ଗାଡ଼ି ମଡ଼ାଇବା ଘଟଣାରେ ଅନୁତପ୍ତ ନୁହେଁ: ବିଧାୟକ ଜଗଦ୍ଦେବ, କାଉଣ୍ଟର କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଣପୁର ବ୍ଲକ ଅଫିସ ସମ୍ମୁଖରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ପ୍ରଥମେ ମାଡ଼ ଓ ପରେ ଜେଲ ଯାଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ମୁହଁ ଫୁଟାଣି ଭାଙ୍ଗିନି। ନିଜର ଭୟଙ୍କର ଆଚରଣ ପାଇଁ ସେ ଆଦୌ ଅନୁତାପ କରୁ ନଥିବା କହିଛନ୍ତି। ଜାମିନ ପାଇ ଜେଲରୁ ମୁକୁଳିବା ପରେ ଆଜି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ଜଗଦ୍ଦେବ। ଏଥିସହ ସେଦିନର ଘଟଣା ପାଇଁ ସେ ବିଜେପି ଉପରେ ସବୁ ଦୋଷ ଲଦିଛନ୍ତି। ବିଧାନସଭା […]

MLA

MLA

Hemant Lenka
  • Published: Wednesday, 10 August 2022
  • Updated: 10 August 2022, 03:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଣପୁର ବ୍ଲକ ଅଫିସ ସମ୍ମୁଖରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ପ୍ରଥମେ ମାଡ଼ ଓ ପରେ ଜେଲ ଯାଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ମୁହଁ ଫୁଟାଣି ଭାଙ୍ଗିନି। ନିଜର ଭୟଙ୍କର ଆଚରଣ ପାଇଁ ସେ ଆଦୌ ଅନୁତାପ କରୁ ନଥିବା କହିଛନ୍ତି। ଜାମିନ ପାଇ ଜେଲରୁ ମୁକୁଳିବା ପରେ ଆଜି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ଜଗଦ୍ଦେବ। ଏଥିସହ ସେଦିନର ଘଟଣା ପାଇଁ ସେ ବିଜେପି ଉପରେ ସବୁ ଦୋଷ ଲଦିଛନ୍ତି।

ବିଧାନସଭା କମିଟି ବୈଠକକୁ ଆସିଥିବା ପ୍ରଶାନ୍ତ ଜଗଦ୍ଦେବ ଆଜି କହିଛନ୍ତି, “ସେ ଦିନର ଘଟଣାକୁ ନେଇ ମୁଁ ଆଦୌ ଅନୁତପ୍ତ ନୁହେଁ। ମୋର କିଛି ବି ଭୁଲ୍ ନଥିଲା। ମୁଁ ମୋର ସମିତି ସଭ୍ୟମାନଙ୍କୁ ଦେଖା କରିବାକୁ ଆସୁଥିଲି। ହଠାତ୍‌ ବିଜେପିର ଭାଇମାନେ ବଡ଼ବଡ଼ ଠେଙ୍ଗା ଓ ପତାକା ଧରି ପହଞ୍ଚି ଯାଇଥିଲେ। ବାଣପୁର ବ୍ଲକ ଅଫିସ ପାଖରେ ବିଜେପି କର୍ମୀମାନେ ଯୋଜନାବଦ୍ଧ ଆକ୍ରମଣ କରିଥିଲେ।

ମୋତେ ମାରି ଦେବାକୁ ଉଦ୍ୟମ କରି ଠେଙ୍ଗାରେ ପିଟି ଚାଲିଲେ। ପ୍ରବଳ ମାଡ଼ ଯୋଗୁ ଭାରସାମ୍ୟ ହରାଇ ଗାଡ଼ିର ଏକ୍ସଲେରେଟର ଉପରେ ଗୋଡ଼ ପଡ଼ିଯାଇଥିଲା। ତେଣୁ ଏହା ସେଠାରେ ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଗାଡ଼ିରେ ମଦ ବୋତଲ ଓ ନମ୍ବର ପ୍ଲେଟ ବଦଳ ବି ବିଜେପିର ଷଡ଼ଯନ୍ତ୍ର ଥିଲା। ମୁଁ କୌଣସି ପ୍ରକାରର ଭୁଲ କରିନି।”

ଏହି ଘଟଣା ପରେ ବିଜେଡି ତାଙ୍କୁ ଦଳରୁ ବହିଷ୍କାର କରିଥିଲା। ଏହା ଉପରେ ପ୍ରତିକ୍ରିୟା ଦେଇ ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି, “ଦଳ ବହିଷ୍କାର କରିଛି। କିନ୍ତୁ ପୁଣି ଗ୍ରହଣ କରି ଟିକେଟ ଦେବ ବୋଲି ମୋର ଆଶା। ସ୍ୱାଧୀନ ଭାବେ ଲଢ଼ିବାର ନାହିଁ। ଦଳର ନେତା ଯାହା ବି ନିଷ୍ପତ୍ତି ନେବେ ତା’କୁ କାର୍ଯ୍ୟକାରୀ କରିବି। ମୁଁ ଏବେ ବି ବିଜେଡିରେ ଥିବା ଅନୁଭବ କରୁଛି। ଦଳର ଜଣେ ଶୁଭେଚ୍ଛୁ ଓ ସୈନିକ ଭାବେ ମୁଁ ସବୁବେଳେ ରହି ଆସିଛି। ମୁଁ ଶୃଙ୍ଖଳିତ ହୋଇଥିବା ଦଳ ଅନୁଭବ କଲେ ମୋତେ ଦାୟିତ୍ୱ ଦେବ ବୋଲି ଆଶା। ଏବେ ସୁପ୍ରିମକୋର୍ଟଙ୍କ ଜାମିନ ସର୍ତ୍ତ ଅନୁସାରେ ମୁଁ ମୋ ନିର୍ବାଚନ ମଣ୍ଡଳୀକୁ ଯାଇ ପାରୁନି। ହେଲେ ଲୋକଙ୍କ ସହ ରହିଛି।”

ଅନ୍ୟପକ୍ଷରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଏପରି ବୟାନକୁ କଡ଼ା ନିନ୍ଦା କରିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, “ବିଧାୟକଙ୍କ ଏପରି କହିବାର ଅର୍ଥ ସେଠି ସବୁ ଲୋକ ଭୁଲ୍ ଓ ସେ ଏକା ହିଁ ସତ କହୁଛନ୍ତି। ଏହାକୁ ଏକ ପାଗଳର ପ୍ରଳାପ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଧାୟକ ସେଦିନ ସଂପୂର୍ଣ୍ଣ ନିଶାଗ୍ରସ୍ତ ଅବସ୍ଥାରେ ଥିଲେ। ନିଶାଗ୍ରସ୍ତ ଅବସ୍ଥାରେ ଥାଇ ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ। ଏଭଳି ଆସୁରିକ ପ୍ରବୃତ୍ତି ଜଣେ ବିଧାୟକ ପୁଣି ପ୍ରଦର୍ଶନ କରିବେ ଓ ତା ପରେ କହିବେ ଅନୁତପ୍ତ ନୁହେଁ। ତା’ଠାରୁ ଦୁର୍ଭାଗ୍ୟଜନକ କଥା କିଛି ନାହିଁ। ଏଭଳି ଲୋକଙ୍କୁ ପାଗଳଖାନାରେ ରଖିବା ଦରକାର। ତାହା ହିଁ ସେମାନଙ୍କ ପାଇଁ ଉପଯୁକ୍ତ ସ୍ଥାନ।”

ସୂଚନାଯୋଗ୍ୟ, ମାର୍ଚ୍ଚ ୧୨ ତାରିଖରେ ବାଣପୁର ବ୍ଲକ ସାମ୍ନାରେ ଲୋକଙ୍କ ଉପରେ ଗାଡ଼ି ମଡ଼େଇବା ଘଟଣାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଥିଲେ। ଜାମିନ ଆବେଦନ ଖାରଜ ହେବା ପରେ ସେ ବାଣପୁର ଉପକାରାଗାରରେ ଥିଲେ। ହାଇକୋର୍ଟ ତାଙ୍କ ଏପ୍ରିଲ ୨୭ରେ ୭ ଦିନ ପାଇଁ ଅନ୍ତରୀଣ ଜାମିନ ଦେଇଥିଲେ। ନିକଟରେ ତାଙ୍କୁ ସୁପ୍ରିମକୋର୍ଟ ଜାମିନ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story