙ୍କୁ ଗିଳିବାକୁ ଯୋଜନା କରୁଥିଲା।”

ଡାକ୍ତର ଆଉ ଟିକେ ଖୋଲି କି କହିଲେ,“ଆପଣଙ୍କ ଲମ୍ବା ଓ ମୋଟେଇ କେତେ ତାହା ଆକଳନ କରିବା ପାଇଁ ସାପଟି ଆପଣଙ୍କ ସହିତ ଜକାଜକି ହୋଇ ଶୋଉଥିଲା। ଆପଣଙ୍କୁ ସେ ଗିଳି ପାରିବ ନା ନାହିଁ ମାପୁଥିଲା। ଆପଣଙ୍କୁ ଗିଳି ହଜମ କରିବା ପାଇଁ ସେ ଖାଇବା ଛାଡ଼ି ଦେଇ ପେଟକୁ ଖାଲି ରଖୁଥିଲା।”

ଅନେକ ଏହାକୁ ମିଛ ଷ୍ଟୋରୀ କହି ପ୍ରକାଶ କରି ନାହାନ୍ତି। କିଛି ଲୋକ କହୁଛନ୍ତି ଅଜଗର କାହାକୁ ମାପି କି ଗିଳେ ନାହିଁ। ସେମାନେ ଲମ୍ବା ସମୟ ପର୍ଯ୍ୟନ୍ତ ନ ଖାଇ ରହିପାରନ୍ତି। ଏହା ସେମାନଙ୍କର ଅଭ୍ୟାସ।

ଆମକୁ ଜଣାନାହିଁ ଏ ଘଟଣାଟି ସତ କି ନୁହେଁ। ହୋଇପାରେ ସୋସିଆଲ୍ ମିଡିଆରେ ଏହାକୁ ଭାଇରାଲ୍ କରାଯାଇଛି!

ଯାହା ହେଉନା କାହିଁକି, ଆମେ ଆପଣଙ୍କୁ କେବେ ପରାମର୍ଶ ଦେବୁ ନାହିଁ ଗୋଟିଏ ପୋଷା ଅଜଗର ସହିତ ଶୋଇବା ପାଇଁ। ତେଣିକି ଆପଣ ତାକୁ ଯେତିକି ଭଲ ପାଉ ଥାଆନ୍ତୁ ନା କାହିଁକି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story