ଭୁବନେଶ୍ୱରରେ IPL ଫ୍ୟାନ୍ ପାର୍କ: ଦର୍ଶକଙ୍କ ପାଇଁ ମାଗଣାରେ ଲାଇଭ୍‌ ମ୍ୟାଚ୍‌ର ମଜା

ଭୁବନେଶ୍ୱର: ମାଗଣାରେ  ଆଇପିଏଲର ମଜା। କ୍ରୀଡା ପ୍ରେମୀଙ୍କ ପାଇଁ ଭୁବନେଶ୍ୱର କିଟ୍ ଷ୍ଟାଡ଼ିୟମରେ ଏଭଳି ସୁବିଧା କରାଯାଇଛି। ଯେଉଁଠି IPL ଲାଇଭ୍ ମ୍ୟାଚର ମଜା ଉଠାଇଛନ୍ତି ରାଜଧାନୀ ବାସୀ। ଆଜିଠାରୁ ୨ଦିନ ଧରି କିଟ୍‌ ଷ୍ଟାଡ଼ିୟମରେ IPL ଫ୍ୟାନ୍ ପାର୍କର ଆୟୋଜନ କରାଯାଇଛି। ୧୮ ରୁ ୩୬ ଫୁଟ୍‌ ବିଶିଷ୍ଠ LED ଟିଭିରେ ଲାଇଭ୍ ମ୍ୟାଚ୍  ଦେଖିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ମ୍ୟାଚ ସାଙ୍ଗକୁ ଲକି ଫ୍ୟାନ ଅଫ ଦି ଡେ ଭାବେ ସ୍ମାର୍ଟ […]

vlcsnap-1337-08-29-19h41m13s833

vlcsnap-1337-08-29-19h41m13s833

Rakesh Mallick
  • Published: Saturday, 13 May 2017
  • Updated: 13 May 2017, 09:42 PM IST

ଭୁବନେଶ୍ୱର: ମାଗଣାରେ  ଆଇପିଏଲର ମଜା। କ୍ରୀଡା ପ୍ରେମୀଙ୍କ ପାଇଁ ଭୁବନେଶ୍ୱର କିଟ୍ ଷ୍ଟାଡ଼ିୟମରେ ଏଭଳି ସୁବିଧା କରାଯାଇଛି। ଯେଉଁଠି IPL ଲାଇଭ୍ ମ୍ୟାଚର ମଜା ଉଠାଇଛନ୍ତି ରାଜଧାନୀ ବାସୀ। ଆଜିଠାରୁ ୨ଦିନ ଧରି କିଟ୍‌ ଷ୍ଟାଡ଼ିୟମରେ IPL ଫ୍ୟାନ୍ ପାର୍କର ଆୟୋଜନ କରାଯାଇଛି। ୧୮ ରୁ ୩୬ ଫୁଟ୍‌ ବିଶିଷ୍ଠ LED ଟିଭିରେ ଲାଇଭ୍ ମ୍ୟାଚ୍  ଦେଖିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ମ୍ୟାଚ ସାଙ୍ଗକୁ ଲକି ଫ୍ୟାନ ଅଫ ଦି ଡେ ଭାବେ ସ୍ମାର୍ଟ ଫୋନ ଜିତିବାର ମଧ୍ୟ ସୁଯୋଗ ରହିଛି। ଏଥିସହିତ ଷ୍ଟାଡ଼ିୟମରେ ବସି ମଜା ନେଲା ଭଳି ସମସ୍ତ ବ୍ୟବସ୍ଥା ମଧ୍ୟ ରହିଛି। ସାରା ଦେଶର ୩୬ଟି ସହରରେ ଏଭଳି ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରରେ ଚଳିତବର୍ଷ ପ୍ରଥମ ଥର ପାଇଁ ଆଇପିଏଲ ଫ୍ୟାନ ପାର୍କର ଆୟୋଜନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos