ପାକିସ୍ତାନ ବିପକ୍ଷ ୱାନ୍‌ଡେ ସିରିଜରୁ ବେଲି ଓ ଫିଞ୍ଚ ବାଦ୍‌

କାନବେରା: ପାକିସ୍ତାନ ବିପକ୍ଷ ୫ ୱାନ୍‌ଡେ ମ୍ୟାଚ ପାଇଁ ଅଷ୍ଟ୍ରେଲିଆ ଟିମ୍‌ ଘୋଷଣା ହୋଇଛି। ଏଥିରୁ ଓପ୍‌ନର ଆରୋନ୍‌ ଫିଞ୍ଚ ଓ ମଧ୍ୟମ ଭାଗ ବ୍ୟାଟ୍ସମ୍ୟାନ୍‌ ଜର୍ଜ ବେଲିଙ୍କୁ ବାଦ୍‌ ଦିଆଯାଇଛି। ସେମାନଙ୍କ ସ୍ଥାନରେ ସ୍ଥାନରେ ଯୁବ ପ୍ରତିଭା ଉସ୍‌ମାନ୍‌ ଖ୍ୱାଜା ଓ କ୍ରିଷ ଲିନ୍‌ଙ୍କୁ ଦଳରେ ସାମିଲ କରାଯାଇଛି। ଫିଞ୍ଚ ଗତ ସେସନ୍‌ରେ ୧୮ଟି ମ୍ୟାଚ ଖେଳି ୪ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ବେଲି ୧୦ଟି ମ୍ୟାଚ ଖେଳି ମାତ୍ର ଗୋଟିଏ ଅର୍ଦ୍ଧଶତକ କରିଛନ୍ତି। […]

aaron

aaron

Rakesh Mallick
  • Published: Saturday, 07 January 2017
  • Updated: 07 January 2017, 07:53 PM IST

Sports

Latest News

କାନବେରା: ପାକିସ୍ତାନ ବିପକ୍ଷ ୫ ୱାନ୍‌ଡେ ମ୍ୟାଚ ପାଇଁ ଅଷ୍ଟ୍ରେଲିଆ ଟିମ୍‌ ଘୋଷଣା ହୋଇଛି। ଏଥିରୁ ଓପ୍‌ନର ଆରୋନ୍‌ ଫିଞ୍ଚ ଓ ମଧ୍ୟମ ଭାଗ ବ୍ୟାଟ୍ସମ୍ୟାନ୍‌ ଜର୍ଜ ବେଲିଙ୍କୁ ବାଦ୍‌ ଦିଆଯାଇଛି। ସେମାନଙ୍କ ସ୍ଥାନରେ ସ୍ଥାନରେ ଯୁବ ପ୍ରତିଭା ଉସ୍‌ମାନ୍‌ ଖ୍ୱାଜା ଓ କ୍ରିଷ ଲିନ୍‌ଙ୍କୁ ଦଳରେ ସାମିଲ କରାଯାଇଛି।

ଫିଞ୍ଚ ଗତ ସେସନ୍‌ରେ ୧୮ଟି ମ୍ୟାଚ ଖେଳି ୪ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ବେଲି ୧୦ଟି ମ୍ୟାଚ ଖେଳି ମାତ୍ର ଗୋଟିଏ ଅର୍ଦ୍ଧଶତକ କରିଛନ୍ତି। ଏପରି ନୈରାଶ୍ୟନକ ପ୍ରଦର୍ଶନ ପାଇଁ ସେମାନଙ୍କୁ ଦଳରୁ ବାଦ ଦିଆଯାଇଛି ବୋଲି ଅଷ୍ଟ୍ରେଲିଆ କ୍ରିକେଟ୍‌ ବୋର୍ଡ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story