ଭାରତ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଲେ ଏହି ପୂର୍ବତନ ପାକ୍ କ୍ରିକେଟର୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ବ୍ୟାଟ୍ସମ୍ୟାନ୍ ବାସିତ୍ ଅଲୀ ଏକ ବିବାଦୀୟ ମନ୍ତବ୍ୟ ଦେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ବାସିତ୍ ଅଲୀ ଏକ ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲରେ କହିଛନ୍ତି, ପାକିସ୍ତାନ ତ ବିଶ୍ୱକପରେ ତା’ ନିଜ ମ୍ୟାଚ୍ ଜିତିଯିବ, କିନ୍ତୁ ଟିମକୁ ଏବେ ଭାରତଠାରୁ ବିପଦ ରହିଛି। କାରଣ ଭାରତ ଜାଣିଶୁଣି ବାଂଲାଦେଶ ଓ ଶ୍ରୀଲଙ୍କା ବିପକ୍ଷରେ ଖରାପ ଖେଳିବ ଏବଂ ମ୍ୟାଚ୍ ହାରିଯିବ। ଏହା ହେଲେ ପାକିସ୍ତାନ ସେମିଫାଇନାଲ୍ ଯାଇପାରିବ ନାହିଁ। ଏହାଛଡ଼ା ବାସିତ୍ ଇଙ୍ଗିତରେ ଅଭିଯୋଗ […]

basit

basit

Hemant Lenka
  • Published: Wednesday, 26 June 2019
  • Updated: 26 June 2019, 08:46 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ବ୍ୟାଟ୍ସମ୍ୟାନ୍ ବାସିତ୍ ଅଲୀ ଏକ ବିବାଦୀୟ ମନ୍ତବ୍ୟ ଦେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ବାସିତ୍ ଅଲୀ ଏକ ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲରେ କହିଛନ୍ତି, ପାକିସ୍ତାନ ତ ବିଶ୍ୱକପରେ ତା' ନିଜ ମ୍ୟାଚ୍ ଜିତିଯିବ, କିନ୍ତୁ ଟିମକୁ ଏବେ ଭାରତଠାରୁ ବିପଦ ରହିଛି। କାରଣ ଭାରତ ଜାଣିଶୁଣି ବାଂଲାଦେଶ ଓ ଶ୍ରୀଲଙ୍କା ବିପକ୍ଷରେ ଖରାପ ଖେଳିବ ଏବଂ ମ୍ୟାଚ୍ ହାରିଯିବ। ଏହା ହେଲେ ପାକିସ୍ତାନ ସେମିଫାଇନାଲ୍ ଯାଇପାରିବ ନାହିଁ।

ଏହାଛଡ଼ା ବାସିତ୍ ଇଙ୍ଗିତରେ ଅଭିଯୋଗ ଆଣିଛନ୍ତି ଯେ, ପୂରା ବିଶ୍ୱକପ୍ ଫିକ୍ସ ହୋଇସାରିଛି। ତେବେ ସବୁଠାରୁ ମଜାଦାର କଥା ହେଉଛି, ବିଶ୍ୱକପରେ ମ୍ୟାଚ୍ ଫିକ୍ସିଂର ଅଭିଯୋଗ ଲଗାଇଥିବା ବାସିତଙ୍କ କ୍ୟାରିୟର ମଧ୍ୟ କଳଙ୍କିତ ରହିଆସିଛି। ତାଙ୍କ କ୍ରିକେଟ୍ କ୍ୟାରିୟର୍ ମ୍ୟାଚ୍ ଫିକ୍ସିଂ ଅଭିଯୋଗ ଆଧାରରେ ଶେଷ ହୋଇଯାଇଥିଲା।

୪୮ ବର୍ଷୀୟ ବାସିତ୍ ଜଣେ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଓ ବୋଲର। ସେ ଅଣ୍ଡର୍-୧୯ କ୍ରିକେଟ୍ ଡେବ୍ୟୁ ମୁକାବିଲାରେ ଭାରତ ବିପକ୍ଷରେ ୧୮୯ ରନର ଦମଦାର ଇନିଂସ୍ ଖେଳି ସମସ୍ତଙ୍କୁ ଆକୃଷ୍ଟ କରିଥିଲେ। ଏହା ପରେ ସେ ୨୨ ବର୍ଷ ବୟସରେ ଅର୍ଥାତ୍ ୧୯୯୩ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ନିଜର ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ମ୍ୟାଚ୍ ଖେଳିଥିଲେ। ତାଙ୍କର ବ୍ୟାଟିଂ ଶୈଳୀ ଜାଭେଦ୍ ମିଆଁଦାଦଙ୍କ ସହ ବହୁତ ମିଶେ।

ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୬୭ ବଲରେ ଶତକ ମାରିଥିଲେ, ଯାହା ସେହି ସମୟରେ ଦ୍ୱିତୀୟ ଦ୍ରୁତ ଦିନିକିଆ ଶତକ ଥିଲା। ଏହା ତାଙ୍କ ଦିନିକିଆ କ୍ୟାରିୟରର ଏକମାତ୍ର ଶତକ ଥିଲା। ବାସିତ ନିଜ ପ୍ରତିଭାକୁ ସଠିକ୍ ଭାବେ ଉପଯୋଗ କରିପାରିନଥିଲେ। ସେ ୧୯ ଟେଷ୍ଟରେ କେବଳ ଗୋଟିଏ ଶତକ ଓ ୫ ଅର୍ଦ୍ଧଶତକ ମାରିଥିଲେ। ସେହିପରି ଦିନିକିଆରେ ୫୦ ମ୍ୟାଚ୍ ଖେଳି ୧ ଶତକ ଓ ୯ ଅର୍ଦ୍ଧଶଥକ ମାରିଥିଲେ।

କିଛି ବର୍ଷ ପରେ ବାସିତଙ୍କ ନାମରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗ ଆସିଥିଲା। ଏହି ମାମଲାରେ ସଲିମ୍ ମଲିକ୍ ଓ ରଶିଦ୍ ଲତିଫଙ୍କ ନାମ ମଧ୍ୟ ଉଠିଥିଲା । ବାସିତ୍ ପାକିସ୍ତାନୀ କ୍ରିକେଟରଙ୍କ ଉପରେ ମ୍ୟାଚ୍ ଫିକ୍ସିଂ କରିଥିବା ଅଭିଯୋଗ ଆଣିଥିଲେ। ତାଙ୍କ ଉପରେ ମଧ୍ୟ ଏହି ଅଭିଯୋଗ ଲାଗିଥିଲା। ମ୍ୟାଚ୍ ଫିକ୍ସିଂ ଅଭିଯୋଗ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରକୁ ଶେଷ କରିଦେଇଥିଲା। ଫଳସ୍ୱରୂପ ମାତ୍ର ୨୬ ବର୍ଷ ବୟସରେ ବାସିତ୍ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story