ହକି ଟେଷ୍ଟ ସିରିଜ୍ : ଜାପାନ ପାଇଁ କର ବା ମର ସ୍ଥିତି

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ଜାପାନ ୪ଟିକିଆ ଟେଷ୍ଟ ସିରିଜର ଆଜି ତୃତୀୟ ମ୍ୟାଚ୍। ପ୍ରଥମ ମ୍ୟାଚ ଡ୍ର ରହିଥିବା ବେଳେ ଦ୍ୱିତୀୟ ମ୍ୟାଚଟି ୨-୦ ଗୋଲରେ ଆୟୋଜକ ଭାରତ ଜିଣିଥିଲା। ଆଜିର ମ୍ୟାଚରେ ଭ୍ରମଣକାରୀ ଦଳକୁ ହରାଇ ସିରିଜ ଜିତିବା ଲକ୍ଷ୍ୟରେ ରହିଛି ଭାରତ। ୪ଟିକିଆ ସିରିଜ ସିରିଜକୁ ଭାରତ ୧-୦ର ଆଗୁଆ ରହିଛି। ଗତକାଲି ସନ୍ଧ୍ୟାରେ ଉଭୟ ଦଳ ଅଭ୍ୟାସ କରିବା ବେଳେ ନିଜ ନିଜର ଭୁଲକୁ ସଂଶୋଧନ କରିଥିଲେ। ଜାପାନ ଦଳ ପାଇଁ କର ବା ମର ପରିସ୍ଥିତି। ଭାରତ ହରାଇ ପାଇଁ ଆଉ ଏକ ନୂଆ ରଣନୀତି ପ୍ରସ୍ତୁତ କରି ପଡିଆକୁ ଓହ୍ଲାଇବ।

ଆହୁରି ପଢ଼ନ୍ତୁ

ଆଜିଠୁ ଆଇପିଏଲ୍‌; କରୋନା ଯୋଗୁଁ ଖେଳାଳିଙ୍କ ପାଇଁ ଜାରି ହୋଇଛି କଡ଼ା କଟକଣା

ବିରାଟଙ୍କ ଟ୍ୱିଟ୍‌ର ଜବାବ ଦେଇ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ଏଥର ଆଇପିଏଲରେ କେଉଁ ଟିମ୍‌ର କେତେ ଦମ୍?

ଆଇପିଏଲ୍ ପାଇଁ ଦୁବାଇ ପହଞ୍ଚିଲେ ଇଂଲିଶ ଓ ଅଷ୍ଟ୍ରେଲୀୟ ଖେଳାଳି

ପଡ଼ିଆରେ ବଜ୍ରପାତ, ଫୁଟବଲ୍ ଖେଳାଳିଙ୍କ ମୃତ୍ୟୁ

ଆଇସିସି ଦିନିକିଆ ରାଙ୍କିଙ୍ଗ୍: ଏକ ଓ ଦୁଇ ନମ୍ବରରେ ବିରାଟ-ରୋହିତ୍ ସ୍ଥିର

ମୁମ୍ବାଇ ପାଇଁ ଇନିଂସ ଆରମ୍ଭ କରିବେ ରୋହିତ୍-ଡି’ କକ୍

ଘରୋଇ ମାଟିରେ ବିଶ୍ୱ ଚାମ୍ପିଅନ୍ ଧରାଶାୟୀ, ସିରିଜ୍ ଜିତିଲା ଅଷ୍ଟ୍ରେଲିଆ

ଆଇପିଏଲ୍ କାଉଣ୍ଟ୍ ଡାଉନ୍: ୩ ଦିନ ପରେ ମୁହାଁମୁହିଁ ହେବେ ଚେନ୍ନାଇ ଓ ମୁମ୍ବାଇ

୬୬ ବଲରୁ ୧୭୫ ନଟଆଉଟ୍: ଟପ୍‌ରେ ଗେଲ୍

ଧୋନିଙ୍କ ଭଳି ଫିନିଶର ହେବାକୁ ଚାହୁଁଛନ୍ତି ମିଲର୍

କମ୍ ବ୍ୟାକ୍ କଲା ଇଂଲଣ୍ଡ, ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ୧-୧ରେ ବରାବର୍