ଡାଇନିଂ ଟେବୁଲରେ କଣ ଡିମାଣ୍ଡ କରନ୍ତି ଷ୍ଟାର୍‌ କ୍ରିକେଟର: ବିରାଟଙ୍କ ବଟର୍‌ ଚିକେନ୍‌, ଧୋନିଙ୍କର କଣ?

ବାଙ୍ଗାଲୋର: ଆଜିକାଲି ଦେଶରେ ଆଇପିଏଲର କ୍ରେଜ। ଆଇପିଏଲ ଦୀର୍ଘ ଦେଢମାସ ଧରି ଚାଲିବାକୁ ଥିବା ବେଳେ ବିଶ୍ୱର ନାମୀଦାମୀ ଖେଳାଳୀ ଏବେ ଭାରତରେ ଡେରା ପକାଇଛନ୍ତି। ଭାରତୀୟ ଖେଳାଳୀ ଓ ବିଦେଶୀ ଖେଳାଳୀ ମିସି ବିଭିନ୍ନ ଟିମ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଦେଶର ବିଭିନ୍ନ ସହରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ତେବେ ଆସନ୍ତୁ ଜାଣିବା ଆଇପିଏଲ ସମୟରେ ନିଜର ପ୍ରିୟ କ୍ରିକେଟର କ’ଣ ଖାଇବାକୁ ପସନ୍ଦ କରିଥାନ୍ତି। ବିରାଟ କୋହଲି– ବ୍ୟାଟିଂରେ ଆକର୍ଷଣୀୟ ଖେଳ ଜାରି […]

aaa_Fotor_Collage

aaa_Fotor_Collage

Rakesh Mallick
  • Published: Tuesday, 18 April 2017
  • Updated: 18 April 2017, 09:07 PM IST

Sports

Latest News

ବାଙ୍ଗାଲୋର: ଆଜିକାଲି ଦେଶରେ ଆଇପିଏଲର କ୍ରେଜ। ଆଇପିଏଲ ଦୀର୍ଘ ଦେଢମାସ ଧରି ଚାଲିବାକୁ ଥିବା ବେଳେ ବିଶ୍ୱର ନାମୀଦାମୀ ଖେଳାଳୀ ଏବେ ଭାରତରେ ଡେରା ପକାଇଛନ୍ତି। ଭାରତୀୟ ଖେଳାଳୀ ଓ ବିଦେଶୀ ଖେଳାଳୀ ମିସି ବିଭିନ୍ନ ଟିମ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଦେଶର ବିଭିନ୍ନ ସହରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ତେବେ ଆସନ୍ତୁ ଜାଣିବା ଆଇପିଏଲ ସମୟରେ ନିଜର ପ୍ରିୟ କ୍ରିକେଟର କ’ଣ ଖାଇବାକୁ ପସନ୍ଦ କରିଥାନ୍ତି।

ବିରାଟ କୋହଲି- ବ୍ୟାଟିଂରେ ଆକର୍ଷଣୀୟ ଖେଳ ଜାରି ରଖି ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିତୁଥିବା କୋହଲି ଖାଇବାରେ ବେସ ରୁଚି ରଖିଥାନ୍ତି। ବିଶେଷ କରି ନିଜର ଫିଟ୍‌ନେସ ପ୍ରତି ସେ ସର୍ବଦା ସତର୍କ ରହିଥାନ୍ତି। ବିରାଟଙ୍କର ନନ୍‌ଭେଜ ଅତି ପ୍ରିୟ। ବଟର ଚିକେନ୍‌ ସହ ରୁଟି ତାଙ୍କର ଭାରି ପ୍ରିୟ। ଏହସହ ଫ୍ରୁଟ୍‌ ଜୁସ୍‌, ପନିର୍ ଓ ରୋଲ ମଧ୍ୟ ଖାଇବାକୁ ପସନ୍ଦ କରିଥାନ୍ତି।

ଧୋନୀ- ହେଲିକପ୍ଟର ସଟ୍‌ ପାଇଁ ବେସ ଜଣାଶୁଣା ଏମ.ଏସ ଧୋନୀ ଭାରତରେ ବହୁ ଲୋକପ୍ରିୟ । ଧୋନୀ ନଜିର ଫିଟ୍‌ନେସ ପାଇଁ ବେସ ସତର୍କ ରହିଥାନ୍ତି।ସେଥିପାଇଁ ଖାଇବା ବେଳେ ସେ ଅଧିକ ସଚେତନ ଥାନ୍ତି। ଧୋନୀ ଦିନକୁ ପ୍ରାୟ ୫ ଲିଟର ଖିର ପିଇଥାନ୍ତି। ଏହାସହ ସକାଳ ଜଳଖିଆରେ କିସ୍‌ମିସ୍‌, ବାଦାମ, ଫ୍ରୁଟ୍‌ ଜୁସ୍‌ ଓ ଫ୍ରୁଟ୍‌ ସାଲାଡ ଖାଇଥାନ୍ତି। ଲଞ୍ଚରେ ଧୋନୀ ଚିକେନ ସହିତ ୪ଟି ରୁଟି, ଡାଲି, ଭେଜିଟେବୁଲ୍‌ ସାଲାଡ ଖାଇଥାନ୍ତି। ସେହିପରି ଡିନର୍‌ରେ ଧୋନୀ ଚିକେନ୍‌ ସାଣ୍ଡୱିଚ୍‌ ଖାଇଥାନ୍ତି।

କ୍ରିସ୍‌ ଗେଲ୍- ଏହି ବିସ୍ଫୋରକ ଖେଳାଳୀଙ୍କ ଶରୀର ଅନୁସାରେ ସେ ଖାଦ୍ୟ ଖାଉଥିଲେ ବି ଫିଟ୍‌ନେସ୍‌ ପାଇଁ ମଧ୍ୟ ଯତ୍ନବାନ ରହିଥାନ୍ତି। ଗେଲ୍‌ ସକାଳ ଜଳଖିଆରେ ହେଲ୍‌ଦି ଖାଦ୍ୟ ଖାଉଥିବା ବେଳେ ଲଞ୍ଚରେ ସେ ନନ୍‌ ଭେଜ୍‌କୁ ପସନ୍ଦ କରିଥାନ୍ତି। ଏହାସହ ସେ ମିକ୍ସ୍‌ ସାଲାଡ ଓ ଜୁସ୍‌କୁ ପସନ୍ଦ କିରଥାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story