ଦେଶ
ବିଦେଶ
ଭିଡିଓ
ରାଜନୀତି
ଖେଳ
ମନୋରଂଜନ
ରାଶି ଓ ବାସ୍ତୁ
ଜୀବନଶୈଳୀ
ସ୍ପେଶାଲ୍
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଓଡ଼ିଶା
ଦେଶ
ବିଦେଶ
ଭିଡିଓ
ରାଜନୀତି
ଖେଳ
କ୍ରିକେଟ୍
ମନୋରଂଜନ
ଓଲିଉଡ୍
ବଲିଉଡ୍
ଟେଲି ଦୁନିଆ
ଯଲିଉଡ୍
ରାଶି ଓ ବାସ୍ତୁ
ଜୀବନଶୈଳୀ
ସ୍ୱାସ୍ଥ୍ୟ
ଖାଦ୍ୟ
ସ୍ପେଶାଲ୍
ଅତିଥି ସ୍ତମ୍ଭ
ଦୁର୍ଘଟଣା
Home
Politics
Politics News Updates
Politics
ଯାଜପୁର: ବିଞ୍ଝାରପୁର ପଦାସାହିରେ ବିଷ ପିଇ ଗୋଟିଏ ପରିବାରର ମାଆ ଓ ୨ ଝିଅଙ୍କ ଆତ୍ମହତ୍ୟା ଉଦ୍ୟମ; ଡାକ୍ତରଖାନାରେ ଭର୍ତ୍ତି, ୩ ଦିନ ତଳେ କେରଳରେ ଏକମାତ୍ର ରୋଜଗାରିଆ ପୁଅର ମୃତ୍ୟୁ ପରେ ଭାଙ୍ଗିପଡ଼ିଥିଲେ ସମସ୍ତେ
Thursday, 31 May 2018
Politics
ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ୨ନଂ ଲଞ୍ଚପ୍ୟାଡ୍ରୁ ମଲ୍ଟି ବ୍ୟାରେଲ୍ ରକେଟ୍ ‘ପିନାକ’ର ହେଲା ପରୀକ୍ଷଣ; ସକାଳ ୧୦ଟା ୩୦ରୁ ୪୦ ମଧ୍ୟରେ ଗୋଟିଏ ରାଉଣ୍ଡ ପରୀକ୍ଷଣ, ଗତକାଲି ମଧ୍ୟ ରକେଟ୍ ପିନାକର ପରୀକ୍ଷଣ ହୋଇଥିଲା
Thursday, 31 May 2018
Politics
କାଳବୈଶାଖୀ ବର୍ଷା, ବଜ୍ରପାତ ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ: କୋରାପୁଟ, ମାଲକାନଗିରି ଓ ଗଞ୍ଜାମ ଜିଲ୍ଲାକୁ ଦିନ ୧ଟା ୩୦ ଯାଏଁ ସତର୍କ ରହିବାକୁ ପରାମର୍ଶ
Thursday, 31 May 2018
Politics
ବାରିପଦା: ପାରିବାରିକ କଳହକୁ କେନ୍ଦ୍ର କରି ୧୦ ବର୍ଷର ଝିଅକୁ ନିର୍ମମ ଭାବେ ହତ୍ୟା କଲା ବାପା; କବାଟତାଟି ଦେଇ ବନ୍ଦ ଘରେ ଝିଅକୁ ମାଡ଼ ମାରିବା ପରେ ବେକ କାଟିଲା, ସଦର ଥାନା ଗୋବର୍ଦ୍ଧନଷୋଳ ଗାଁର ଘଟଣା, ବାପା ଗିରଫ
Thursday, 31 May 2018
Politics
ବରଗଡ଼: ପଦ୍ମପୁର ଘେଁସ ନିକଟ ବ୍ରିଜ୍ରେ ପିଟି ହେଲା ପିକ୍ଅପ୍ ଭ୍ୟାନ୍; ଜଣେ ମୃତ, ୪ ଶିଶୁ ସମେତ ୧୬ଗୁରୁତର, ଏମାନେ ନୂଆପଡ଼ା ଜିଲ୍ଲା ବାବୁପାଲି ଅଞ୍ଚଳର, କେନ୍ଦୁପତ୍ର ତୋଳିବାକୁ ଦେବଗଡ଼ ଯାଉଥିଲେ
Thursday, 31 May 2018
Politics
କାଳବୈଶାଖୀ ବର୍ଷା, ବଜ୍ରପାତ ନେଇ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର: ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର,ବୌଦ୍ଧ, ବରଗଡ଼, ସୋନପୁର, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାବାସୀଙ୍କୁ ସକାଳ ସାଢ଼େ ୯ ଯାଏଁ ସତର୍କ ରହିବାକୁ ପରାମର୍ଶ
Thursday, 31 May 2018
Politics
ଅନୁଗୋଳ: ଜରପଡ଼ା ଥାନା ତୁବେ ନିକଟରେ ରାସ୍ତା କଡ଼କୁ ଓଲଟିଲା ବସ୍; ୮ ଜଣ ଆହତ, ଦୁର୍ଘଟଣାଗ୍ରସ୍ତ ବସ୍ରେ ମୋଟ ୨୫ ଜଣ ଯାତ୍ରୀ ଥିବା ସୂଚନା
Thursday, 31 May 2018
Politics
ବରଗଡ଼: ପଦ୍ମପୁର ଘେଁସ ନିକଟ ବ୍ରିଜ୍ରେ ପିଟି ହେଲା ପିକ୍ଅପ୍ ଭ୍ୟାନ୍; ଜଣେ ମୃତ, ୪ ଶିଶୁ ସମେତ ୧୬ଗୁରୁତର, ଏମାନେ ନୂଆପଡ଼ା ଜିଲ୍ଲା ବାବୁପାଲି ଅଞ୍ଚଳର, କେନ୍ଦୁପତ୍ର ତୋଳିବାକୁ ଦେବଗଡ଼ ଯାଉଥିଲେ
Thursday, 31 May 2018
Politics
ମୌସୁମୀ ବର୍ଷା ନେଇ IMD ପକ୍ଷରୁ ସୂଚନା ଜାରି: ୪ ପ୍ରମୁଖ ଭୌଗୋଳିକ ଅଞ୍ଚଳରେ ସ୍ୱାଭାବିକ ବର୍ଷା ହେବା ନେଇ ସୂଚନା, ସେଣ୍ଟ୍ରାଲ ରିଜିଅନରେ ୯୯% ସମ୍ଭାବ୍ୟ ବର୍ଷା ନେଇ ସୂଚନା, ଓଡ଼ିଶା ସେଣ୍ଟ୍ରାଲ ରିଜିଅନ୍ରେ ଆସୁଥିବାରୁ ବର୍ଷା ସ୍ୱାଭାବିକ ରହିବ, ଜୁଲାଇରେ ଅଗଷ୍ଟ ଠାରୁ ଅଧତ୍କ ବର୍ଷା ହେବା ନେଇ ମଧ୍ୟ ସୂଚନା ଦିଆଯାଇଛି
Wednesday, 30 May 2018
Politics
ଶ୍ରୀମନ୍ଦିର ପରିସରରେ ହେବ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର; ଏଥିରେ ଜଣେ ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟ ରହିବେ: ସ୍ୱାସ୍ଥ୍ୟ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା
Wednesday, 30 May 2018
Politics
ମହାନଦୀ ପ୍ରସଙ୍ଗରେ ରମଣ ସିଂହଙ୍କ ବୟାନକୁ ନେଇ ବର୍ଷିଲେ ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ; କହିଲେ- ରମଣ ସିଂହ ବିନାଶକାରୀ ବିବୃତି ଦେଇଛନ୍ତି,ଏହା କେବଳ ଦୁଃଖଦାୟକ ନୁହେଁ, ସଂଘୀୟ ବ୍ୟବସ୍ଥା ଓ ଓଡ଼ିଶା ସ୍ୱାର୍ଥର ପରିପନ୍ଥି, ଆମେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନିନ୍ଦା କରୁଛୁ
Wednesday, 30 May 2018
Politics
କେନ୍ଦୁଝର: ତିଲିକିଧରା ଷ୍ଟେସନରେ କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ଟ୍ରେନରେ ନିଆଁ,ଲଗେଜ୍ ବଗିରେ ନିଆଁ ଲାଗିଛି, ସମସ୍ତ ଯାତ୍ରୀ ସୁରକ୍ଷିତ
Wednesday, 30 May 2018
Politics
ଜୟପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଶିବ ଭୋଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
Wednesday, 30 May 2018
Politics
ମାରାଥନ ରନ୍ରେ ବୁଦ୍ଧିଆ ସିଂହଙ୍କୁ ଟ୍ରେନିଂ ଦେବା ପାଇଁ ପ୍ରତିଷ୍ଠିତ କେନିଆ କୋଚ ପାଟ୍ରିକ ସାଙ୍ଗଙ୍କ ପକ୍ଷରୁ ଆସିଛି ପ୍ରସ୍ତାବ,ପାଟ୍ରିକ୍ ଅନେକ ଅଲିମ୍ପିକ୍ସ ପଦକ ବିଜେତା ସୃଷ୍ଟି କରିଛନ୍ତି
Wednesday, 30 May 2018
Politics
ମାରାଥନ ରନ୍ରେ ବୁଦ୍ଧିଆ ସିଂହଙ୍କୁ ଟ୍ରେନିଂ ଦେବା ପାଇଁ କେନିଆର ଜଣେ ପ୍ରତିଷ୍ଠିତ କୋଚଙ୍କ ପକ୍ଷରୁ ଆସିଛି ପ୍ରସ୍ତାବ
Wednesday, 30 May 2018
First
Prev
1500
1501
1502
1503
1504
1505
1506
1507
1508
1509
1510
Next
Last
© 2024 - Odisha Reporter. All Rights Reserved.